ନକଲି ହିନ୍ଦୁ କିଏ କହିଲେ ରାହୁଲ ଗାନ୍ଧି

ଜୟପୁର: ରବିବାର ଜୟପୁରରେ ଏକ ରାଲିରେ ଯୋଗ ଦେଇ ‘ହିନ୍ଦୁ‘ ଏବଂ ‘ହିନ୍ଦୁତ୍ୱ‘ ଶବ୍ଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି  କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ମୁଁ ଜଣେ ହିନ୍ଦୁ , କିନ୍ତୁ ମୁଁ ହିନ୍ଦୁତ୍ୱବାଦୀ ନୁହେଁ। । ଆପଣ ସମସ୍ତେ ହିନ୍ଦୁ ଅଟନ୍ତି। ମହାତ୍ମା ଗାନ୍ଧି ଜଣେ ହିନ୍ଦୁ ଥିଲେ । କିନ୍ତୁ ନାଥୁରାମ ଗଡ଼ସେ ଜଣେ ହିନ୍ଦୁତ୍ୱବାଦି ଥିଲେ ବୋଲି ରାହୁଲ ଗାନ୍ଧି କହିଛନ୍ତି। ମୁଦ୍ରାସ୍ଫୀତି ବିରୋଧରେ ଆୟୋଜିତ ରାଲିରେ ଯୋଗ […]

Rahul-Gandhi

Rahul-Gandhi

Tapas Behera
  • Published: Sunday, 12 December 2021
  • Updated: 12 December 2021, 03:49 PM IST

Sports

Latest News

ଜୟପୁର: ରବିବାର ଜୟପୁରରେ ଏକ ରାଲିରେ ଯୋଗ ଦେଇ 'ହିନ୍ଦୁ' ଏବଂ 'ହିନ୍ଦୁତ୍ୱ' ଶବ୍ଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି  କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ମୁଁ ଜଣେ ହିନ୍ଦୁ , କିନ୍ତୁ ମୁଁ ହିନ୍ଦୁତ୍ୱବାଦୀ ନୁହେଁ। । ଆପଣ ସମସ୍ତେ ହିନ୍ଦୁ ଅଟନ୍ତି। ମହାତ୍ମା ଗାନ୍ଧି ଜଣେ ହିନ୍ଦୁ ଥିଲେ । କିନ୍ତୁ ନାଥୁରାମ ଗଡ଼ସେ ଜଣେ ହିନ୍ଦୁତ୍ୱବାଦି ଥିଲେ ବୋଲି ରାହୁଲ ଗାନ୍ଧି କହିଛନ୍ତି। ମୁଦ୍ରାସ୍ଫୀତି ବିରୋଧରେ ଆୟୋଜିତ ରାଲିରେ ଯୋଗ ଦେଇ ରାହୁଲ ଏକଥା କହିଛନ୍ତି।  ରାହୁଲ ଗାନ୍ଧି  ଆହୁରି କହିଛନ୍ତି ଯେ, ମହାତ୍ମା ଗାନ୍ଧି ତାଙ୍କ ସାରା ଜୀବନ ସତ୍ୟର ସନ୍ଧାନରେ ଅତିବାହିତ କରିଥିଲେ। କିନ୍ତୁ  ହିନ୍ଦୁତ୍ୱବାଦି  ଗଡ଼ସେ ତାଙ୍କ ଉପରକୁ ୩ଟି  ଗୁଳି ଚଳାଇଥିଲେ। ସେ ଆହୁରି କହିଥିଲେ ଯେ, ମୁଁ ଆପଣଙ୍କୁ ଏ ବିଷୟରେ କିଛି ପ୍ରଭେଦ କହିବାକୁ ଚାହୁଁଛି।  ହିନ୍ଦୁମାନଙ୍କର ପଥ ହେଉଛି ସତ୍ୟର ପଥ । ସେମାନେ ସତ୍ୟ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ । ଭଗବତ ଗୀତା ମଧ୍ୟ ହିନ୍ଦୁମାନଙ୍କୁ ସତ୍ୟର ସନ୍ଧାନ କରିବାକୁ କୁହେ। କିନ୍ତୁ ହିନ୍ଦୁତ୍ୱବାଦୀଙ୍କର ସତ୍ୟ ସହିତ କୌଣସି ସମ୍ପର୍କ ନଥାଏ। ସେମାନେ କେବଳ କ୍ଷମତା ପାଇଁ ତୃଷାର୍ଥ ।  ଭୟ ଯୋଗୁ ସେମାନେ ଘୃଣାରେ ପରିପୂର୍ଣ୍ଣ।  

କେନ୍ଦ୍ର ସରକାରଙ୍କୁ ନିଶାନା କରି ରାହୁଲ ଗାନ୍ଧି କହିଥିଲେ ଯେ, ୨୦୧୪  ମସିହାଠାରୁ କ୍ଷମତାକୁ ହିନ୍ଦୁତ୍ୱବାଦୀ ଆସିଛନ୍ତି। ଆଉ ହିନ୍ଦୁ କ୍ଷମତା ବାହାରେ ଅଛନ୍ତି। ଏହି ହିନ୍ଦୁତ୍ୱବାଦୀମାନେ ନକଲି ହିନ୍ଦୁ ବୋଲି ସେ କହିଛନ୍ତି। ଦରଦାମ ବୃଦ୍ଧିକୁ ନେଇ ଆୟୋଜିତ ସମାବେଶରେ ରାହୁଲ ଗାନ୍ଧି କହିଛନ୍ତି ଯେ, ଆପଣମାନେ ଏବେ ଦେଶରେ ପରିସ୍ଥିତି ଦେଖୁଥିବେ। ଏବେ ନେତା ନୁହେଁ ବରଂ ୩-୪ ପୁଞ୍ଜିପତିମାନେ ଦେଶ ଚଳାଉଛନ୍ତି ବୋଲି ରାହୁଲ କହଇନ୍ତି।

ଏହି ସମାବେଶରେ କଂଗ୍ରେସ  ପ୍ରତିରକ୍ଷା ମୁଖ୍ୟ ତଥା ଦିବଙ୍ଗତ  ବିପିନ୍‌ ରାୱତଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story