ସିଡିଏସ୍ ବିପିନ୍‌ ରାୱତଙ୍କ ଅସ୍ଥି ବିସର୍ଜନ କଲେ ଦୁଇ ଝିଅ

ନୂଆଦିଲ୍ଲୀ: ବୁଧବାର ସେନା ହେଲିପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହ ପ୍ରତିରକ୍ଷା ବିଭାଗର ୧୧ ଜଣ ପ୍ରାଣ ହରାଇଥିଲେ। ଶୁକ୍ରବାର  ସିଡିଏସ ବିପିନ୍‌ ରାୱତ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅନ୍ତିମ ସଂସ୍କାର ପରେ ବିପିନ୍‌ଙ୍କ ଝିଅ ତାଙ୍କ ଅସ୍ଥିକୁ ହରିଦ୍ୱାରରେ ବିସର୍ଜନ କରିଛନ୍ତି।  ଆଜି ଦିଲ୍ଲୀ ବ୍ରାର ସ୍କୋୟାରରୁ  ସିଡିଏସ ବିପିନ ଏବଂ ତାଙ୍କ ପତ୍ନୀଙ୍କର ଅସ୍ଥି ସଂଗ୍ରହ କରାଯାଇ ଥିଲା। ଅପରାହ୍ନରେ […]

bipin-2

bipin-2

Tapas Behera
  • Published: Saturday, 11 December 2021
  • Updated: 11 December 2021, 06:23 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ସେନା ହେଲିପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହ ପ୍ରତିରକ୍ଷା ବିଭାଗର ୧୧ ଜଣ ପ୍ରାଣ ହରାଇଥିଲେ। ଶୁକ୍ରବାର  ସିଡିଏସ ବିପିନ୍‌ ରାୱତ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅନ୍ତିମ ସଂସ୍କାର ପରେ ବିପିନ୍‌ଙ୍କ ଝିଅ ତାଙ୍କ ଅସ୍ଥିକୁ ହରିଦ୍ୱାରରେ ବିସର୍ଜନ କରିଛନ୍ତି।  ଆଜି ଦିଲ୍ଲୀ ବ୍ରାର ସ୍କୋୟାରରୁ  ସିଡିଏସ ବିପିନ ଏବଂ ତାଙ୍କ ପତ୍ନୀଙ୍କର ଅସ୍ଥି ସଂଗ୍ରହ କରାଯାଇ ଥିଲା। ଅପରାହ୍ନରେ ଏହି ଅସ୍ଥିକୁ ବିସର୍ଜନ କରାଯାଇଥିଲା।

ଏହା ପୂର୍ବରୁ ବିପିନଙ୍କ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ ନୀତି ପରମ୍ପରା ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଶୁକ୍ରବାର ସାମରିକ ସମ୍ମାନର ସହ ଉଭୟ ବିପିନ ଏବଂ ତାଙ୍କ ପତ୍ନୀଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସର ରାହୁଲ ଗାନ୍ଧୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ରାଜନୈତିକ ନେତା ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷକୃତ୍ୟ ପରେ ବାପା-ମାଙ୍କ ଅସ୍ଥି ନେଇ ଆମେ ହରିଦ୍ୱାରରେ ବିଷର୍ଜନ କରିଛୁ ବୋଲି ବିପିନ୍ ରାୱତଙ୍କ ସାନ ଝିଅ ତାରିଣୀ କହିଛନ୍ତି।

ଗତ ବୁଧବାର ତାମିଲନାଡ଼ୁରେ ସେନା ହେଲିକପ୍ଟର କ୍ରାଶ ହୋଇ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତ୍ରିସ୍ତରୀୟ ସର୍ଭିସ ପକ୍ଷରୁ ତଦନ୍ତ କରାଯାଉଛି। ବାୟୁ ସେନାର ବରିଷ୍ଠ ପାଇଲଟ୍‌ ଏୟାର ମାର୍ଶାଲ ମାନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏହି ତଦନ୍ତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story