ଲିଫ୍ଟ ଭୁଶୁଡ଼ି ୮ କଲେଜ ଛାତ୍ର ଆହତ

ଲକ୍ଷ୍ନୌ: ଅଚାନକ ଭୁଶୁଡ଼ି ପଡ଼ିଲା ଲିଫ୍ଟ। ଫଳରେ ତଳେ ପଡ଼ି ୮ ଜଣ ଆହତ ହୋଇଛନ୍ତି। ବୁଧବାର ଉତ୍ତରପ୍ରଦେଶର ଗାଜିଆବାଦର ଇଞ୍ଜିନିୟରିଂ କଲେଜରେ ଏହି ଅଘଟଣ ଘଟିଛି। କଭିନଗରରେ ଥିବା ଗାଜିଆବାଦ ଆଇଏମସ କଲେଜ ପରିସରରେ ଏହି ଦୁର୍ଘଟଣା ଘଟିଛି।  ଉକ୍ତ କଲେଜର ଗୋଟିଏ ବିଲଡିଂର କିଛି ପିଲା ଏଲିଭେଟର ଯୋଗେ ଉପର ମହଲାକୁ ଯାଉଥିବା ବେଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଥିଲା। ଫଳରେ ୮ ଜଣ ତଳେ କଡ଼ାଡ଼ି ହୋଇ ଆହତ ହୋଇଛନ୍ତି।  ଖବର ପାଇ […]

ddi

ddi

Tapas Behera
  • Published: Wednesday, 27 April 2022
  • Updated: 27 April 2022, 02:43 PM IST

Sports

Latest News

ଲକ୍ଷ୍ନୌ: ଅଚାନକ ଭୁଶୁଡ଼ି ପଡ଼ିଲା ଲିଫ୍ଟ। ଫଳରେ ତଳେ ପଡ଼ି ୮ ଜଣ ଆହତ ହୋଇଛନ୍ତି। ବୁଧବାର ଉତ୍ତରପ୍ରଦେଶର ଗାଜିଆବାଦର ଇଞ୍ଜିନିୟରିଂ କଲେଜରେ ଏହି ଅଘଟଣ ଘଟିଛି। କଭିନଗରରେ ଥିବା ଗାଜିଆବାଦ ଆଇଏମସ କଲେଜ ପରିସରରେ ଏହି ଦୁର୍ଘଟଣା ଘଟିଛି।  ଉକ୍ତ କଲେଜର ଗୋଟିଏ ବିଲଡିଂର କିଛି ପିଲା ଏଲିଭେଟର ଯୋଗେ ଉପର ମହଲାକୁ ଯାଉଥିବା ବେଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଥିଲା।

ଫଳରେ ୮ ଜଣ ତଳେ କଡ଼ାଡ଼ି ହୋଇ ଆହତ ହୋଇଛନ୍ତି।  ଖବର ପାଇ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି। ଆହତ ୮ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ କଲମ୍ବିଆ ଏସିଆ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଏହି ଘଟଣା ଘଟିଳା ତାର ତଦନ୍ତ ଜାରି ରହିଛି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story