ଝିଅଟିଏ କେବଳ ମା’ ଗର୍ଭରେ ସୁରକ୍ଷିତ, ଖୋଲିଲା ସୁଇସାଇଡ ନୋଟର ଗୁମର

ଚେନ୍ନାଇ: ଚେନ୍ନାଇରେ ଜଣେ ସ୍କୁଲ୍ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ହେଲେ ତାଙ୍କ ମୃତ୍ୟୁର ୩ ଦିନ ପରେ ତାଙ୍କ ସୁଇସାଇଡ ନୋଟ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ଚାଞ୍ଚଲ୍ୟକର ବୟାନ ରହିଛି। ସେଥିରେ ଲେଖା ଅଛି ଯେ, ‘ଝିଅ ଟିଏ କେବଳ ମା ଗର୍ଭରେ ହିଁ ସୁରକ୍ଷିତ’। ଏକ ଅସଦାରଚଣ ଘଟଣାରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି ।  ଶନିବାର ସକାଳେ ମା’ ବଜାରରୁ ଫେରିବା […]

Rape

Rape

Tapas Behera
  • Published: Monday, 20 December 2021
  • Updated: 20 December 2021, 06:28 PM IST

ଚେନ୍ନାଇ: ଚେନ୍ନାଇରେ ଜଣେ ସ୍କୁଲ୍ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ହେଲେ ତାଙ୍କ ମୃତ୍ୟୁର ୩ ଦିନ ପରେ ତାଙ୍କ ସୁଇସାଇଡ ନୋଟ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ଚାଞ୍ଚଲ୍ୟକର ବୟାନ ରହିଛି। ସେଥିରେ ଲେଖା ଅଛି ଯେ, ‘ଝିଅ ଟିଏ କେବଳ ମା ଗର୍ଭରେ ହିଁ ସୁରକ୍ଷିତ’। ଏକ ଅସଦାରଚଣ ଘଟଣାରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି ।  ଶନିବାର ସକାଳେ ମା’ ବଜାରରୁ ଫେରିବା ପରେ ଝିଅ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଘୋର ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଅଭିଯୁକ୍ତ ନିଜ ଅପରାଧକୁ ସ୍ୱୀକାର କରିବା ସହ ପୁଲିସ ପକ୍ସୋ ଆକ୍ସରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ନାବାଳିକା ସହ  ଯୁବକ ଜଣକ ଦୁଇ ସପ୍ତାହ ଧରି ଶାରିରୀକ ସମ୍ପର୍କ ରଖିଥିଲେ। ଯୁବକ ଜଣକ ତାକୁ ହଇରାଣ ହରକତ କରିବା ସହ ନିର୍ଯାତନା ଦେଇଥିଲେ। ପୁଲିସ କହିବା ଅନୁଯାୟୀ ଉଭୟଙ୍କର ୮ ମାସ ହେବ ସମ୍ପର୍କ ଭଲ ଥିଲା। ଯାହା ତାଙ୍କ ହ୍ୱାର୍ଟସଆପ୍‌ ଚାର୍ଟରୁ ଜଣାପଡ଼ିଛି। ପରେ ଯୁବକ ଜଣକ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇଥିବା ପୁଲିସ କହିଛି।

ତେବେ ମିଳିଥିବା ସୁଇସାଇଡ ନୋଟରେ ଝିଅମାନଙ୍କ ପାଇଁ ବିଦ୍ୟାଳୟ ସୁରକ୍ଷିତ ନୁହେଁ। ଶିକ୍ଷକମାନେ ମଧ୍ୟ ବିଶ୍ୱାସ ଯୋଗ୍ୟ ନୁହଁ। ମାନସିକ ଚାପ ଯୋଗୁ ସେ ଠିକଭାବେ ପଢ଼ିପାରିନଥିବା ଯୁବତୀ ଜଣକ ଚିଠିରେ ଲେଖିଛନ୍ତି। ତିନି ବର୍ଷ ପୂର୍ବେ ନାବାଳିକା ଜଣକ କ୍ଲାସ ୮ରେ ପଢ଼ୁଥିଲେ । ପୁଅ ଜଣକ ଏକାଦଶରେ ପଢ଼ୁଥିଲେ। ଉଭୟେ ଗୋଟିଏ ସ୍କୁଲରେ ଅଧ୍ୟୟନ କରୁଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇ ପରେ ଶାରୀରିକ ସମ୍ପର୍କର ରୂପ ନେଇଥିଲା। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିଲା। ଆଉ ନାବାଳିକା ଜଣକ ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story