ହେଲିକପ୍ଟର କ୍ରାଶ: ବେଙ୍ଗାଲୁରୁକୁ ଏୟାରଲିଫ୍ଟ ହେଲେ ଗ୍ରୁପ କ୍ୟାପ୍ଟେନ ବରୁଣ

ଚେନ୍ନେଇ: ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହଙ୍କୁ ୱେଲିଂଟନ ମିଲିଟାରୀ ହସ୍ପିଟାଲରୁ ଆଜି ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ଶରୀରର ୪୦% ଅଂଶ ପୋଡ଼ି ଯାଇଥିବା ବେଳେ ସେ ଲାଇଫ ସର୍ପୋଟ ସିଷ୍ଟମରେ ରହିଥିଲେ। ଏବେ ସେହି ଅବସ୍ଥାରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରୁପ କ୍ୟାପ୍ଟେନ ବରୁଣଙ୍କୁ ଆମ୍ବୁଲାନ୍ସ ଯୋଗେ ୱେଲିଂଟନ ହସ୍ପିଟାଲରୁ ସୁଲୁର ଏୟାରବେସ୍‌କୁ […]

Group-Cap

Group-Cap

Hemant Lenka
  • Published: Thursday, 09 December 2021
  • Updated: 09 December 2021, 05:35 PM IST

Sports

Latest News

ଚେନ୍ନେଇ: ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହଙ୍କୁ ୱେଲିଂଟନ ମିଲିଟାରୀ ହସ୍ପିଟାଲରୁ ଆଜି ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ଶରୀରର ୪୦% ଅଂଶ ପୋଡ଼ି ଯାଇଥିବା ବେଳେ ସେ ଲାଇଫ ସର୍ପୋଟ ସିଷ୍ଟମରେ ରହିଥିଲେ। ଏବେ ସେହି ଅବସ୍ଥାରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରୁପ କ୍ୟାପ୍ଟେନ ବରୁଣଙ୍କୁ ଆମ୍ବୁଲାନ୍ସ ଯୋଗେ ୱେଲିଂଟନ ହସ୍ପିଟାଲରୁ ସୁଲୁର ଏୟାରବେସ୍‌କୁ ଅଣାଯାଇଥିଲା। ସେଠାରୁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବେଙ୍ଗାଲୁରୁ ଅଣାଯାଇଛି। ବେଙ୍ଗାଲୁରୁରେ ଥିବା କମାଣ୍ଡ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ।

ବୁଧବାର ସିଡିଏସ୍‌ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ମୋଟ ୧୪ ଜଣ ସୁଲୁର ଏୟାରବେସ୍‌କୁ ୱେଲିଂଟନ ଯାଉଥିଲେ। ହେଲେ ଲ୍ୟାଣ୍ଡ କରିବାର ୭ ମିନିଟ ପୂର୍ବରୁ ହେଲିକପ୍ଟର କ୍ରାଶ କରି ଯାଇଥିଲା। ଏଥିରେ ସିଡିଏସଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ କ୍ୟାପ୍ଟେନ ବରୁଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସେଠାରୁ ତାଙ୍କୁ ୱେଲିଂଟନ ମିଲିଟାରୀ ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଗୋଟିଏ ଦିନର ଚିକିତ୍ସା ପରେ ଆଜି ତାଙ୍କୁ ବେଙ୍ଗାଲୁରୁ ପଠାଯାଇଛି। ବରୁଣ ସିଂହଙ୍କ ବାପା କର୍ଣ୍ଣେଲ(ଅବସରପ୍ରାପ୍ତ) କେପି ସିଂହ କହିଛନ୍ତି, ବରୁଣ ସିଂହଙ୍କୁ ବେଙ୍ଗାଲୁରୁ ପଠା ଯାଇଥିବା ବେଳେ ମୁଁ ୱେଲିଂଟନରେ ପହଞ୍ଚିଛି। ତାଙ୍କ ଅବସ୍ଥା ସମ୍ପର୍କରେ ସେ ଜାଣି ନାହାନ୍ତି। କିନ୍ତୁ ଅବସ୍ଥା ଗୁରୁତର ଥିଲେ ମଧ୍ୟ ସବୁ କିଛି ସ୍ଥିର ରହିଥିବା ସେ କହିଛନ୍ତି।

ଗ୍ରୁପ କ୍ୟାପ୍ଟେନ ବରୁଣଙ୍କ ବାପା ମା’ ତାଙ୍କ ସାନ ପୁଅ ତଥା ନୌସେନାର ଲେଫ୍ଟନାଣ୍ଟ କମାଣ୍ଡର ତନୁଜଙ୍କ ସହ ମୁମ୍ବାଇରେ ଥିବା ବେଳେ ହେଲିକପ୍ଟର କ୍ରାଶ ସମ୍ପର୍କରେ ଖବର ପାଇଥିଲେ। ଏହାପରେ କର୍ଣ୍ଣେଲ କେପି ସିଂହ ତୁରନ୍ତ ୱେଲିଂଟନ ଅଭିମୁଖେ ବାହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story