ଗୁଜରାଟରେ କେତେ ଲୋକ ପାଇଲେଣି କୋଭିଡ୍ ମୃତ୍ୟୁ ଜନିତ କ୍ଷତିପୂରଣ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଗୁଜରାଟରେ ୧୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ ଗ୍ରହଣ କରାଯାଇଛି। ମୃତକଙ୍କ ପରିବାରରୁ କ୍ଷତିପୂରଣ ନେଇ ତିଆରି ହୋଇଥିବା ତାଲିକାରେ ଏହା ଦର୍ଶାଯାଇଛି। ସୋମବାର ଏହି କ୍ଷତିପୂରଣ ତାଲିକା ସମ୍ପର୍କିତ ସତ୍ୟପାଠ ସୁପ୍ରିମକୋର୍ଟକୁ ପ୍ରଦାନ କରାଯାଇଛି। ଯେଉଁଥିରେ ରାଜ୍ୟ ସରକାର ଏହି ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଥିବା କୁହାଯାଇଛି। ଫଳରେ ଗ୍ରାମାଞ୍ଚଳରେ କୋଭିଡ୍ ମୃତକଙ୍କ ପରିବାର ଉପକୃତ ହୋଇପାରିବେ। ଗୁଜରାଟ ସରକାରଙ୍କ […]

Supreme Court

Supreme Court

Tapas Behera
  • Published: Monday, 13 December 2021
  • Updated: 13 December 2021, 07:29 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାରେ ଗୁଜରାଟରେ ୧୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ ଗ୍ରହଣ କରାଯାଇଛି। ମୃତକଙ୍କ ପରିବାରରୁ କ୍ଷତିପୂରଣ ନେଇ ତିଆରି ହୋଇଥିବା ତାଲିକାରେ ଏହା ଦର୍ଶାଯାଇଛି। ସୋମବାର ଏହି କ୍ଷତିପୂରଣ ତାଲିକା ସମ୍ପର୍କିତ ସତ୍ୟପାଠ ସୁପ୍ରିମକୋର୍ଟକୁ ପ୍ରଦାନ କରାଯାଇଛି।

ଯେଉଁଥିରେ ରାଜ୍ୟ ସରକାର ଏହି ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଥିବା କୁହାଯାଇଛି। ଫଳରେ ଗ୍ରାମାଞ୍ଚଳରେ କୋଭିଡ୍ ମୃତକଙ୍କ ପରିବାର ଉପକୃତ ହୋଇପାରିବେ। ଗୁଜରାଟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା  ରିପୋର୍ଟ ଅନୁଯାୟୀ, ଦେଶବ୍ୟାପୀ ଘଟିଥିବା  ମୃତ୍ୟୁ ହାରରୁ ଏଠାରେ  ୨ ପ୍ରତିଶତ  ଅଧିକ ରହିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯,୯୬୪ ଜଣଙ୍କୁ  କୋଭିଡ୍ କ୍ଷତିପୂରଣ ପ୍ରଦାନ କରାଯାଇଛି।  ପୂର୍ବରୁ ଏହି ସଂଖ୍ୟା ୧୦,୦୯୮ ଥିଲା। ଆଜିସୁଦ୍ଧା ଭାରତରେ କୋଭିଡ୍ ମୃତକଙ୍କ ସଂଖ୍ୟା ହେଉଛି ୪.୮୫ ଲକ୍ଷ।  କୋଭିଡ୍ ମୃତ୍ୟୁ ଜନିତ କ୍ଷତିପୂଣଣ ପାଇଁ ଗୁଜୁରାଟରେ ୩୪,୬୭୮ଟି ଆବେଦନ ଗ୍ରହଣ କରାଯାଇଛି। ସେଥିରୁ ଏଯାଏଁ ୧୯,୯୬୪ ମାମଲାରେ  କ୍ଷତିପୂରଣ ପ୍ରଦାନ କରାଯାଇଥିବା କୁହାଯାଇଛି। କୋଭିଡ୍ ଜନିତ କ୍ଷତିପୂରଣକୁ ନେଇ ଆଜି ସୁପ୍ରିମକୋଟରେ ମହାରାଷ୍ଟ୍ର ଏବଂ ଗୁଜରାଟ ପ୍ରସଙ୍କରେ ଶୁଣାଣି ହୋଇଥିଲା।

ତେବେ ବାକି ରାଜ୍ୟ ଗୁଡ଼ିକ ଏଯାଏଁ ସତ୍ୟପାଠ ଦାଖଲ କରିନାହାନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ।  କୋର୍ଟ କହିଥିଲେ ଯେ, ମହାରୀରେ ମାହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଥିଲା। ଉକ୍ତ ରାଜ୍ୟରେ ୮୭,୦୦୦ ମାମଲା ଆବେଦନ କରାଯାଥିବା ବେଳେ ମାତ୍ର  ୮,୦୦୦ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story