ସରକାରଙ୍କ ବଡ଼ ଘୋଷଣା: ବର୍ଷକୁ ମାଗଣାରେ ମିଳିବ ୨ଟି ଏଲପିଜି ସିଲିଣ୍ଡର

ଅହମଦାବାଦ: ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଆଜି ସରକାର ବଡ଼ ଘୋଷଣା କରିଛନ୍ତି। ଏଣିକି ଗୁଜରାଟବାସୀଙ୍କୁ ପ୍ରତି ବର୍ଷ ମାଗଣାରେ ଦୁଇଟି ଲେଖାଏ ଏଲପିଜି ସିଲିଣ୍ଡର ମିଳିବ। ପ୍ରତି ଘର ପିଛା ଏହି ନିୟମ ଲାଗୁ ହେବ। ଏ ସମ୍ପର୍କରେ ଗୁଜରାଟର ଶିକ୍ଷାମନ୍ତ୍ରୀ ଜିତୁ ବଘାନି ସୂଚନା ଦେଇଛନ୍ତି। ସରକାର ଆଜି ମାଗଣା ଗ୍ୟାସ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ମନ୍ତ୍ରୀ ଜିତୁ କହିଛନ୍ତି, ରାଜ୍ୟର ନାଗରିକ ଓ ଗୃହିଣୀ ୧୦୦୦ […]

LPG

LPG

Hemant Lenka
  • Published: Monday, 17 October 2022
  • Updated: 17 October 2022, 10:31 PM IST

Sports

Latest News

ଅହମଦାବାଦ: ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଆଜି ସରକାର ବଡ଼ ଘୋଷଣା କରିଛନ୍ତି। ଏଣିକି ଗୁଜରାଟବାସୀଙ୍କୁ ପ୍ରତି ବର୍ଷ ମାଗଣାରେ ଦୁଇଟି ଲେଖାଏ ଏଲପିଜି ସିଲିଣ୍ଡର ମିଳିବ। ପ୍ରତି ଘର ପିଛା ଏହି ନିୟମ ଲାଗୁ ହେବ। ଏ ସମ୍ପର୍କରେ ଗୁଜରାଟର ଶିକ୍ଷାମନ୍ତ୍ରୀ ଜିତୁ ବଘାନି ସୂଚନା ଦେଇଛନ୍ତି। ସରକାର ଆଜି ମାଗଣା ଗ୍ୟାସ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ମନ୍ତ୍ରୀ ଜିତୁ କହିଛନ୍ତି, ରାଜ୍ୟର ନାଗରିକ ଓ ଗୃହିଣୀ ୧୦୦୦ କୋଟିର ସହାୟତା ପାଇବେ। ଏନେଇ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଏହାସହ ରାଜ୍ୟ ସରକାର ପ୍ରତି ଘରକୁ ମାଗଣାରେ ବର୍ଷକୁ ୨ଟି ଲେଖାଏ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

୩୮ ଲକ୍ଷ ଗୃହିଣୀଙ୍କୁ ଲକ୍ଷ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ପାଇଁ ୬୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ଲୋକଙ୍କ ପକେଟକୁ ୧୭ଶହ କୋଟି ଟଙ୍କା ଯିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାର ସିଏନଜି ଓ ପିଏନଜି ଉପରେ ଲାଗୁ ହେଉଥିବା ଭ୍ୟାଟକୁ ମଧ୍ୟ ୧୦% ହ୍ରାସ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଯଦି ଆମେ ସିଏନଜି ଉପରେ ୧୦% ଭ୍ୟାଟ ହ୍ରାସ କରୁଛୁ, ଏହାର ଅର୍ଥ ଏହାର କେଜି ପିଛା ଦାମ ୬ରୁ ୭ ଟଙ୍କା ହ୍ରାସ ପାଇବ। ସେହିପରି ପିଏନଜି ଦାମ ମଧ୍ୟ ୫ ଟଙ୍କାରୁ ୫.୫୦ ଟଙ୍କା କମିବ।

ଏହା ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଦୀପାବଳି ଉପହାର। ଏହି ଘୋଷଣା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱାଳା ଯୋଜନାର ହିତାଧିମକାରୀଙ୍କୁ ବି ଫାଇଦା ଦେବ। ସେମାନଙ୍କ ଟଙ୍କା ସିଧାସଳଖ ଆକାଉଣ୍ଟରେ ଜମା ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story