ଟ୍ରେନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ, କ୍ଷତିପୂରଣ ଘୋଷଣା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଘଟିଥିବା ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ କେଉଁ କାରଣ ପାଇଁ ଗୌହାଟୀ-ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ପୂରା ଘଟଣାର ଉଚ୍ଚସ୍ତରୀୟ କମିଶନର ସ୍ତରୀୟ ତଦନ୍ତ ହେବ। ଘଟଣା ପରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଓ ରେଳବାଇ ବୋର୍ଡ ଡିଜି(ସୁରକ୍ଷା) ଦିଲ୍ଲୀରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଛନ୍ତି। ଏଥିସହ ମୃତାହତଙ୍କ ପାଇଁ କ୍ଷତିପୂରଣ ମଧ୍ୟ ଘୋଷଣା କରାଯାଇଛି। ସରକାର ମୃତକଙ୍କ ପରିବାର ବର୍ଗଙ୍କ ପାଇଁ […]

Train

Train

Hemant Lenka
  • Published: Thursday, 13 January 2022
  • Updated: 13 January 2022, 07:14 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଘଟିଥିବା ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ କେଉଁ କାରଣ ପାଇଁ ଗୌହାଟୀ-ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ପୂରା ଘଟଣାର ଉଚ୍ଚସ୍ତରୀୟ କମିଶନର ସ୍ତରୀୟ ତଦନ୍ତ ହେବ। ଘଟଣା ପରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଓ ରେଳବାଇ ବୋର୍ଡ ଡିଜି(ସୁରକ୍ଷା) ଦିଲ୍ଲୀରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଛନ୍ତି।

Photos: Guwahati-Bikaner Express Derails In Bengal's Jalpaiguri

ଏଥିସହ ମୃତାହତଙ୍କ ପାଇଁ କ୍ଷତିପୂରଣ ମଧ୍ୟ ଘୋଷଣା କରାଯାଇଛି। ସରକାର ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଲେଖାଏ ଟଙ୍କା ଲେଖାଏ ମିଳିବ।

4ft7oqj

ମିଳିଥିବା ସୂଚନା ଅନୁଯାୟୀ, ବିକାନେରରୁ ଗୌହାଟୀ ଯାଉଥିବା ଆଜି ସନ୍ଧ୍ୟା ୫ଟାରେ ଏହି ଏକ୍ସପ୍ରେସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଅଘଟଣ ଘଟିଛି। ପଶ୍ଚିମବଙ୍ଗର ନୂଆ ଦୋମୋହାଣି ଓ ନୂଆ ମାୟାନଗୁଡ଼ି ରେଳ ଷ୍ଟେସନ ମଧ୍ୟରେ ଟ୍ରେନର ୧୨ଟି ବଗି ଲାଇନ ଚ୍ୟୁତ ହୋଇ ଯାଇଥିଲା। ୪ଟି ବଗି ସଂପୂର୍ଣ୍ଣ ଭାବେ ଓଲି ପଡ଼ିଥିବା ବେଳେ ବାକି ୮ଟି ବଗି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

qj32irn

ଏହି ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଓଲଟି ପଡ଼ିଥିବା ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା କୁହାଯାଉଛି।

pkevolm

ପୁଲିସ୍, ଉଦ୍ଧାରକାରୀ ଦଳ, ରେଳ ବାଇ କର୍ମଚାରୀ ଓ ସ୍ଥାନୀୟ ଲୋକ ମିଳିତ ଭାବେ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଯାତ୍ରୀମାନଙ୍କୁ ବାହାର କରି ହସ୍ପିଟାଲ ପଠାଉଥିବା ଦେଖିବାକୁ ମିଳୁଛି। ନୂଆ ଜଲପାଇଗୁଡ଼ି ଓ ନୂଆ ଅଲୀପୁରଦୂଆରରୁ ଉଦ୍ଧାରକାରୀ ଟ୍ରେନ ଘଟଣାସ୍ଥଳକୁ ପଠାଯାଇଛି। ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ ଟିମ୍‌ ମଧ୍ୟ ନିୟୋଜିତ ହୋଇଛନ୍ତି।

qlimcbdg

ପ୍ରଥମେ ଯାତ୍ରୀମାନେ ବଡ଼ଧରଣର ଝଟକା ଅନୁଭବ କରିଥିଲେ। ଏହାପରେ ଇଞ୍ଜିନ ପାଖରୁ ୪ଟି ବଗି ଓଲଟି ପଡ଼ିଥିଲା। ସେହିପରି ଆଉ ୮ଟି ବଗି ମଧ୍ୟ ଲାଇନଚ୍ୟୁତ ହୋଇଥିଲା। ଗୋଟିଏ ବଗି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଭିଡିଓ ସାମ୍ନାକୁ ଆସିଛି।
ଉଦ୍ଧାର ଓ ସହାୟତା ପାଇଁ ରେଳ ବାଇ ପକ୍ଷରୁ 03612731622, 03612731623 ନମ୍ବର ଜାରି କରାଯାଇଛି।

cjth7j0o

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story