ଏଣିକି ମଦ ପିଇବା ପାଇଁ ବୟସ ଖସିଲା, ଆଗରୁ ଥିଲା ୨୫

ଚଣ୍ଡିଗଡ଼: ଏଣିକି ମଦ ପିଇବା ପାଇଁ ବୟସ ଖସିଲା। ପୂର୍ବରୁ ମଦ୍ୟପାନ ପାଇଁ ଆଇନଗତ ଭାବେ ୨୫ ଥିଲା ବେଳେ ଏବେ ଏହାକୁ ୨୧କୁ ଖସାଇ ଦିଆଯାଇଛି। ହରିୟାଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ହରିୟଣା ସରକାର ବୁଧବାର ରାଜ୍ୟର ଅବକାରୀ ଆଇନର ସଂଶୋଧନ କରିଛନ୍ତି। ମଦ କିଣିବା, ବିକିବା ଏବଂ ପିଇବାକୁ ନେଇ ଏହି ଆଇନରେ ସଂଶୋଧନ କରାଯାଇଛି। ହରିୟାଣା ବିଧାନ ସଭାରେ  ଅବକାରୀ(ସଂଶୋଧନ) ବିଲ-୨୦୨୧ ବିଧାନସଭାରେ ପାସ ହୋଇଛି। ପୂର୍ବରୁ ଏହା୨୫ ବର୍ଷ […]

WINE SHOP

WINE SHOP

Tapas Behera
  • Published: Thursday, 23 December 2021
  • Updated: 23 December 2021, 08:23 AM IST

Sports

Latest News

ଚଣ୍ଡିଗଡ଼: ଏଣିକି ମଦ ପିଇବା ପାଇଁ ବୟସ ଖସିଲା। ପୂର୍ବରୁ ମଦ୍ୟପାନ ପାଇଁ ଆଇନଗତ ଭାବେ ୨୫ ଥିଲା ବେଳେ ଏବେ ଏହାକୁ ୨୧କୁ ଖସାଇ ଦିଆଯାଇଛି। ହରିୟାଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ହରିୟଣା ସରକାର ବୁଧବାର ରାଜ୍ୟର ଅବକାରୀ ଆଇନର ସଂଶୋଧନ କରିଛନ୍ତି। ମଦ କିଣିବା, ବିକିବା ଏବଂ ପିଇବାକୁ ନେଇ ଏହି ଆଇନରେ ସଂଶୋଧନ କରାଯାଇଛି। ହରିୟାଣା ବିଧାନ ସଭାରେ  ଅବକାରୀ(ସଂଶୋଧନ) ବିଲ-୨୦୨୧ ବିଧାନସଭାରେ ପାସ ହୋଇଛି।

ପୂର୍ବରୁ ଏହା୨୫ ବର୍ଷ ଧାର୍ଯ୍ୟ ଥିଲା ବେଳେ ଏହାକୁ ଖସାଇ ୨୧ କରାଯାଇଛି। ଅର୍ଥାତ ଜଣକୁ ୨୧ ବର୍ଷ ହେଲେ ସେ ମଦ କିଣି ପିଇ ପାରିବେ। ଏହା ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ମଦ୍ୟପାନ ନେଇ ବୟସ ସୀମା ୨୫ରୁ ୨୧କୁ ହ୍ରାସ କରିଥିଲେ। ନୂଆ ଆଇନରେ କୁହାଯାଛି ଯେ, ଅବକାରୀ ଆକ୍ଟ ଲାଗୁ ହେବା ପରଠାରୁ  ଲୋକଙ୍କର ସାମାଜିକ ଏବଂ ଅର୍ଥନୈତିକ ଅବସ୍ଥା ଦ୍ରୁତଗତିରେ ବଦଳୁଛି।

ତେଣୁ ସାମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରି ଏହି ନିଷ୍ପତ୍ତି ନିଆଯାଇଛି ।  ବିଧାନସଭାରେ ହରିୟାଣା ଡେପୁଟି ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଏହି ବିଲ ଉପସ୍ଥାପନ କରିଥିଲେ। ସେଥିରେ କୁହାଯାଛି ଯେ, ଲୋକମାନେ ବର୍ତ୍ତମାନ ଅଧିକ ଶିକ୍ଷିତ ଓ ଚିନ୍ତାଧାରାରେ ପରିପକ୍ୱ ହେଲେଣି। ସଭ୍ୟତାର ଉନ୍ନତି ହେବା ସହ ସମୟ ସହ ତାଳ ଦେଇ ଲୋକଙ୍କ ଚାଲିଚଳଣରେ ପରିବର୍ତ୍ତନ ଆସିଛି। ତେଣୁ ମଦ୍ୟପାନ ପାଇଁ ସେମାନେ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେଇପାରିବେ।  ସେହିପରି ବିଭିନ୍ନ ରାଜ୍ୟରେ ମଦ୍ୟପାନକୁ ନେଇ ବୟସସୀମା ହ୍ରାସ କରାଯାଇଥିବାରୁ ହରିୟାଣାରେ ପରିବର୍ତ୍ତିତ ନିୟମ ଲାଗୁ ପାଇଁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏଥିସହ ହରିୟାଣା ବିଧାନ ସଭାରେ ବୁଧବାର ଅବକାରୀ ଆଇନ ସମେତ ୬ଟି ବିଲ ପାରିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story