ଡରାଇଲା କରୋନା: କାଲିଠାରୁ ସନ୍ଧ୍ୟା ୬ରୁ ବନ୍ଦ ହେବ ସବୁ ଦୋକାନ

ଚଣ୍ଡିଗଡ଼: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ହରିଆଣା ସରକାର ବଡ଼ ପଦକ୍ଷେ ନେଇଛନ୍ତି। ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଆସନ୍ତାକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ଦୋକାନ ସନ୍ଧ୍ୟା ୬ଟାରୁ ବନ୍ଦ ହେବ। ସେହିପରି ଅଣଅତ୍ୟାବଶ୍ୟକ ଏକତ୍ରୀକରଣ ଉପରେ ମଧ୍ୟ ସରକାର ବ୍ୟାନ ଲଗାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଆସନ୍ତାକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ଦୋକାନା ସନ୍ଧ୍ୟା ୬ଟା ପରଠୁ ବନ୍ଦ […]

Lockdown

Lockdown

Hemant Lenka
  • Published: Thursday, 22 April 2021
  • Updated: 22 April 2021, 06:34 PM IST

Sports

Latest News

ଚଣ୍ଡିଗଡ଼: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ହରିଆଣା ସରକାର ବଡ଼ ପଦକ୍ଷେ ନେଇଛନ୍ତି। ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଆସନ୍ତାକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ଦୋକାନ ସନ୍ଧ୍ୟା ୬ଟାରୁ ବନ୍ଦ ହେବ। ସେହିପରି ଅଣଅତ୍ୟାବଶ୍ୟକ ଏକତ୍ରୀକରଣ ଉପରେ ମଧ୍ୟ ସରକାର ବ୍ୟାନ ଲଗାଇଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଆସନ୍ତାକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ଦୋକାନା ସନ୍ଧ୍ୟା ୬ଟା ପରଠୁ ବନ୍ଦ ରହିବ। ସମସ୍ତ ଅଣଅତ୍ୟାବଶ୍ୟକ ସମାବେଶ ଉପରେ ବ୍ୟାନ ଲାଗିଛି। ଯଦି କେହି କୌଣସି କାର୍ଯ୍ୟକ୍ରମ କରୁଛି, ତା’ହେଲେ ଏଥିପାଇଁ ସ୍ଥାନୀୟ ଏସଡିଏମଙ୍କ ଠାରୁ ଆଗୁଆ ଅନୁମତି ଆଣିବାକୁ ପଡ଼ିବ। ତେବେ ଧାର୍ଯ୍ୟ କ୍ଷମତାରୁ ଅଧିକ ଲୋକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ।”

ବନ୍ଦ କଠୋରୀରେ ହେଉଥିବା କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ଓ ଖୋଲା ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ୨୦୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ପୂର୍ବରୁ ସରକାର କହି ସାରିଛନ୍ତି।

ଗତକିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହି କାରଣରୁ ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ମେ’ ୩୧ ଯାଏ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ।

ସୂଚନାଯୋଗ୍ୟ, ବୁଧବାର ରାଜ୍ୟରେ ୯,୬୨୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩.୮୧ ଲକ୍ଷରେ ପହଞ୍ଚି ଯାଇଛି। ଦିଲ୍ଲୀ ନିକଟରେ ଥିବା ହରିଆଣାର ଗୁରୁଗ୍ରାମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story