ଲାଲୁଙ୍କ ପୁଅ ତେଜସ୍ୱୀଙ୍କ ନିର୍ବନ୍ଧସ୍ଥଳକୁ ଜଗିଛନ୍ତି ମାଳ ମାଳ ବାଉନ୍ସର  

ନୂଆଦିଲ୍ଲୀ: ହାତରୁ ଦିହାତ ହେବେ ତେଜସ୍ୱୀ ଯାଦବ। ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କର ଆଜି ଦିଲ୍ଲୀରେ ନିର୍ବନ୍ଧ ହେଉଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି ହୋଇଛି।  ଦିଲ୍ଲୀର ସୈନିକ ଫାର୍ମରେ ନିର୍ବନ୍ଧ ଆୟୋଜନ ହେଉଛି । ତେବେ ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆୟୋଜନସ୍ଥଳ ତଥା ସୈନିକ ଫାର୍ମ ବାହାରେ ଏକାଧିକ ବାଉନ୍ସର ଜଗିଥିବା ଲକ୍ଷ୍ୟ କରାଯାଇଛି। କେବଳ ନିମନ୍ତ୍ରଣ ଅତିଥିମାନଙ୍କୁ ନିର୍ବନ୍ଧସ୍ଥଳକୁ ବାଉନ୍ସରମାନେ ପ୍ରବେଶ ପାଇଁ ଅନୁମତି ଦେଉଛନ୍ତି। […]

Tejashwi-yadav

Tejashwi-yadav

Tapas Behera
  • Published: Thursday, 09 December 2021
  • Updated: 09 December 2021, 02:52 PM IST

Sports

Latest News

ନୂଆଦିଲ୍ଲୀ: ହାତରୁ ଦିହାତ ହେବେ ତେଜସ୍ୱୀ ଯାଦବ। ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କର ଆଜି ଦିଲ୍ଲୀରେ ନିର୍ବନ୍ଧ ହେଉଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି ହୋଇଛି।  ଦିଲ୍ଲୀର ସୈନିକ ଫାର୍ମରେ ନିର୍ବନ୍ଧ ଆୟୋଜନ ହେଉଛି ।

ତେବେ ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆୟୋଜନସ୍ଥଳ ତଥା ସୈନିକ ଫାର୍ମ ବାହାରେ ଏକାଧିକ ବାଉନ୍ସର ଜଗିଥିବା ଲକ୍ଷ୍ୟ କରାଯାଇଛି। କେବଳ ନିମନ୍ତ୍ରଣ ଅତିଥିମାନଙ୍କୁ ନିର୍ବନ୍ଧସ୍ଥଳକୁ ବାଉନ୍ସରମାନେ ପ୍ରବେଶ ପାଇଁ ଅନୁମତି ଦେଉଛନ୍ତି। ନିକଟ ସମ୍ପର୍କୀୟଙ୍କ ସମେତ କେବଳ ୫୦ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ଏଠାକୁ ତେଜସ୍ୱୀଙ୍କ ପରିବାର ଲୋକଙ୍କ ଆଗମନ ଆରମ୍ଭ ହୋଇଛି। ଲାଲୁ ଯାଦବଙ୍କ ଝିଅ ତଥା  ମିସ୍ ଭାରତୀ ଆଜି ଅପରାହ୍ନରେ ନିର୍ବନ୍ଧସ୍ଥଳରେ ପହଞ୍ଚିବେ। ଆଗରୁ ତେଜସ୍ୱୀ ଯାଦବଙ୍କ ବାପା ଲାଲୁ ପ୍ରସାଦ ଯାଦବ ଓ ମା’ ରାବିଡ଼ି ଦେବୀ ପହଞ୍ଚି ସାରିଛନ୍ତି। ଲାଲୁଙ୍କର ୮ ଜଣ ସନ୍ତାନସନ୍ତିତି ମଧ୍ୟରେ ତେଜସ୍ୱୀ ହେଉଛନ୍ତି  ସବୁ଼ଠାରୁ  ସାନ ପୁଅ। ବିହାର ବିଧାନସଭାରେ ତେଜସ୍ୱୀ ଆରଜେଡି ତରଫରୁ ବର୍ତ୍ତମାନ ବିରୋଧୀ ଦଳ ନେତା ଅଛନ୍ତି। ରଘୁପୁର ଆସନରୁ ବିଧାୟକ ଥିବା  ତେଜସ୍ୱୀ ୨୦୧୫ରୁ ୧୦୧୭ ମଧ୍ୟରେ ବିହାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story