ମୁଁ ୨୦ ବର୍ଷର ବିଧାୟକ... ଚିରି ଦେବି

ହାଇଦ୍ରାବାଦ: ବିଧାୟକଙ୍କ ବିରୋଧରେ ଜଣେ ଯୁବକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସର୍ବସାଧାରଣରେ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏମିତି ଅଭିଯୋଗ ହାଇଦ୍ରବାବାଦରୁ ଆସିଛି। ଚାର୍ମିନାର ବିଧାୟକ ମମତାଜ ଅହମ୍ମଦ ଖାନଙ୍କୁ ସମ୍ମାନ ନ ଜଣାଇବାରୁ ସେ ସମ୍ପୃକ୍ତ ଯୁବକଙ୍କୁ ସର୍ବସାଧାରଣରେ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ଦୃଶ୍ୟ ନିକଟରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି।  ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜ […]

Election

Election

Tapas Behera
  • Published: Sunday, 12 December 2021
  • Updated: 12 December 2021, 04:28 PM IST

Sports

Latest News

ହାଇଦ୍ରାବାଦ: ବିଧାୟକଙ୍କ ବିରୋଧରେ ଜଣେ ଯୁବକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସର୍ବସାଧାରଣରେ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏମିତି ଅଭିଯୋଗ ହାଇଦ୍ରବାବାଦରୁ ଆସିଛି। ଚାର୍ମିନାର ବିଧାୟକ ମମତାଜ ଅହମ୍ମଦ ଖାନଙ୍କୁ ସମ୍ମାନ ନ ଜଣାଇବାରୁ ସେ ସମ୍ପୃକ୍ତ ଯୁବକଙ୍କୁ ସର୍ବସାଧାରଣରେ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ଦୃଶ୍ୟ ନିକଟରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି।  ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜ କରିଛି।  ଏଆଇଏମ୍ଆଇଏମ୍ ବିଧାୟକ ଏପର୍ଯ୍ୟନ୍ତ ଅଭିଯୋଗର ଜବାବ ଦେଇନାହାଁନ୍ତି। ଅଭିଯୋଗକାରୀ ଗୁଲାମ ଘୋଷ ଜିଲାନି ଗଣମାଧ୍ୟମକୁ କହିଛନ୍ତି ଯେ, ମମତାଜ ଅହମ୍ମଦ ଖାନ ହେଉଛନ୍ତି ତାଙ୍କ ପଡ଼ୋଶୀ।

ପୂର୍ବ ବିବାଦକୁ ନେଇ ଜିଲାନି କହିଛନ୍ତି ସେ ଗତ ମଧ୍ୟରାତ୍ରିରେ ଚାର୍ମିନାର ବସ୍‌ ଷ୍ଟପରେ ସେ ବସିଥିଲେ। ଏହି ସମୟରେ ବିଧାୟକ ଖାନ୍ ତାଙ୍କର ସୁରକ୍ଷା କର୍ମୀଙ୍କ ସହ ଆସି ତାଙ୍କୁ ମାଡ଼ ମାରିଥିଲେ। ସଲାମ ନକହିବାରୁ ସେ ତାଙ୍କୁ ମାଡ଼ ମାରିଥିଲେ ବୋଲି ବିଧାୟକ କହିଥିଲେ। ମୁଁ କାହିଁକି ସଲାମ ଜଣାଇବି ବୋଲି  ମମତାଜ ଅହମ୍ମଦ ଖାନ ପ୍ରଶ୍ନ କରିଛନ୍ତି। ଜିଲାନିଙ୍କ କହିବା ଅନୁଯାୟୀ ବିଧାୟକ ଜଣକ ୨୦ ବର୍ଷର ବିଧାୟକ ବୋଲି ତାଙ୍କୁ ଧମକ ଦେଇଥିଲେ। ସେ ମୋତେ ଚିରି ଦେବାକୁ ଧମକ ଦେଥିଲେ। ବିଧାୟକଙ୍କ ସହ ଆସିଥିବା ତାଙ୍କ ସମ୍ପର୍କୀୟ ମଧ୍ୟ ଗୁଳି ମାରି ଉଡ଼ାଇ ଦେବାକୁ ଧମକ ଦେଇଥିଲେ।

ଜଲାନୀ କହିଛନ୍ତି ଯେ ସେ ପୂର୍ବରୁ ବିଧାୟକଙ୍କ ବିରୋଧରେ ଅଭିଯୋଗ ନେଇ ଏଆଇଏମ୍ଆଇଏମ୍ ସଭାପତି ତଥା ହାଇଦ୍ରାବାଦ ସାଂସଦ ଆସାଦୁଦ୍ଦିନ ୱଏସିଙ୍କ ନିକଟକୁ ଯାଇଥିଲେ। ସେ କହିଛନ୍ତି, "ମୁଁ ଚୁପ୍ ରହିଥିଲି କାରଣ ଆସାଦୁଦ୍ଦିନ ୱଏସି ମତେ ଧର୍ଯ୍ୟଧରିବାକୁ ପରାମର୍ଶ ଦେଇଥିଲେ।  ସମ୍ପୃକ୍ତ ବିଧାୟକଙ୍କୁ ଦଳରୁ ବହିସ୍କାର କରିବାକୁ ସେ ଅନୁରୋଧ କରିଥିଲେ।

ସେ କହିଛନ୍ତି ଯେ ସେ ଭଗବାନ ନୁହଁନ୍ତି ଯେ ତାଙ୍କୁ ସର୍ବଦା ସମ୍ମାନ ଦିଆଯିବ।

ଅଭିଯୋଗକାରୀ କହିଛନ୍ତି ଯେ, ସେ ଜାଣନ୍ତି ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ମୁଁ ତାଙ୍କର ପ୍ରଭାବ ବିଷୟରେ  ଜାଣିଛି। ସେ ଯାହା କରିପାରିବେ ତାହା କରନ୍ତୁ। ମୁଁ ଯାହା କରିପାରିବି ତାହା କରିବି ବୋଲି ଶୁଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story