ଗ୍ୟାଙ୍ଗରେପ୍‌ ପରେ ବିଷ ପିଇଦେଲେ ଦୁଇ ଲଭବାର୍ଡ଼

ହାଇଦ୍ରାବାଦ: ହାଇଦ୍ରାବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗ୍ୟାଙ୍ଗରେପ୍‌ ପରେ ଜଣେ ଯୁବତୀ ଆତ୍ମହତ୍ୟା  ଉଦ୍ୟମ କରିଛନ୍ତି। ଏହି ନିଷ୍ପତ୍ତିରେ ତାଙ୍କ ପ୍ରେମିକ ମଧ୍ୟ ସହଯାତ୍ରୀ ହୋଇଛନ୍ତି। ବ୍ଲାକମେଲିଂର ଶିକାର ହୋଇ ଦୁଇ ପ୍ରେମପକ୍ଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରକୀୟା ପ୍ରେମର ପର୍ଦ୍ଦାଫାଶ କରିବାକୁ ଧମକ ଦେଇ ସମ୍ପୃକ୍ତ ଯୁବତୀଙ୍କୁ ଗଣଧର୍ଷଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ଡିସେମ୍ବର ୧୩ ତାରିଖରେ ହାଇଦ୍ରାବାଦର ଏସଆର […]

lover

lover

Tapas Behera
  • Published: Monday, 20 December 2021
  • Updated: 20 December 2021, 01:33 PM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗ୍ୟାଙ୍ଗରେପ୍‌ ପରେ ଜଣେ ଯୁବତୀ ଆତ୍ମହତ୍ୟା  ଉଦ୍ୟମ କରିଛନ୍ତି। ଏହି ନିଷ୍ପତ୍ତିରେ ତାଙ୍କ ପ୍ରେମିକ ମଧ୍ୟ ସହଯାତ୍ରୀ ହୋଇଛନ୍ତି। ବ୍ଲାକମେଲିଂର ଶିକାର ହୋଇ ଦୁଇ ପ୍ରେମପକ୍ଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରକୀୟା ପ୍ରେମର ପର୍ଦ୍ଦାଫାଶ କରିବାକୁ ଧମକ ଦେଇ ସମ୍ପୃକ୍ତ ଯୁବତୀଙ୍କୁ ଗଣଧର୍ଷଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗତ ଡିସେମ୍ବର ୧୩ ତାରିଖରେ ହାଇଦ୍ରାବାଦର ଏସଆର ନଗରରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ଡିସେମ୍ବର ୧୭ରେ  ଘଟଣା ବିଷୟରେ ପୁଲିସରେ ଅଭିଯୋଗ ହୋଇଥିଳା । ଅଭିଯୁକ୍ତମାନେ ସମ୍ପୃକ୍ତ ମହିଳାଳଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ମହିଳା ଜଣକ ଏଠାରେ ଶ୍ରମିକଭାବେ କାମ ଧନ୍ଦା କରି ଚଳନ୍ତି।  ମହିଳା ଜଣକ ବିବାହିତ ହୋଇଥିବା ବେଳେ ଜଣେ ସହକର୍ମୀଙ୍କ ସହ ପ୍ରେମ ହୋଇଯାଇଥିଲା। ତେବେ ଉଭୟଙ୍କ ମିଳାମିଶା ଦେଖି ସମ୍ପୃକ୍ତ ଦୁଇ ଜଣ ପଡ଼ୋଶୀ ବ୍ଲାକମେଲିଂ କରିଥିଲେ।

ଉଭୟଙ୍କ ସମ୍ପର୍କ ବିଷୟରେ ପ୍ରଘଟ କରିବା ପାଇଁ ଧମକ ଦେଇଥିଲେ। ତେବେ ମହିଳା ଜଣକ ଏପରି ନକରିବାକୁ ଅନୁରୋଧ କରିଥିଲେ। ପରେ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ବ୍ଲାକମେଲିଂ କରି ଗଣଧର୍ଷ କରିଥିଲେ। ଏହି ଘଟଣାରେ ଉଭୟ ପ୍ରେମି-ପ୍ରେମିକା ମାନସିକ ଭାରସାମ୍ୟ ହରାଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟେ କୀଟନାଶକ ଔଷଧ ପିଇ ଦେଇଥିଲେ ।

ଏହା ପୂର୍ବରୁ ଯୁବକ ଜଣକ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପରିବାକର ଲୋକଙ୍କୁ ଜଣାଥିଲେ। ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବାରୁ ଶୁକ୍ରବାର ମହିଳାଙ୍କ ବୟାନ ରେକର୍ଡ଼ କରିଥିଲା ପୁଲିସ । ଯୁବତୀ ଜଣକ ଉପରୋକ୍ତ ଘଟଣା ବିଷୟରେ କହିଥିଲେ। ପୁଲିସ ମାମଲା ରୁଜୁ କରି  ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story