ବିଜେପିର ବିଧାୟକ, ଟିଏମସି ନେତା: ଦୁଇଟି ଦଳରେ ଅଛନ୍ତି ମୁକୁଲ ରୟ

କୋଲକାତା: ଭାରତୀୟ ରାଜନୀତି ଇତିହାସରେ ବିରଳ। ଜଣେ ନେତାଙ୍କର ଦୁଇଟା ଦଳ । ନିଜକୁ ତ୍ରୁଣମୂଳ କଂଗ୍ରେସ(ଟିଏମସି )ନେତା ବୋଲି ଘୋଷଣା କଲେ। କିନ୍ତୁ ସେ ବିଜେପି ଛାଡ଼ିନାହାନ୍ତି। କଥାଟା ଅଡ଼ୁଆ ଲାଗୁଥିଲେ ବି ରାଜନୀତିରେ ସବୁ ସମ୍ଭବ। ଆଉ ଏଭଳି ଜଣେ ଅଦ୍ଭୁତ ରାଜନୈତିକ ଚରିତ୍ର ହେଉଛନ୍ତି ଟିଏମସି ନେତା ମୁକୁଲ ରୟ। ଯଦିଓ ସେ ବିଜେପି ଛାଡ଼ି ଟିମସିରେ ଯୋଗ ଦେଇଛନ୍ତି, କିନ୍ତୁ ଅଫିସିଆଲ ଭାବେ ତାଙ୍କ ପରିଚୟରୁ ବିଜେପି ଟ୍ୟାଗ ହଟି ନାହିଁ। […]

Mukul-Ray

Mukul-Ray

Tapas Behera
  • Published: Friday, 29 April 2022
  • Updated: 29 April 2022, 01:10 PM IST

Sports

Latest News

କୋଲକାତା: ଭାରତୀୟ ରାଜନୀତି ଇତିହାସରେ ବିରଳ। ଜଣେ ନେତାଙ୍କର ଦୁଇଟା ଦଳ । ନିଜକୁ ତ୍ରୁଣମୂଳ କଂଗ୍ରେସ(ଟିଏମସି )ନେତା ବୋଲି ଘୋଷଣା କଲେ। କିନ୍ତୁ ସେ ବିଜେପି ଛାଡ଼ିନାହାନ୍ତି। କଥାଟା ଅଡ଼ୁଆ ଲାଗୁଥିଲେ ବି ରାଜନୀତିରେ ସବୁ ସମ୍ଭବ। ଆଉ ଏଭଳି ଜଣେ ଅଦ୍ଭୁତ ରାଜନୈତିକ ଚରିତ୍ର ହେଉଛନ୍ତି ଟିଏମସି ନେତା ମୁକୁଲ ରୟ। ଯଦିଓ ସେ ବିଜେପି ଛାଡ଼ି ଟିମସିରେ ଯୋଗ ଦେଇଛନ୍ତି, କିନ୍ତୁ ଅଫିସିଆଲ ଭାବେ ତାଙ୍କ ପରିଚୟରୁ ବିଜେପି ଟ୍ୟାଗ ହଟି ନାହିଁ। ବିଧାନସଭାରେ ସେ ଏବେବି ବିଜେପି ବିଧାୟକ ବୋଲି କହିଛନ୍ତି ମୁକୁଲ ରୟ। ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତିଙ୍କୁ ଅବଗତ କରି ମୁକୁଲ କହିଛନ୍ତି ଯେ, ସେ ଏବେବି ବିଜେପି ସହିତ ଜଡ଼ିତ ଅଛନ୍ତି। ଟିଏମସିରେ ଯୋଗ ଦେଇ ନାହାନ୍ତି।

୨୦୨୧ ନିର୍ବାଚନରେ ମୁକୁଲ ରୟ ନଦିଆ ଜିଲ୍ଲାର କ୍ରିଶ ନଗରରୁ ବିଜେପି ଟିକେଟରୁ ବିଧାୟକ ଭାବେ ନିବାଚିତ ହୋଥିଲେ ସେ । କିନ୍ତୁ ୨୦୨୧ ଜୁନ ମାସରେ ସେ ବିଜେପି ଛାଡ଼ି ଶାସକ ଟିଏମସି ଶିବିରକୁ ଫେରିଥିଲେ। ମୁଖ୍ୟୃମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତରେ ସେ ଟିଏମସିରେ ମିଶିଥିଲେ। କିନ୍ତୁ ବିରୋଧୀ ଦଳର ବିଧାୟକ ଭାବେ ବାଚସ୍ପତି ତାଙ୍କୁ ପବ୍ଲିକ ଆକାଉଣ୍ଟସ୍‌ କମିଟି(ପିଏସି)ରେ ଅଧ୍ୟକ୍ଷ ଭାବେ ମନୋନିତ କରିଥିଲେ।  ପରମ୍ପରା ଅନୁଯାୟୀ ଏହି କମିଟିର ଅଧ୍ୟକ୍ଷ ପଦବୀ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରାଯାଇ ଥାଏ। ତେବେ ଏହି ନିଯୁକ୍ତିକୁ ବିଜେପି ବିରୋଧ କରି ତାଙ୍କ ସଭ୍ୟପଦ ରଦ୍ଦ ପାଇଁ ଦାବି କରିଥିଲା।

ଏ ସମ୍ପର୍କରେ ଗତକାଲି ବିଧାନସଭା ବାଚସ୍ପତିଙ୍କ ଇଜିଲାସରେ ଶୁଣାଣି ହୋଇଥିଲା। ଏହି ଶୁଣାଣି ବେଳେ ମୁକୁଳ ରୟଙ୍କ ଓକିଲ ହାଜର ହୋଇ କହିଛନ୍ତି ଯେ, ତାଙ୍କ ମହକିଲ ମୁକୁଲ ରୟ ଗତ ବର୍ଷ ଜୁନ ମାସରେ ସୌଜନ୍ୟତା ଦୃଷ୍ଟିରୁ ଟିଏମସି ଅଫିସକୁ ପରିଦର୍ଶନ ପାଇଁ ଯାଇଥିଲେ। ସେ ଏବେବି ବିଜେପି ସହ ଥିବା ତାଙ୍କ ମହକିଲ କହିଛନ୍ତି ।  ଗତ ଜାନୁଆରୀ ୧୯ତାରିଖରେ ମୁକୁଲ ରୟରଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଧାନ ସଭାରେ ଆବେଦନ ହୋଇଥିଲା। ହେଲେ ଏହାକୁ ଖାରଜ କରି ଦେଇଥିଲେ ବାଚସ୍ପତି। ପରେ ବାଚସ୍ପତିଙ୍କ ରାୟ ବିରୋଧରେ ବିଜେପି କୋଲକାତା ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story