‘ଫାଇନ୍ ଦେଇପାରିବିନି, ମଙ୍ଗଳସୂତ୍ର ନିଅ’

ବେଙ୍ଗାଲୁରୁ:  କର୍ଣ୍ଣାଟକର ବେଲଗଭି ଜିଲ୍ଲାର ଜଣେ ୩୦ ବର୍ଷୀୟ ମହିଳା ଟ୍ରାଫିକ ଉଲ୍ଲଂଘନ ପାଇଁ ଜୋରିମାନା ଦେବାକୁ ଯାଇ ‘ମଙ୍ଗଳସୁତ୍ର’ ଟ୍ରାଫିକ୍ ପୁଲିସକୁ ଦେଇଥିଲେ। କାରଣ ତାଙ୍କ ପାଖରେ ଟଙ୍କା ନଥିଲା। ପୁଲିସ୍ ସହିତ ଯୁକ୍ତିତର୍କ ପରେ ବିବାଦର ସମାଧାନ ହୋଇଥିବା ଜଣାପଡ଼ିଛି। ଭାରତୀ ବିଭୋତି ନାମକ ମହିଳା ଏକ କୋଟ କିଣିବା ପାଇଁ ସ୍ୱାମୀଙ୍କ ସହ ଗାଡ଼ିରେ ବଜାରକୁ ଯାଇଥିଲେ। ଦମ୍ପତିଙ୍କ ପାଖରେ ୧,୮୦୦ ଟଙ୍କା ଥିଲା। ୧,୭୦୦ ଟଙ୍କାରେ କୋଟ କିଣିଥିଲେ। ବାକି ଟଙ୍କାରେ […]

women-who-hand-over-her-man

women-who-hand-over-her-man

Subhransu Sekhar
  • Published: Saturday, 27 February 2021
  • Updated: 27 February 2021, 06:31 PM IST

ବେଙ୍ଗାଲୁରୁ:  କର୍ଣ୍ଣାଟକର ବେଲଗଭି ଜିଲ୍ଲାର ଜଣେ ୩୦ ବର୍ଷୀୟ ମହିଳା ଟ୍ରାଫିକ ଉଲ୍ଲଂଘନ ପାଇଁ ଜୋରିମାନା ଦେବାକୁ ଯାଇ 'ମଙ୍ଗଳସୁତ୍ର' ଟ୍ରାଫିକ୍ ପୁଲିସକୁ ଦେଇଥିଲେ। କାରଣ ତାଙ୍କ ପାଖରେ ଟଙ୍କା ନଥିଲା। ପୁଲିସ୍ ସହିତ ଯୁକ୍ତିତର୍କ ପରେ ବିବାଦର ସମାଧାନ ହୋଇଥିବା ଜଣାପଡ଼ିଛି।

ଭାରତୀ ବିଭୋତି ନାମକ ମହିଳା ଏକ କୋଟ କିଣିବା ପାଇଁ ସ୍ୱାମୀଙ୍କ ସହ ଗାଡ଼ିରେ ବଜାରକୁ ଯାଇଥିଲେ। ଦମ୍ପତିଙ୍କ ପାଖରେ ୧,୮୦୦ ଟଙ୍କା ଥିଲା। ୧,୭୦୦ ଟଙ୍କାରେ କୋଟ କିଣିଥିଲେ। ବାକି ଟଙ୍କାରେ ଜଳଖିଆ ଖାଇଥିଲେ ଦମ୍ପତି।

ତେବେ ଘରକୁ ଫେରିବା ବେଳେ ବସଷ୍ଟାଣ୍ଡ ଛକରେ ଥିବା ଟ୍ରାଫିକ୍ ପୁଲିସ୍ ଦମ୍ପତିଙ୍କୁ ଅଟକାଇଥିଲେ। କାରଣ ହେଲମେଟ ପିନ୍ଧିନଥିଲେ ମହିଳା ଜଣଙ୍କ। ଏହାପରେ ୫୦୦ ଟଙ୍କା ଜୋରିମାନା ଲଗାଇଥିଲା ପୁଲିସ।

ମହିଳା ଜଣଙ୍କ ପୁଲିସକୁ କହିଥିଲେ ଯେ ତାଙ୍କ ପାଖରେ ଟଙ୍କା ସରିଯାଇଛି। ତେଣୁ ପାଖରେ ପଇସା ନାହିଁ। ହେଲେ ପୁଲିସ ଜଣଙ୍କ ଜୋରିମାନା ଦେବାକୁ ହେବ ବୋଲି କହିଥିଲେ। ଏହାକୁ ନେଇ ଦମ୍ପତି ଏବଂ ଟ୍ରାଫିକ୍ ପୁଲିସ୍ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଯୁକ୍ତିତର୍କ ଚାଲିଥିଲା। ଆଉ ଲୋକମାନେ ଘଟଣାସ୍ଥଳରେ ଏକାଠି ହେବା ଆରମ୍ଭ କରିଥିଲେ।

https://twitter.com/shreyas_ToI/status/1365126884313288704?s=20

ଏହାପରେ ମହିଳା ଜଣଙ୍କ ରାଗିଯାଇ ସେ ପିନ୍ଧିଥିବା 'ମଙ୍ଗଳସୁତ୍ର'କୁ ଜଣେ ଟ୍ରାଫିକ ପୁଲିସକୁ ଦେଇଥିଲେ। ଏହାକୁ ବିକ୍ରି କରି ଜୋରିମାନା ନେବାକୁ ଟ୍ରାଫିକ ପୁଲିସକୁ କହିଥିଲେ ମହିଳା ଜଣଙ୍କ। ଏହାପରେ ପାଖରେ ଥିବା କିଛି ଲୋକ ଏବଂ ପୁଲିସ ବୁଝାସୁଝା କରି ଦମ୍ପତିଙ୍କୁ ଛାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story