ଜିନ୍‌ ପିଙ୍ଗ ସେନାର ଅମାନବୀୟ କାଣ୍ଡ, ଅପହୃତ ବଖାଣିଲେ PLAର ଅତ୍ୟାଚାର

ନୂଆଦିଲ୍ଲୀ: ଘରକୁ ଫେରିଛନ୍ତି ଚୀନ୍‌ ସେନା ଦ୍ୱାରା ଅପହୃତ ହୋଇଥିବା ଯୁବକ। ଫେରିବାର ଦିନକ ପରେ ସେ ପିଏଲ୍‌ଏ (ପିପୁଲ ଲିବରେସନ୍‌ ଆର୍ମି) ଅତ୍ୟାଚର ବାବଦରେ ବଖାଣିଛନ୍ତି। ଆଉ ଚୀନ୍‌ ସେନା ମାନବାଧିକାରକୁ କିଭଳି କ୍ଷୁର୍ଣ୍ଣ କରୁଛି ତା’ର ଆଉ ଏକ ପ୍ରମାଣ ଅରୁଣାଚଳ ପ୍ରଦେଶର ଯୁବକ ମିରାମ ତୋରାଣଙ୍କ ବୟାନରୁ ସ୍ପଷ୍ଟ ଜଣାପଡିଛି। ଜିନ୍‌ ସେନାର ଅମାନବୀୟ କାଣ୍ଡ। ୱିଗର ମୁସ୍‌ଲିମ୍‌ଙ୍କ ଭଳି ଅପହୃତ ଯୁବକଙ୍କ ଉପରେ କଲା ଅତ୍ୟାଚାର। ଅକଥନୀୟ ମାଡ ସହ ଦେଲା […]

Arunachal boy

Arunachal boy

Madhupriya Mistry
  • Published: Wednesday, 02 February 2022
  • Updated: 02 February 2022, 01:19 PM IST

Sports

Latest News

ନୂଆଦିଲ୍ଲୀ: ଘରକୁ ଫେରିଛନ୍ତି ଚୀନ୍‌ ସେନା ଦ୍ୱାରା ଅପହୃତ ହୋଇଥିବା ଯୁବକ। ଫେରିବାର ଦିନକ ପରେ ସେ ପିଏଲ୍‌ଏ (ପିପୁଲ ଲିବରେସନ୍‌ ଆର୍ମି) ଅତ୍ୟାଚର ବାବଦରେ ବଖାଣିଛନ୍ତି। ଆଉ ଚୀନ୍‌ ସେନା ମାନବାଧିକାରକୁ କିଭଳି କ୍ଷୁର୍ଣ୍ଣ କରୁଛି ତା'ର ଆଉ ଏକ ପ୍ରମାଣ ଅରୁଣାଚଳ ପ୍ରଦେଶର ଯୁବକ ମିରାମ ତୋରାଣଙ୍କ ବୟାନରୁ ସ୍ପଷ୍ଟ ଜଣାପଡିଛି।

ଜିନ୍‌ ସେନାର ଅମାନବୀୟ କାଣ୍ଡ। ୱିଗର ମୁସ୍‌ଲିମ୍‌ଙ୍କ ଭଳି ଅପହୃତ ଯୁବକଙ୍କ ଉପରେ କଲା ଅତ୍ୟାଚାର। ଅକଥନୀୟ ମାଡ ସହ ଦେଲା ଇଲେକ୍‌ଟ୍ରିକ୍‌ ସକ୍‌। ଏଭଳି କିଛି ଯନ୍ତ୍ରଣା ବଖାଣିଛନ୍ତି ନିକଟରେ ଚୀନ ପାଖରୁ ମୁକୁଳି ଥିବା ଯୁବକ ମିରାମ ତୋରାଣ। ତାଙ୍କ କହିବା ମୁତାବକ, ଅପହୃତର ପ୍ରଥମ ଦିନରେ ହାତ ଗୋଡ ବାନ୍ଧି ଜଙ୍ଗଲ ଭିତରକୁ ନେଇଯାଇଥିଲେ। ଏହାପରେ ତାଙ୍କୁ କରେଣ୍ଟ ସକ୍‌ ଦେଇଥିଲେ। କିନ୍ତୁ ଦ୍ୱିତୀୟ ଦିନରେ ଆଉ ଏଭଳି ଅତ୍ୟାଚାର କରିନଥିଲା ଚୀନ୍‌ ସେନା ବୋଲି ମିରାମ କହିଛନ୍ତି।

I was given electric shocks, says 'abducted' Arunachal boy - India News

ସୂଚନା ମୁତାବକ, ୧୭ ବର୍ଷୀୟ ମିରାମଙ୍କୁ ଚୀନ୍‌ ସେନା ଜାନୁଆରୀ ୧୮ରେ ଭାରତ ସୀମା ଭିତରେ ଅନୁପ୍ରବେଶ କରି ଲୁଙ୍ଗଟା ଜୋର ଅଞ୍ଚଳରୁ ବଳ ପୂର୍ବକ ଉଠାଇ ନେଇଥିଲା। ମିରାମ ନିଜ ବନ୍ଧୁ ଜନି ୟେଙ୍ଗ ସହ ଶିକାରରେ ଯାଇଥିଲେ। ଏହି ସମୟରେ ପିଏଲ୍‌ଏ ଉଭୟଙ୍କୁ ଅପହରଣ କରିଥିଲା। ତେବେ ସୁଯୋଗ ପାଇ କିନ୍ତୁ ତାଙ୍କ ବନ୍ଧୁ ୟେଙ୍ଗ ଚୀନ ସେନା କବଳରୁ ଫେରି ଆସିଥିଲେ ଏବଂ ଏହାପରେ ଅଧିକାରୀମାନଙ୍କୁ ଏନେଇ ସୂଚିତ କରିଥିଲେ। ପରେ ଭାରତୀୟ ସେନା ଅପହୃତ ଯୁବକଙ୍କୁ ପ୍ରଟୋକଲ ଅନୁଯାୟୀ ଫେରାଇବାକୁ ଚୀନ୍‌ ସେନାକୁ ତାଗିଦ କରିଥିଲା।

ଜାନୁଆରୀ ୨୭ରେ ମିରାମଙ୍କୁ ଅଞ୍ଜାବ ଜିଲ୍ଲାର କିବିଥୁ ବାଚା ଦମଇ ଇଣ୍ଟରେକ୍ସନ ପଏଣ୍ଟରେ ଚୀନ୍‌ ସେନା ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲା। ଏଠାରେ ମିରାମ କିଛି ଦିନ କ୍ୱାରେଣ୍ଟାଇରେ ରହିଥିଲେ ଏବଂ ସମସ୍ତ ଆଇନଗତ ଔପଚାରିକତା ପୂରା କରିବା ପରେ ନିଜ ଗାଁକୁ ଫେରିଥିଲେ। ମିରାମଙ୍କ ବାପା ଓପାଙ୍ଗ ଟେରୋନ୍‌ କହିଛନ୍ତି, ଏହି ପୂରା ଘଟଣା ପରେ ମୋ ପୁଅ ବେଶ୍‌ ଭୟଭୀତ ହୋଇପଡିଛି। ମିରାମଙ୍କୁ ଚୀନ୍‌ ସେନା ୭ ଦିନ ଯାଏ ଗୋଡ ହାତ ବାନ୍ଧି ରଖିଥିଲା। ତା' ଆଖିରେ ମଧ୍ୟ ପଟି ବାନ୍ଧି ଦିଆଯାଇଥିଲା। କେବଳ ସେତିକି ନୁହେଁ ତା' ଉପରେ ଅତ୍ୟଚାର ମଧ୍ୟ କରିଥିଲା ଚୀନ୍‌ ସେନା ବୋଲି ସେ ଅଭିଯୋଗ ଆଣିଛନ୍ତି।

China On Missing Arunachal Youth: Not Aware, PLA Cracks Down On 'Illegal Entry & Exit Activities' ଉଲ୍ଲେଖଯୋଗ୍ୟ, ଚୀନ୍‌ ବାରମ୍ବାର ନିଜ ଦେଶରେ ରହୁଥିବା ୱିଗର ମୁସ୍‌ଲିମ୍‌ଙ୍କୁ ଇଲେକ୍‌ଟ୍ରିକ୍‌ ସକ୍‌ ଏବଂ ଅନ୍ୟାନ୍ୟ ପ୍ରକାରର ନିର୍ଯାତନା ଦେଉଥିବାର ବାରମ୍ବାର ଅଭିଯୋଗ ଉଠେ। ଯାହାକୁ ଚୀନ୍‌ ଅନ୍ତର୍ଜାତୀୟ ମଞ୍ଚଳରେ ଖାରଜ କରିଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story