ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ବାପା କହିଲେ-ସେ ଫାଇଟ୍ କରିପାରିବ

ବେଙ୍ଗାଲୁରୁ: ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।  କିନ୍ତୁ ସେ ସ୍ଥିର ଅଛନ୍ତି ବୋଲି ଭାରତୀୟ ବାୟୁସେନା (IAF) ଅଧିକାରୀ କହିଛନ୍ତି।  ଗତ ଡିସେମ୍ବର ୮ତାରିଖରେ ସେନା ହେଲିକପ୍ଟର ଦୁର୍ଘଟଣାରେ  ସେ ଏକାକୀ ବଞ୍ଚିଛନ୍ତି । ତାମିଲନାଡୁର କୁନ୍ନୁରରେ ଘଟିଥିବା ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ଅନ୍ୟ ୧୨ଜଣଙ୍କ ମୃତ୍ୟୁ ଘଟିଛି। ଗ୍ରୁପ୍ କ୍ୟାପଟେନ ସିଂ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଭୋପାଳରେ ରହୁଥିବା ତାଙ୍କ ବାପା ତଥା […]

Group-Cap

Group-Cap

Tapas Behera
  • Published: Saturday, 11 December 2021
  • Updated: 11 December 2021, 09:54 PM IST

Sports

Latest News

ବେଙ୍ଗାଲୁରୁ: ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।  କିନ୍ତୁ ସେ ସ୍ଥିର ଅଛନ୍ତି ବୋଲି ଭାରତୀୟ ବାୟୁସେନା (IAF) ଅଧିକାରୀ କହିଛନ୍ତି।  ଗତ ଡିସେମ୍ବର ୮ତାରିଖରେ ସେନା ହେଲିକପ୍ଟର ଦୁର୍ଘଟଣାରେ  ସେ ଏକାକୀ ବଞ୍ଚିଛନ୍ତି । ତାମିଲନାଡୁର କୁନ୍ନୁରରେ ଘଟିଥିବା ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ଅନ୍ୟ ୧୨ଜଣଙ୍କ ମୃତ୍ୟୁ ଘଟିଛି।

ଗ୍ରୁପ୍ କ୍ୟାପଟେନ ସିଂ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଭୋପାଳରେ ରହୁଥିବା ତାଙ୍କ ବାପା ତଥା ଅବସରପ୍ରାପ୍ତ କର୍ଣ୍ଣେଲ କେ.ପି ସିଂ ପୁଅର  ସୁସ୍ଥକୁ ନେଇ ଅଶାବାଦୀ ଅଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପୁଅର ସ୍ୱାସ୍ଥ୍ୟବସ୍ଥା ଦୋଳାୟମାନ ଅବସ୍ଥା ଦେଇ ଗତି କରୁଛି। କିନ୍ତୁ ସେ ଜଣେ ସାହସୀ ପାଇଲଟ୍ ହୋଇଥିବାରୁ ସେ ଦୃଢ଼ ଭାବରେ ଫାଇଟ୍ କରିପାରିବେ ବୋଲି ସେ କହିଛନ୍ତି ।  ପ୍ରାୟ ୧୦ ବର୍ଷ ପୂର୍ବେ  କର୍ଣ୍ଣେଲ କେ.ପି ସିଂ ସେନାରୁ ଅବସର ନେଇଛନ୍ତି।  ସେ  କହିଛନ୍ତି ଯେ, ତାଙ୍କ ପୁଅର ସ୍ୱାସ୍ଥ୍ୟବସ୍ଥା  କିଛିଟା ଅସ୍ଥିରତା ଦେଇ ଗତି କରୁଛି। ତଥାପି ମେଡିକାଲ ଟିମ୍ ପକ୍ଷରୁ ୨୪ ଘଣ୍ଟିଆ ନିଘା ରଖାଯାଇଛି ବୋଲି ସେ କହିଛନ୍ତି ।  ସମଗ୍ର ଦେଶବାସୀଙ୍କ  ପ୍ରାର୍ଥନା ଓ ଆଶୀର୍ବାଦ ତାଙ୍କ ପାଇଁ ଅଛି।

ଏହି ଲଢ଼େଇରେ ସେ  ନିଶ୍ଚୟ ବିଜୟୀ  ବିଜୟୀ ହେବ ବୋଲି ସେ କହିଛନ୍ତି । ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହଙ୍କୁ ୱେଲିଂଟନ ମିଲିଟାରୀ ହସ୍ପିଟାଲରୁ ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ତାଙ୍କ ଶରୀରର ୪୦% ଅଂଶ ପୋଡ଼ି ଯାଇଥିବା ବେଳେ ସେ ଲାଇଫ ସର୍ପୋଟ ସିଷ୍ଟମରେ ରହିଥିଲେ। ପରେ ସେହି ଅବସ୍ଥାରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିଲା।  ଗ୍ରୁପ କ୍ୟାପ୍ଟେନ ବରୁଣଙ୍କୁ ଆମ୍ବୁଲାନ୍ସ ଯୋଗେ ୱେଲିଂଟନ ହସ୍ପିଟାଲରୁ ସୁଲୁର ଏୟାରବେସ୍‌କୁ ଅଣାଯାଇଥିଲା। ସେଠାରୁ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବେଙ୍ଗାଲୁରୁ ଅଣାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story