୫୦ ହଜାର ଲାଞ୍ଚ ଦେଲେ ମିଳିବ ପୁଅର ଶବ, ଭିକ ମାଗୁଛନ୍ତି ବାପା-ମା'

ପାଟନା: ବାର ଦୁଆର ବୁଲୁଛନ୍ତି ବାପା-ମା’। ବୁଲିବୁଲି ମାଗୁଛନ୍ତି ଭିକ। ହେଲେ ପେଟ ପୋଷିବା ପାଇଁ ନୁହେଁ, ପୁଅର ମୃତଦେହ ପାଇଁ। ୫୦ ହଜାର ଟଙ୍କା ଲାଞ୍ଚ ଦେଲେ ମିଳିବ ପୁଅର ଶବ। ଏଭଳି କିଛି ସର୍ତ୍ତ ରଖିଛନ୍ତି ହସ୍ପିଟାଲ କର୍ମଚାରୀ। ଏଥିପାଇଁ ଟଙ୍କା ଯୋଗାଡ କରିବାକୁ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି ବାପା-ମା’। ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ବିହାରରୁ। ଟଙ୍କା ଦେଲେ ମିଳିବ ପୁଅର ଶବ,ଏଭଳି ରୋକଠୋକ ଶୁଣାଇଛିନ୍ତି ବିହାର […]

couple-begs-to-arrange-bribe-to-get-son-body

Madhupriya Mistry
  • Published: Thursday, 09 June 2022
  • Updated: 09 June 2022, 03:04 PM IST

Sports

Latest News

ପାଟନା: ବାର ଦୁଆର ବୁଲୁଛନ୍ତି ବାପା-ମା'। ବୁଲିବୁଲି ମାଗୁଛନ୍ତି ଭିକ। ହେଲେ ପେଟ ପୋଷିବା ପାଇଁ ନୁହେଁ, ପୁଅର ମୃତଦେହ ପାଇଁ। ୫୦ ହଜାର ଟଙ୍କା ଲାଞ୍ଚ ଦେଲେ ମିଳିବ ପୁଅର ଶବ। ଏଭଳି କିଛି ସର୍ତ୍ତ ରଖିଛନ୍ତି ହସ୍ପିଟାଲ କର୍ମଚାରୀ। ଏଥିପାଇଁ ଟଙ୍କା ଯୋଗାଡ କରିବାକୁ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି ବାପା-ମା'। ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ବିହାରରୁ।

ଟଙ୍କା ଦେଲେ ମିଳିବ ପୁଅର ଶବ,ଏଭଳି ରୋକଠୋକ ଶୁଣାଇଛିନ୍ତି ବିହାର ସମସ୍ତିପୁରା ଜିଲ୍ଲର ଏକ ସରକାରୀ ହସ୍ପିଟାଲର କର୍ମଚାରୀ। ଏଠାକାର ଶବ ବ୍ୟବଚ୍ଛେଦ ବିଭାଗର ଜଣେ କର୍ମଚାରୀ ମୃତଦେହ ଫେରାଇବା ପାଇଁ ଏକ ପରିବାରକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଆସିଛି। ପରେ ବାଧ୍ୟ ହୋଇ ଉକ୍ତ ପରିବାର ଟଙ୍କା ଯୋଗାଡ଼ କରିବା ଲାଗି ବାର ଦୁଆର ବୁଲି ଭିକ ମାଗିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ସମସ୍ତିପୁରା ସଦର ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହକୁ ୱାଚମ୍ୟାନ ଜରିଆରେ ଉକ୍ତ ପରିବାରର ଘରକୁ ପଠାଇ ଦେଇଛନ୍ତି।

ସେପଟେ ଏହି ମାମଲାରେ ହସ୍ପିଟାଲର ସିଭିଲ ସର୍ଜନ ଡାକ୍ତର ଏସ୍‌ କେ ଚୌଧୁରୀ କହିଛନ୍ତି, ’କର୍ମଚାରୀମାନେ ଟଙ୍କା ମାଗି ଥାଇପାରନ୍ତି, କିନ୍ତୁ ମୃତଦେହ ଫେରାଇବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିନଥିବେ। ଯଦି ଏଭଳି କିଛି ଘଟିଥାଏ, ତେବେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।' ଅନ୍ୟପଟେ ହସ୍ପିଟାଲର ଯେଉଁ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଛି, ସେ ଏହାକୁ ଖଣ୍ଡନ କରିଛନ୍ତି।

ଜୁନ୍ ୬ରେ ଏହି ମୃତଦେହକୁ ମୁସ୍ରିଘରାରୀ ଥାନା ପୁଲିସ ପାଇଥିଲା। ପରଦିନ ସମ୍ପର୍କୀୟମାନେ ଆସି ଶବକୁ ଚିହ୍ନଟ କରିଥିଲେ। ମୃତଦେହକୁ ପୁଲିସ  ବ୍ୟବଚ୍ଛେଦ ପାଇଁ ଉକ୍ତ ସରକାରୀ ହସ୍ପିଟାଲକୁ ପଠାଇଥିଲା। ଜୁନ୍‌ ୭ ତାରିଖରେ ଶବ ବ୍ୟବଚ୍ଛେଦ ଗୃହର କର୍ମଚାରୀ ନାଗେନ୍ଦ୍ର ମଲିକ ୫୦ ହଜାର ଟଙ୍କା ଦେଲେ ଶବ ହସ୍ତାନ୍ତର କରିବେ ବୋଲି କହିଥିବା ଅଭିଯୋଗ ହୋଇଥିଲା।

ଏନ୍‌ଡି ଟିଭିର ଏକ ରିପୋର୍ଟ ମୁତାବକ, ଉକ୍ତ ସରକାରୀ ହସ୍ପିଟାଲରେ ବିନା ଟଙ୍କାରେ କୌଣସି କାମ ହୁଏ ନାହିଁ। ଏହି ହସ୍ପିଟାଲର ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଛନ୍ତି। ସେମାନଙ୍କୁ ଠିକ୍‌ ସମୟରେ ଦରମା ମିଳୁନି। ଏଭଳି ସ୍ଥିତିରେ ସେମାନେ ରୋଗୀଙ୍କ ପରିଜନଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ଚେଷ୍ଟା କରିଥା’ନ୍ତି।

ପୁଅର ଶବ ଆଣିବା ପାଇଁ ଟଙ୍କା ଯୋଗାଡ କରିବା ଲାଗି ଭିକ ମାଗୁଥିବା ବାପା-ମା'ର ଭିଡିଓକୁ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଶେଆର କରି ନୀତୀଶ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

https://twitter.com/PrashantKishor/status/1534734061725286406?s=20&t=qN36dUQYvVlviAv2BGumIw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story