ସବ୍‌କା ସାଥ, ସବ୍‌କା ବିକାଶରେ ଯୋଡ଼ି ହେଲା ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ   

ନୂଆଦିଲ୍ଲୀ: ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ହିଁ ଆମର ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ସବ୍‌କା ସାଥ, ସବ୍‌କା ବିକାଶରେ ସେ ଯୋଡ଼ିଛନ୍ତି ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ। ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।  ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ସହ […]

Modi

Modi

Madhupriya Mistry
  • Published: Sunday, 15 August 2021
  • Updated: 15 August 2021, 02:24 PM IST

Sports

Latest News

ନୂଆଦିଲ୍ଲୀ: ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ହିଁ ଆମର ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ସବ୍‌କା ସାଥ, ସବ୍‌କା ବିକାଶରେ ସେ ଯୋଡ଼ିଛନ୍ତି ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ।

ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।  ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ସହ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।  ଏଥିସହ ଅଲିମ୍ପିକ୍ସରେ ଭାଗ ନେଇଥିବା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବର୍ଷ ବର୍ଷ ଧରି ଭାରତ ସ୍ୱାଧୀନତା ପାଇବା ପାଇଁ ସଂଘର୍ଷ କରିଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଜୀ ହୁଅନ୍ତୁ ଅବା ଦେଶକୁ ଏକଜୁଟ ରାଷ୍ଟ୍ର ପରିଣତ କରିବା ସରଦାର ପଟେଲ ହୁଅନ୍ତୁ ଅଥବା ଭାରତକୁ ଭବିଷ୍ୟତର ପଥ ଦେଖାଇଥିବା ବାବା ସାହେବ ଆମ୍ବେଦକର, ଦେଶ ଏହିପରି ପ୍ରତ୍ୟେକ ମହାନ ବ୍ୟକ୍ତିତ୍ୱଙ୍କୁ ମନେ ରଖିଛି। ଦେଶ ଏ ସମସ୍ତଙ୍କ ଋଣି ବୋଲି ମୋଦି କହିଥିଲେ।

ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପୂର୍ବରୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ପାଇଁ ଲକ୍ଷ୍ୟ ରଖାଯାଇଛି।  ଏଥିପାଇଁ ଦେଶବାସୀ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଶକ୍ତିକ୍ଷେତ୍ରରେ ଆତ୍ମନିର୍ଭର ପାଇଁ ପ୍ରଧାନମନ୍ତ୍ରୀ ହାଇଡ୍ରୋଜେନ୍ ମିଶନ ଘୋଷଣା କରିଛନ୍ତି।  ଏଥିସହ ଦେଶର ସବୁ ସୈନିକ ସ୍କୁଲରେ ଝିଅଙ୍କୁ ପଢିବାକୁ ସୁଯୋଗ ମିଳିବ  ବିକାଶ ପ୍ରକ୍ରିୟାରେ କେହି ଯେପରି ବାଦ ନ ପଡନ୍ତି ଆମକୁ ନିଶ୍ଚିତ କରିବାକୁ ପଡିବ ବୋଲି ସେ କହିଛନ୍ତି।

ଭାରତକୁ ଗ୍ରୀନ ହାଇଡ୍ରୋଜେନ ହବ୍ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ହାଇଡ୍ରୋଜେନ ମିଶନ ଘୋଷଣା କରିଛନ୍ତି।  ଆମେ ଆଜି ଯେଉଁ ସଂକଳ୍ପ କରୁଛୁ ତାହା ୨୦୪୭ରେ ପୂରଣ ହେବ।  ସ୍ୱାଧୀନତାର ସ୍ୱର୍ଣ୍ଣିମ ପୂର୍ତ୍ତିରେ ତାହା ସମସ୍ତେ ଉପଲବ୍ଧ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆଉ କ'ଣ ସବୁ କହିଛନ୍ତି ସେ ସବୁ ଚୁମ୍ବକରେ ଜାଣିବା ଆସନ୍ତୁ

  • ବଳୀଦାନ ଦେଇଥିବା ମହାନାୟକଙ୍କୁ ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ
  • କରୋନା ମୁକାବିଲାରେ ଆଗଧାଡ଼ିର ସୈନିକଙ୍କୁ ସମ୍ମାନ ଜଣାଇଲେ
  • ସମାରୋହରେ ଉପସ୍ଥିତ ଅଲିମ୍ପିଆନଙ୍କ ଉଚ୍ଚ ପ୍ରଶଂସା କଲେ
  • ଟୋକିଓ ଅଲିମ୍ପିକ୍ସ ସଫଳତା ଯୁବ ପିଢ଼ିଙ୍କୁ ପ୍ରେରିତ କରିବ
  • ଅଗଷ୍ଟ ୧୪କୁ ବିଭାଜନ ବୀଭିଷିକା ଦିବସ ଭାବେ ପାଳିବାକୁ ଆହ୍ୱାନ
  • ଭ୍ୟାକ୍ସିନ ପ୍ରସ୍ତୁତ ନେଇ ବୈଜ୍ଞାନିକମାନେ ପ୍ରଶଂସାର ପାତ୍ର
  • ଆମେ ମହାମାରୀ ମୁକାବିଲାରେ ଅନ୍ୟ ଦେଶ ଉପରେ ନିର୍ଭର କରିନୁ
  • ଆଜି ସୁଦ୍ଧା ୫୪ କୋଟି ଲୋକ କରୋନା ଟିକା ନେଇଛନ୍ତି
  • ଅସୁବିଧା କାଳରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଅାଯାଇଛି
  • ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି
  • ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ପହଞ୍ଚାଇବା ଲକ୍ଷ୍ୟ
  • ସମସ୍ତଙ୍କ ଘରେ ବିଜୁଳି ଓ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ
  • କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ଉଦ୍ଦେଶ୍ୟ
  • ଆୟୁଷ୍ମାନ ଯୋଜନାରେ ଗାଁ ଗାଁରେ ସ୍ବାସ୍ଥ୍ୟ ସେବା ପହଞ୍ଚୁଛି
  • କାହାକୁ ଆୟୁଷ୍ମାନରୁ ବଞ୍ଚିତ ନ କରିବା ସରକାରଙ୍କ ଲକ୍ଷ୍ୟ
  • ବର୍ତ୍ତମାନ ହଜାରେ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ କରିପାରିଛୁ
  • ସମାଜରେ ବିକାଶରୁ କେହି ବଞ୍ଚିତ ନ ହୁଅନ୍ତୁ ଆମର ଉଦ୍ଦେଶ୍ୟ
  • ଏଥିପାଇଁ ମେଡିକାଲ ଶିକ୍ଷାରେ OBCଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା
  • ଅର୍ଥନୈତିକ ଅନଗ୍ରସର ବର୍ଗଙ୍କ ପାଇଁ ବି ସଂରକ୍ଷଣ ବ୍ୟବସ୍ଥା
  • ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଯୋଗାଯୋଗର ବ୍ୟାପକ ପ୍ରସାର ହୋଇଛି
  • ଜାମ୍ମୁ-କାଶ୍ମୀର ପୁନର୍ଗଠନ ପରେ ସେଠାରେ ବିକାଶ ଆରମ୍ଭ
  • ଦେଶରେ ୧୧୦ଟି ଆକାଂକ୍ଷୀ ଜିଲ୍ଲା ଚିହ୍ନଟ ହୋଇଛି
  • ଆକାଂକ୍ଷୀ ଜିଲ୍ଲାକୁ ଅନ୍ୟ ଜିଲ୍ଲା ସହ ସମକକ୍ଷ କରିବାକୁ ପ୍ରୟାସ
  • ଆକାଂକ୍ଷୀ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କକୁ ଅଧିକ ପ୍ରାଥମିକତା
  • ଚଳିତ ଦଶନ୍ଧିରେ ଗାଁର ବିକାଶକୁ ସରକାର ଗୁରୁତ୍ୱ ଦେଉଛନ୍ତି
  • ଗାଁରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି
  • ଗାଁରେ ବି ବୈଜ୍ଞାନିକ ଟେକ୍ନୋଲୋଜି ଜରିଆରେ କୃଷି କାର୍ଯ୍ୟ ହେଉଛି
  • ଦେଶରେ ୮୦ ପ୍ରତିଶତ ଲୋକଙ୍କ ଜମି ୨ ହେକ୍ଟରରୁ ବି କମ୍
  • ଣୁ ସେମାନଙ୍କର ବିକାଶ ପାଇଁ ପିଏମ କିଷାନ ଯୋଜନା ଲାଗୁ
  • ପିଏମ କିଷାନରେ ୧୦ କୋଟି ଚାଷୀଙ୍କୁ ଦେଢ଼ ଲକ୍ଷ କୋଟି ମିଳିଛି
  • ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ କରାଯାଉଛି
  • ଗାଁ ଜମିର ଡ୍ରୋନ ଜରିଆରେ ସର୍ଭେ କରାଯାଇ ଚିହ୍ନଟ କରାଯାଉଛି
  • ଯେଉଁଠି ଆଦୌ ଚାଷ ହେଉ ନ ଥିଲା ତାହା ଆଜି ଶସ୍ୟଶ୍ୟାମଳା
  • ଦେଶର ବିକାଶରେ ଭିତ୍ତିଭୂମିର ଗୁରୁତ୍ୱ ଅନେକ
  • ଭାରତୀୟ ରେଲୱେ ଆଧୁନିକତାର ରାସ୍ତାରେ ଆଗକୁ ବଢ଼ୁଛି
  • ୭୫ ବନ୍ଦେ ଭାରତ ଯୋଜନାରେ ସାରା ଦେଶକୁ ଯୋଡ଼ାଯାଇଛି
  • ଅନେକ ସ୍ଥାନକୁ ବିମାନପଥ ଜରିଆରେ ଯୋଡ଼ା ଯାଇଛି
  • ଯୁବ ଶକ୍ତିର ବିକାଶ ପାଇଁ ୧୬ ଲକ୍ଷ କୋଟିର ପୁଞ୍ଜି ନିବେଶ
  • ବିକାଶ ପାଇଁ ଦେଶକୁ ଉତ୍ପାଦନ ଓ ରପ୍ତାନୀ ବଢ଼ାଇବାକୁ ପଡ଼ିବ
  • ପ୍ରତିରକ୍ଷା କ୍ଷେତ୍ରରେ ଆମେ ସ୍ୱଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ ଦେଉଛୁ
  • ମୋବାଇଲ ଫୋନ ଉତ୍ପାଦନରେ ଭାରତ ବହୁତ ସଫଳତା ପାଇଛି
  • ନିକଟ ଅତୀତରେ ୩ ବିଲିଅନ ସେଲ୍ ଫୋନ୍ ବିଦେଶକୁ ଯାଇଛି
  • ମେଡ ଇନ୍ ଇଣ୍ଡିଆ ସ୍ୱପ୍ନ ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
  • ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି
  • ବିଶ୍ୱ ଦେଖୁଛି ଭାରତରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନାହିଁ
  • ଲୋକଙ୍କ ହିତ ପାଇଁ ଅନେକ ପୁରୁଣା ଆଇନକୁ ବଦଳା ଯାଇଛି
  • ୨ ଶହ ବର୍ଷର ପୁରୁଣା ଆଇନକୁ ବଦଳାଇବାକୁ ସମୟ ଆସିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story