ହୋଟେଲରୁ ମିଳିଲା ସାଂସଦଙ୍କ ମୃତଦେହ

ମୁମ୍ୱାଇ:  ଦକ୍ଷିଣ ମୁମ୍ୱାଇର ଏକ ହୋଟେଲରୁ ମିଳିଲା ସାଂସଦଙ୍କ ମୃତ ଦେହ। ତାଙ୍କ ନାମ ମୋହନ ଡେଲକର। ସେ ଦାଦରା ନଗର ହାବେଲୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ପୁଲିସ ମୃତ ସାଂସଦଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଛି। ପ୍ରାଥମିକ ତଦନ୍ତରୁ ସାଂସଦ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ହେଲେ ପୁଲିସ ଏଯାବତ କୌଣସି ସ୍ପଷ୍ଟୀକରଣ ରଖିନାହିଁ। ମୃତ ସାଂସଦଙ୍କୁ ୫୮ ବର୍ଷ ହୋଇଥିଲା। ୧୯୮୯ରେ […]

Mohan-Delkar

Mohan-Delkar

Subhransu Sekhar
  • Published: Monday, 22 February 2021
  • Updated: 22 February 2021, 06:51 PM IST

Sports

Latest News

ମୁମ୍ୱାଇ:  ଦକ୍ଷିଣ ମୁମ୍ୱାଇର ଏକ ହୋଟେଲରୁ ମିଳିଲା ସାଂସଦଙ୍କ ମୃତ ଦେହ। ତାଙ୍କ ନାମ ମୋହନ ଡେଲକର। ସେ ଦାଦରା ନଗର ହାବେଲୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ପୁଲିସ ମୃତ ସାଂସଦଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଛି। ପ୍ରାଥମିକ ତଦନ୍ତରୁ ସାଂସଦ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ହେଲେ ପୁଲିସ ଏଯାବତ କୌଣସି ସ୍ପଷ୍ଟୀକରଣ ରଖିନାହିଁ।

ମୃତ ସାଂସଦଙ୍କୁ ୫୮ ବର୍ଷ ହୋଇଥିଲା। ୧୯୮୯ରେ ସେ ପ୍ରଥମ ଥର ପାଇଁ ଏହି ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ଏହାପରେ ଦାଦରା ନଗର ହାବେଲୀ ଲୋକସଭା ଆସନରୁ ଅନେକ ଥର ନିର୍ବାଚିତ ହୋଇଥିଲେ। ମୋହନ ଡେଲକର ପ୍ରଥମେ ଭାରତୀୟ ନବଶକ୍ତିରୁ ସାଂସଦ ହୋଇଥିଲେ। ୨୦୦୯ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ୨୦୧୯ ଲୋକସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story