ମହାରାଷ୍ଟ୍ର ଛୁଇଁଲା ଓମିକ୍ରନ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ପଶିଲା କରୋନାର ନୂଆ ଭ୍ୟାରିଆଣ୍ଟ। ଜଣେ ୩୩ ବର୍ଷ ବୟସ୍କ ଯୁବକ ଏହି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଯୁବକ ଜଣକ ଗତ ମାସ ଶେଷରେ ଦକ୍ଷିଣ ଆଫ୍ରିକାରୁ ଦୁବାଇ ଏବଂ ଦିଲ୍ଲୀ ଦେଇ ମୁମ୍ବାଇ ଫେରିଥିଲେ। ଓମିକ୍ରନ୍‌ ଭ୍ୟାରିଆଣ୍ଟର ଭାରତରେ ଏହା ହେଉଛି ଚତୁର୍ଥ ମାମଲା। ଗତ ନଭେମ୍ବର ୨୪ରେ ସମ୍ପୃକ୍ତ ବ୍ୟକ୍ତି ଜଣକ ମୁମ୍ବାଇରେ ଅବତରଣ କରିଥିଲେ।  ସେ ସାମାନ୍ୟ ଜ୍ୱର ବିଷୟରେ ଜଣାଇଥିଲେ।  ସେ କୌଣସି COVID-19 […]

Covid19

Covid19

Tapas Behera
  • Published: Saturday, 04 December 2021
  • Updated: 04 December 2021, 09:16 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ପଶିଲା କରୋନାର ନୂଆ ଭ୍ୟାରିଆଣ୍ଟ। ଜଣେ ୩୩ ବର୍ଷ ବୟସ୍କ ଯୁବକ ଏହି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଯୁବକ ଜଣକ ଗତ ମାସ ଶେଷରେ ଦକ୍ଷିଣ ଆଫ୍ରିକାରୁ ଦୁବାଇ ଏବଂ ଦିଲ୍ଲୀ ଦେଇ ମୁମ୍ବାଇ ଫେରିଥିଲେ। ଓମିକ୍ରନ୍‌ ଭ୍ୟାରିଆଣ୍ଟର ଭାରତରେ ଏହା ହେଉଛି ଚତୁର୍ଥ ମାମଲା।

ଗତ ନଭେମ୍ବର ୨୪ରେ ସମ୍ପୃକ୍ତ ବ୍ୟକ୍ତି ଜଣକ ମୁମ୍ବାଇରେ ଅବତରଣ କରିଥିଲେ।  ସେ ସାମାନ୍ୟ ଜ୍ୱର ବିଷୟରେ ଜଣାଇଥିଲେ।  ସେ କୌଣସି COVID-19 ଟିକା ନେଇ ନଥିଲେ। ପରେ ତାଙ୍କ ସାମ୍ପୁଲ ପରୀକ୍ଷା ପରେ ତାଙ୍କ ଶରୀରରେ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହାପୂର୍ବରୁ ଗୁଜରାଟର ଜାମନଗରରେ ଜଣେ ବ୍ୟକ୍ତି ଏହି ବିରଳ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିଲେ।  ସେ ଜିମ୍ବାୱେରୁ ଫେରିଥିଲେ।

ସେହିପରି ଭାରତର ଅନ୍ୟ ଦୁଇଟି ମାମଲା ହେଉଛି କର୍ଣ୍ଣାଟକର। ତେବେ ଭ୍ୟାରିଆଣ୍ଟର ଉତ୍ପତ୍ତିସ୍ଥଳ ଦକ୍ଷିଣ ଆଫ୍ରିକାରେ ଅତି ଭୟାନକ ସ୍ଥିତି ଉପୁଜିଛି। ଓମିକ୍ରନ୍‌ ପାଇଁ ଏଠାରେ ଚତୁର୍ଥ ଲହର ଆରମ୍ଭ ହୋଇଛି। ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ଦ୍ୱିଗୁଣା ‌ହୋଇଛି। ଦକ୍ଷିଣ ଆଫ୍ରିକାର ୯ ପ୍ରଦେଶରୁ ୭ଟି ପ୍ରଦେଶରେ ଓମିକ୍ରନ୍‌ ପହଞ୍ଚି ସାରିଛି। ଓମିକ୍ରନ୍‌ ପାଇଁ ବିଶ୍ୱବ୍ୟାପୀ ଭୟ ବଢ଼ିଛି। ବିଭିନ୍ନ ରାଷ୍ଟ୍ର ଯାତ୍ରା କଟକଣା କଡ଼ାକଡ଼ି କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ସମସ୍ତ ରାଷ୍ଟ୍ରମାନଙ୍କୁ ଓମିକ୍ରନ୍‌ ପାଇଁ ଅଧିକ ସଚେତନ ହେବାପାଇଁ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ଏବେ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ୪ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଦକ୍ଷିଣ ଆଫ୍ରିକାରେ ଶିଶୁଙ୍କ ପାଇଁ ବେଡ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story