ଗୁଗୁଲ, ଫେସବୁକ ପାଖରୁ ପଇସା ଦାବି କଲା ପ୍ରିଣ୍ଟ ମିଡ଼ିଆ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ଅଷ୍ଟ୍ରେଲିଆ ହୋଇଛି ଏକମାତ୍ର ଦେଶ ଯେଉଁଠି ଗୁଗୁଲ ଏବଂ ଫେସବୁକ ମିଡିଆ କମ୍ପାନୀମାନଙ୍କୁ ପଇସା ଦେବାକୁ ରାଜି ହୋଇଛନ୍ତି। ଏବେ କିନ୍ତୁ ସମାନ ଦାବି ଦୋହରାଇଛନ୍ତି ଦେଶର ପ୍ରିଣ୍ଟ ମିଡିଆ କମ୍ପାନୀ। ବର୍ତ୍ତମାନ ଦେଶରେ ହ୍ରାସ ପାଉଥିବା ପ୍ରିଣ୍ଟ ମିଡିଆ ବ୍ୟବସାୟକୁ ବଞ୍ଚାଇବା ପାଇଁ ଏକକ ଆଇନ ଆଣିବାକୁ ଭାରତୀୟ ଗଣମାଧ୍ୟମ ଦାବି କରିଛନ୍ତି। ଫେସବୁକ ଏବଂ ଗୁଗୁଲ ପ୍ରିଣ୍ଟି ମିଡିଆର କଣ୍ଟେଣ୍ଟ ସାହାଯ୍ୟରେ ଅନ ଲାଇନରେ କୋଟି […]

google-facebook

google-facebook

Subhransu Sekhar
  • Published: Friday, 26 February 2021
  • Updated: 26 February 2021, 04:28 PM IST

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ଅଷ୍ଟ୍ରେଲିଆ ହୋଇଛି ଏକମାତ୍ର ଦେଶ ଯେଉଁଠି ଗୁଗୁଲ ଏବଂ ଫେସବୁକ ମିଡିଆ କମ୍ପାନୀମାନଙ୍କୁ ପଇସା ଦେବାକୁ ରାଜି ହୋଇଛନ୍ତି। ଏବେ କିନ୍ତୁ ସମାନ ଦାବି ଦୋହରାଇଛନ୍ତି ଦେଶର ପ୍ରିଣ୍ଟ ମିଡିଆ କମ୍ପାନୀ। ବର୍ତ୍ତମାନ ଦେଶରେ ହ୍ରାସ ପାଉଥିବା ପ୍ରିଣ୍ଟ ମିଡିଆ ବ୍ୟବସାୟକୁ ବଞ୍ଚାଇବା ପାଇଁ ଏକକ ଆଇନ ଆଣିବାକୁ ଭାରତୀୟ ଗଣମାଧ୍ୟମ ଦାବି କରିଛନ୍ତି।

ଫେସବୁକ ଏବଂ ଗୁଗୁଲ ପ୍ରିଣ୍ଟି ମିଡିଆର କଣ୍ଟେଣ୍ଟ ସାହାଯ୍ୟରେ ଅନ ଲାଇନରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ କଣ୍ଟେଣ୍ଟ ପାଇଁ ସଂପୃକ୍ତ ପ୍ରିଣ୍ଟ ମିଡିଆ କମ୍ପାନୀ କୌଣସି ଲାଭ ପାଇନାହାନ୍ତି। ଏବେ ପ୍ରିଣ୍ଟ ମିଡିଆର ପବ୍ଲିଶରମାନେ କିଛି ଟେକ୍ନୋଲଜି ବିଶାରଦଙ୍କ ସହ କଥା ହୋଇ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି। ଏଥିପାଇଁ ସରକାରଙ୍କ ସହାୟତା ମଧ୍ୟ ମାଗିଛନ୍ତି।

ଇଣ୍ଡିଆନ୍ ନ୍ୟୁଜ ପେପର ସୋସାଇଟି (INS)ର ଉପ-ସଭାପତି ମୋହିତ ଜୈନ କହିଛନ୍ତି, ପ୍ରିଣ୍ଟ ମିଡିଆର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ପାଠକଙ୍କୁ ୧୦୦ ପ୍ରତିଶତ ସତ୍ୟ ଖବର ଦେବାରେ ପ୍ରିଣ୍ଟ ମିଡିଆ ଗୁରୁତ୍ୱ ଦେଇଥାଏ। ଆଉ ଏହି କଣ୍ଟେଣ୍ଟକୁ ଗୁଗୁଲ ତାର ନ୍ୟୁଜ ପ୍ଲାଟଫର୍ମରେ ପବ୍ଲିସ କରି ଅନେକ ଟଙ୍କା ରୋଜଗାର କରୁଛି। ଆଉ ଏହି କଣ୍ଟେଣ୍ଟ ପାଇଁ ତାର ବିଶ୍ୱସନୀୟତା ମଧ୍ୟ ବଢ଼ିଛି। ତେଣୁ ଗୁଗୁଲ ସହ ଆଗାମୀ ଦିନରେ କଥାବାର୍ତ୍ତା ହେବା ବେଳେ ଏକ ଉପଯୁକ୍ତ ମୋନିଟାଇଜେସନ୍ ମଡେଲ ଆସିବା ଦରକାର ବୋଲି ଜୈନ କହିଛନ୍ତି।

ଗୁଗୁଲ୍ ସର୍ବାଧିକ ରାଜସ୍ୱ ଆଦାୟ କରୁଛି ନ୍ୟୁଜ ପ୍ଲାଟଫର୍ମରୁ। ଅକ୍ଟୋବର ୨୦୨୦ରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ ଏହାର ତ୍ରୈମାସିକ (Q3) ରିପୋର୍ଟ ଦେଖାଇଛି ଯେଉଁଠି କେତେ ଟଙ୍କା ଗୁଗୁଲ ରାଜସ୍ୱ ପାଇଛି ତାହା ଜଣାପଡ଼ିଛି। ଗୁଗୁଲ ମୋଟ ୪୬.୨ ବିଲିୟନ ଡଲାର ଆୟ କରିଥିବା କହିଛି। ସେହିପରି Q3 ୨୦୧୯ରେ ଏହି ଆୟ ୪୦.୫ ବିଲିୟନ ଡ଼ଲାର ଥିଲା। ଯାହାକି ପୂର୍ବ Q3 ତୁଳନାରେ ୬.୯୬ ବିଲିୟନ ଡ଼ଲାର ଅଧିକ। ଏଥିମଧ୍ୟରୁ ବିଜ୍ଞାପନରୁ ୩୭.୦୯ ବିଲିୟନ ଆୟ ହୋଇଥିବା ବେଳେ Q3 ୨୦୧୯ ରେ ୩୩.୭୯ ବିଲିୟନ ଡ଼ଲାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story