ମାସେ ତଳେ ବାହା ହୋଇଥିଲେ, ଟଏଲେଟ୍‌ ନ ଥିବାରୁ ଝୁଲି ପଡ଼ିଲେ ମହିଳା

ଚେନ୍ନାଇ: ମାତ୍ର ମାସକ ତଳେ ହାତକୁ ଦି’ ହୋଇ ସୁନାର ସଂସାର ଗଢ଼ିବା ଆରମ୍ଭ କରିଥିଲେ। ହେଲେ ସ୍ୱାମୀଙ୍କ ଘରେ ଟଏଲେଟ ନଥିବାରୁ ସୁନାର ସଂସାରରେ ଦେଖାଯାଇଥିଲା ଅଶାନ୍ତିର ଝଡ଼। ଶେଷରେ ଏହି ଝଡ଼ର ସମ୍ମୁଖୀନ ହୋଇ ନ ପାରେ ଜଣେ ୨୭ ବର୍ଷୀୟ ମହିଳା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ଆପଣାଇ ନେଇଛନ୍ତି। ତାମିଲନାଡୁର କୁଡ୍ଡାଲୋର ଠାରେ ଘଟିଥିବା ଏମିତି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ମିଳିଥିବା ସୂଚନା ଅନୁଯାୟୀ, କୁଡ୍ଡାଲୋର ଜିଲ୍ଲା […]

ramaya

ramaya

Hemant Lenka
  • Published: Tuesday, 10 May 2022
  • Updated: 10 May 2022, 06:55 PM IST

Sports

Latest News

ଚେନ୍ନାଇ: ମାତ୍ର ମାସକ ତଳେ ହାତକୁ ଦି’ ହୋଇ ସୁନାର ସଂସାର ଗଢ଼ିବା ଆରମ୍ଭ କରିଥିଲେ। ହେଲେ ସ୍ୱାମୀଙ୍କ ଘରେ ଟଏଲେଟ ନଥିବାରୁ ସୁନାର ସଂସାରରେ ଦେଖାଯାଇଥିଲା ଅଶାନ୍ତିର ଝଡ଼। ଶେଷରେ ଏହି ଝଡ଼ର ସମ୍ମୁଖୀନ ହୋଇ ନ ପାରେ ଜଣେ ୨୭ ବର୍ଷୀୟ ମହିଳା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ଆପଣାଇ ନେଇଛନ୍ତି। ତାମିଲନାଡୁର କୁଡ୍ଡାଲୋର ଠାରେ ଘଟିଥିବା ଏମିତି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, କୁଡ୍ଡାଲୋର ଜିଲ୍ଲା ଅରିସିପେରିୟାନକୁପ୍ପାମରେ ରହୁଥିବା ୨୭ ବର୍ଷୀୟ ରମ୍ୟା ଏପ୍ରିଲ ୬ରେ କାର୍ତ୍ତିକେୟନଙ୍କୁ ବିବାହ କରିଥିଲେ। ରମ୍ୟା ଗୋଟିଏ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ବାହାଘରର କିଛି ଦିନ ପରେ ଟଏଲେଟକୁ ନେଇ ରମ୍ୟା ଓ କାର୍ତ୍ତିକେୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ସ୍ୱାମୀଙ୍କ ଘରେ ଟଏଲେଟ ନଥିବାରୁ ରମ୍ୟା ବାହାଘର ପରେ ମଧ୍ୟ ନିଜ ମା’ଙ୍କ ପାଖରେ ରହୁଥିଲେ।

ଏଥିସହ ସେ ବାରମ୍ବାର କାର୍ତ୍ତିକେୟନଙ୍କୁ କୁଡ୍ଡାଲୋ ସହରରେ ଟଏଲେଟ ଥିବା ଗୋଟିଏ ଘର ବୁଝିବାକୁ କହି ଚାଲିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ମଧ୍ୟ ହେଉଥିଲା। ତେବେ ସୋମବାର ଦିନ ରମ୍ୟା ବିରକ୍ତ ଭାବ ପ୍ରକାଶ କରି ତାଙ୍କ ମା’ଙ୍କ ଘରେ ଥିବା ଗୋଟିଏ ସିଲିଂ ଫ୍ୟାନ୍‌ରେ କପଡ଼ା ଲଗାଇ ଝୁଲି ପଡ଼ିଥିଲେ।

ମା’ ଏକଥା ଦେଖିବା ପରେ ପଡ଼ୋଶୀଙ୍କ ସହାୟତାରେ ରମ୍ୟାଙ୍କୁ ତୁରନ୍ତ କୁଡ୍ଡାଲୋର ସରକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରୁ ତାଙ୍କୁ ପୁଡୁଚେରୀରେ ଥିବା Postgraduate Medical Education and Researchକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରମ୍ୟାଙ୍କ ମା’ ପୁଲିସ୍‌ ନିକଟରେ ଏନେଇ ଅଭିଯୋଗ କରିବାରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story