ଟଳିଲେ ଜୈଶ-ଇ-ମହମ୍ମଦର ୬ ଆତଙ୍କୀ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏନକାଉଣ୍ଟର।  ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୬ ଆତଙ୍କବାଦୀ । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ପୃଥକ୍ ପୃଥକ୍ ଭାବେ ହୋଇଥିବା ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ଆଖି ବୁଜିଛନ୍ତି । ମୃତକ ସମସ୍ତେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପାକିସ୍ତାନୀ ଓ ୨ ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି  । ନିହତ ଅନ୍ୟ ୨ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ଟ୍ୱିଟ କରି ସୂଚନା […]

terrorist-attack

terrorist-attack

Niharika Rout
  • Published: Thursday, 30 December 2021
  • Updated: 30 December 2021, 03:54 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏନକାଉଣ୍ଟର।  ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୬ ଆତଙ୍କବାଦୀ । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ପୃଥକ୍ ପୃଥକ୍ ଭାବେ ହୋଇଥିବା ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ଆଖି ବୁଜିଛନ୍ତି । ମୃତକ ସମସ୍ତେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ବୋଲି ଜଣାଯାଇଛି।

ମୃତକଙ୍କ ମଧ୍ୟରେ ୨ ଜଣ ପାକିସ୍ତାନୀ ଓ ୨ ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି  । ନିହତ ଅନ୍ୟ ୨ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି କାଶ୍ମୀର ପୁଲିସ୍‌ ମହାନିରୀକ୍ଷକ ବିଜୟ କୁମାର ।

ପୁଲିସ୍‌ ସୂଚନା ମୁତାବକ, ଗୁଇନ୍ଦା ସୂଚନା ଆଧାରରେ କୁଲଗାମ ଜିଲ୍ଲାର ମିରହମା କ୍ଷେତ୍ରରେ ସୁରକ୍ଷା ବଳ ଦ୍ୱାରା ଗତକାଲି ସନ୍ଧ୍ୟାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପ୍ରଥମେ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରାଯାଇ ତଲାସୀ ଆରମ୍ଭ ହୋଇଥିଲା। । ଏହି ସମୟରେ ସୁରକ୍ଷା ବଳ କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଜବାବରେ ସୁରକ୍ଷା କର୍ମୀ ଗୁଳି ମାଡ଼ କରିବାରୁ ୩ ଆତଙ୍କବାଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାପରେ ଅନନ୍ତନାଗ ଜିଲ୍ଲାର ନୌଗାଁମ ଶାହବାଦ ଅଞ୍ଚଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଗୁଳି ଚାଳନାରେ ୨ ଆତଙ୍କବାଦୀ ଟଳି ପଡ଼ିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ଚାଳନା ଚାଲିଥିଲା।

ଗୁରୁବାର ସକାଳେ କଶ୍ମୀର ପୁଲିସ୍‌ ପକ୍ଷରୁ ହୋଇଥିବା ଟ୍ୱିଟରେ ସମୁଦାୟ ୬ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜଣାଯାଇଛି। ଏହା ଏକ ବଡ଼ ସଫଳତା ବୋଲି କଶ୍ମୀର ପୁଲିସ୍‌ ଆଇଜି ସୂଚନା ଦେଇଛନ୍ତି।

ଏହି ମୁହାଁମୁହିଁ ପରିସ୍ଥିତିରେ ଜଣେ ପୁଲିସ୍‌ କର୍ମୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ମୃତ ଆତଙ୍କବାଦୀଙ୍କ ନିକଟରୁ ୨ଟି ଏକେ-୪୭ ରାଇଫଲ ଓ ଗୋଟିଏ ଏମ୍‌-୪ ବନ୍ଧୁକ ଜବତ ହୋଇଛି।

ଶୀତ ଓ ଘନ କୁହୁଡ଼ିର ସହାୟତାରେ ଜମ୍ମୁ କାଶ୍ମୀରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ବୃଦ୍ଧି ପାଇଛି । ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ମଧ୍ୟ ଲୁଚି ରହିଥିବା ଆଶଙ୍କା କରାଯାଉଛି  । ତେଣୁ ସୀମାରେ ଅଧିକ ବିଏସ୍ଏଫ୍ ମୁତୟନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story