ଘୃଣା ସୃଷ୍ଟିକାରୀ ବୟାନ: ପୁଲିସ୍‌ ପଞ୍ଝାରେ ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଜିତେନ୍ଦ୍ର ତ୍ୟାଗୀ

ହରିଦ୍ୱାର: ସୁପ୍ରିମକୋର୍ଟଙ୍କ ନୋଟିସ ପରେ ଆକ୍ସନ ମୋଡରେ ଉତ୍ତରାଖଣ୍ଡ ପୁଲିସ୍‌। ହରିଦ୍ୱାରରେ ଆୟୋଜିତ ତଥାକଥିତ ଧର୍ମ ସଂସଦରେ ଇସଲାମ ଧର୍ମ ବିରୋଧରେ ବିବାଦୀୟ ତଥା ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଜିତେନ୍ଦ୍ର ତ୍ୟାଗୀଙ୍କୁ ଆଜି ପୁଲିସ୍‌ ଅଟକ ରଖିଛି। ଶ୍ରୀ ତ୍ୟାଗୀଙ୍କ ପ୍ରକୃତ ନାଁ ୱାସିମ ରିଜଭି ଥିଲା। କିନ୍ତୁ ସେ ନିକଟରେ ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ପାଲଟି ଯାଇଛନ୍ତି। ଏଥିସହ ଧର୍ମ ସଂସଦରେ ଯୋଗ ଦେଇ ମୁସଲମାନଙ୍କ ବିରୋଧରେ ବିଷ ଓକାରିଛନ୍ତି। କେବଳ […]

taygi

taygi

Hemant Lenka
  • Published: Thursday, 13 January 2022
  • Updated: 13 January 2022, 07:58 PM IST

Sports

Latest News

ହରିଦ୍ୱାର: ସୁପ୍ରିମକୋର୍ଟଙ୍କ ନୋଟିସ ପରେ ଆକ୍ସନ ମୋଡରେ ଉତ୍ତରାଖଣ୍ଡ ପୁଲିସ୍‌। ହରିଦ୍ୱାରରେ ଆୟୋଜିତ ତଥାକଥିତ ଧର୍ମ ସଂସଦରେ ଇସଲାମ ଧର୍ମ ବିରୋଧରେ ବିବାଦୀୟ ତଥା ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଜିତେନ୍ଦ୍ର ତ୍ୟାଗୀଙ୍କୁ ଆଜି ପୁଲିସ୍‌ ଅଟକ ରଖିଛି।

ଶ୍ରୀ ତ୍ୟାଗୀଙ୍କ ପ୍ରକୃତ ନାଁ ୱାସିମ ରିଜଭି ଥିଲା। କିନ୍ତୁ ସେ ନିକଟରେ ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ପାଲଟି ଯାଇଛନ୍ତି। ଏଥିସହ ଧର୍ମ ସଂସଦରେ ଯୋଗ ଦେଇ ମୁସଲମାନଙ୍କ ବିରୋଧରେ ବିଷ ଓକାରିଛନ୍ତି।

କେବଳ ତ୍ୟାଗୀ ନୁହନ୍ତି, ମୁସଲିମଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ କହିଥିବା ୟାତି ନରସିଂହନନ୍ଦଙ୍କୁ ମଧ୍ୟ ପୁଲିସ୍‌ ଅଟକ ରଖି ପଚାରାଉଚରା କରୁଛି। ପୂର୍ବରୁ ଉତ୍ତରାଖଣ୍ଡ ପୁଲିସ୍‌ ଏମାନଙ୍କ ନାଁରେ ମାମଲା ରୁଜୁ କରିଥିଲା।

ଧର୍ମ ସଂସଦ ନାଁରେ ସଂ‌ଖ୍ୟାଲଘୁମାନଙ୍କୁ ହିନ୍ଦୁ ଧର୍ମର ତଥାକଥିତ ଗୁରୁମାନେ ଟାର୍ଗେଟ କରିଥିଲେ। ସେମାନେ ମୁସଲମାନଙ୍କ ନରସଂହାର କରିବାକୁ ଆହ୍ୱାନ ଦେବା ସହ ହିନ୍ଦୁ ରାଷ୍ଟ୍ର ଗଠନ କରିବାକୁ ଶପଥ ପାଠ କରାଇଥିଲେ। ଏହାର ଭିଡିଓ ଭାଇରାଲ ହେବାର ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ପୂରା ଘଟଣାରେ ଉତ୍ତରାଖଣ୍ଡ ସରକାରଙ୍କୁ ଜବାବ ତଲବ କରିଛନ୍ତି।

ଆଜି ପୁଲିସ୍‌ ପଞ୍ଝାରା ପଡ଼ିଥିବା ଜିତେନ୍ଦ୍ର ତ୍ୟାଗୀ ଇସଲାମରେ ବିଶ୍ୱାସ କରୁଥିବା କୋଟି କୋଟି ଲୋକଙ୍କ ଭାବାବେଗକୁ ଜାଣିଶୁଣି ନିଜ ଭାଷଣ ମାଧ୍ୟମରେ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ସେ ବିବାଦୀୟ ବୟାନକୁ ଫେସବୁକରେ ଲାଇଭ ମଧ୍ୟ କରିଥିଲେ।

ଘଟଣା ପରେ ଗୁଲବହାର ଖାନ ହରିଦ୍ୱାର କୋଟୱାଲି ଥାନରେ ତ୍ୟାଗୀଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲେ।
ଏହାପରେ ପୁଲିସ୍‌ ଭାଇରାଲ ଭିଡିଓକୁ ବିଚାରକୁ ନେଇ ଜିତେନ୍ଦ୍ର ତ୍ୟାଗୀ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story