ବାପାଠାରୁ ଶିଖିଥିଲେ ବେପାର, ଖୋଲୁଛି କୁବେରଙ୍କ ଗୁମର

କାନପୁର: ଘରେ ପଡ଼ିରହିଥିଲା କୋଟି କୋଟି ଟଙ୍କାର କଳାଧନ । ଟଙ୍କା ଗଦିରେ ଶୋଇବା ପାଇଁ ଥିଲା ସାମର୍ଥ୍ୟ। ଚାହିଁଥିଲେ ଚଢ଼ିପାରିଥାନ୍ତା ନାମୀଦାମୀ ବ୍ରାଣ୍ଡର ହାଇଫାଇ ଗାଡ଼ି। କିନ୍ତୁ ନା। ସେମିତି ହେଲେ ପଡ଼ୋଶୀଙ୍କ ସନ୍ଦେହ ହୋଇଥାନ୍ତା  ତେଣୁ ଖଣ୍ଡେ ପୁରୁଣା ବଜାଜ୍ ସ୍କୁଟର ଚଢ଼ି ବୁଲୁଥିଲେ ଅମାପ କଳା ସଂପତ୍ତିର ମାଲିକ ପୀୟୂଷ ଜୈନ। ଉତ୍ତରପ୍ରଦେଶ କାନପୁର ଓ କନ୍ନୌଜରେ ଜଣେ ପ୍ରତିଷ୍ଠିତ ଅତର ବ୍ୟବସାୟୀ ହେବା ସତ୍ତ୍ୱେ, ତାଙ୍କର ସାଧାସିଧା ବେଶଭୂଷା ଓ ଜୀବନ ଶୈଳୀର […]

iop1

iop1

Tapas Behera
  • Published: Tuesday, 28 December 2021
  • Updated: 28 December 2021, 10:54 PM IST

Sports

Latest News

କାନପୁର: ଘରେ ପଡ଼ିରହିଥିଲା କୋଟି କୋଟି ଟଙ୍କାର କଳାଧନ । ଟଙ୍କା ଗଦିରେ ଶୋଇବା ପାଇଁ ଥିଲା ସାମର୍ଥ୍ୟ। ଚାହିଁଥିଲେ ଚଢ଼ିପାରିଥାନ୍ତା ନାମୀଦାମୀ ବ୍ରାଣ୍ଡର ହାଇଫାଇ ଗାଡ଼ି। କିନ୍ତୁ ନା। ସେମିତି ହେଲେ ପଡ଼ୋଶୀଙ୍କ ସନ୍ଦେହ ହୋଇଥାନ୍ତା  ତେଣୁ ଖଣ୍ଡେ ପୁରୁଣା ବଜାଜ୍ ସ୍କୁଟର ଚଢ଼ି ବୁଲୁଥିଲେ ଅମାପ କଳା ସଂପତ୍ତିର ମାଲିକ ପୀୟୂଷ ଜୈନ। ଉତ୍ତରପ୍ରଦେଶ କାନପୁର ଓ କନ୍ନୌଜରେ ଜଣେ ପ୍ରତିଷ୍ଠିତ ଅତର ବ୍ୟବସାୟୀ ହେବା ସତ୍ତ୍ୱେ, ତାଙ୍କର ସାଧାସିଧା ବେଶଭୂଷା ଓ ଜୀବନ ଶୈଳୀର ରାଜ୍  ଜିଏସଟି ରେଡ୍ ପରେ ସାମ୍ନାକୁ ଆସିଛି ।ଏବେ ପଡ଼ୋଶୀ ବି ତାଜୁବ୍। କାନପୁର ଓ କନ୍ନୌଜବାସୀ ବି ହତବାକ୍ । କୁହାଯାଉଛି ପୀୟୂଷ ପୁରୁଣା ସ୍କୁଟର୍ ଚଳାଉଥିଲେ।  ଅଧିକାଂଶ ସମୟ ଚପଲ ଓ କୁର୍ତ୍ତା ପାଇଜାମାରେ ବୁଲୁଥିଲେ ।କେବଳ ୨ ଜଣ ଓ୍ୱାଚମ୍ୟାନ୍‌ଙ୍କୁ ଛାଡ଼ି ଘରେ ଗୋଟିଏ ବି ଚାକର ରଖିନଥିଲେ ପୀୟୂଷ । କୌଣସି ଓ୍ୱାଚମ୍ୟାନକୁ ଘର ଭିତରକୁ ଯିବାକୁ ଅନୁମତି ନଥିଲା ।ସେମାନଙ୍କୁ ପ୍ରତି ଦେଢ଼ ବର୍ଷରେ ବଦଳାଯାଉଥିଲା।

ପୀୟୂଷଙ୍କ କାନପୁର ଓ କନ୍ନୌଜ ସ୍ଥିତ ୩ଟି ଘର ଏବଂ ଅତର ଫ୍ୟାକ୍ଟ୍ରିରେ ଚାଲିଥିବା ରେଡ୍‌ରୁ ୧୯୪ କୋଟି ୪୫ ଲକ୍ଷ ଟଙ୍କା କ୍ୟାଶ୍, ୨୩ କିଲୋ ସୁନା ଇଟା ଏବଂ ୬ କୁଇଣ୍ଟାଲ ଚନ୍ଦନ କାଠ ଜବତ ହୋଇଛି । ପୀୟୂଷଙ୍କ କନ୍ନୌଜ ସ୍ଥିତ ପୈତୃକ ବାସଭବନରେ ଥିଲା ୧୮ ଲକର୍ ଓ ୫ଶହ ଚାବି। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନ୍ଡାଇରେକ୍ଟ ଟାକ୍ସେସ୍ ଆଣ୍ଡ୍ କଷ୍ଟମ୍ସ- CBIC ଦ୍ୱାରା ଏହା ଏଯାଏଁ ସବୁଠୁ ବଡ଼ ସିଜର୍ ବୋଲି କହିଛି । ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍ ଜିଏସଟି ଇଣ୍ଟଲିଜେନ୍ସ- DGGI  ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ପୀୟୂଷକୁ CGST ଧାରା ୬୭ ଅଧୀନରେ ଗିରଫ କରାଯାଇଥିବା ବେଳେ, ଗତକାଲି ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କାନପୁର କୋର୍ଟ।

ନିଜ କେମିଷ୍ଟ୍ ବାପା ମହେଶ ଚନ୍ଦ୍ର ଜୈନଙ୍କ ଠାରୁ ଅତର ସହିତ ପାନମସଲା ଓ ଅନ୍ୟ ଖାଦ୍ୟଦ୍ରବ୍ୟରେ ବ୍ୟବହୃତ ଏସେନ୍ସ ତିଆରି ଶିଖି, ୧୫ ବର୍ଷ ତଳେ ଓଡୋକେମ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା କରିଥିଲେ ପୀୟୂଷ । ତିଆରି କରୁଥିଲେ ଅତର ଓ ଶିଖର ପାନମସାଲା।  କନ୍ନୌଜ ଓ କାନପୁର ସହ ଦିଲ୍ଲୀ, ମୁମ୍ବାଇ, ଏପରିକି ଦୁବାଇକୁ ବି ଲମ୍ବିଥିଲା ବ୍ୟବସାୟ । ତେବେ ଏହି ୫ କୋଟି ଟଙ୍କା କଂପାନୀର ମାଲିକ ଜାଲ୍ ବିଲରେ ସାମଗ୍ରୀ ପ୍ରାୟ ୪୦ ଗୁଣ ଅଧିକ ସଂପତ୍ତି ଜମା କରିବାରେ ସଫଳ ହୋଇଥିବା କୁହାଯାଉଛି । ସବୁକିଛି ଠିକ୍ ଠାକ୍ ଚାଲିଥିଲା।  ତେବେ ଅହମ୍ମଦାବାଦ DGGI ୪ଟି ଟ୍ରକକ୍‌ ଜବତ କରି ସେଥିରୁ ଜାଲ୍ କଂପାନୀ ନାଁରେ ବିଲ୍ ହୋଇଥିବା ଜାଣିବା ପରେ, ଖୋଲିଯାଇଥିଲା ଏହି କୁବେରଙ୍କ ଗୁମର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story