‘ଶସ୍ତା ଲୋକପ୍ରିୟତା ପାଇଁ କେଜ୍ରିଓ୍ୱାଲ କିଛି ବି କରିପାରିବେ’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ବର୍ଷିଛନ୍ତି। ଶସ୍ତା ଲୋକପ୍ରିୟତା ପାଇଁ କେଜ୍ରିଓ୍ୱାଲ ସମସ୍ତ ନିୟମ ଭାଙ୍ଗିବାକୁ ରାଜି ବୋଲି ଯୋଗୀ କହିଛନ୍ତି। ପ୍ରଧାନମନ୍ତ୍ରୀ କୋଭିଡ୍ ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରୁଥିଲେ। ନିୟମ ଅନୁଯାୟୀ ଏହି ବୈଠକ ସାର୍ବଜନୀନ କରାଯାଏନି। ହେଲ ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରି ଦେଇଥିଲେ। ଯାହାକି ବିଭିନ୍ନ ଟିଭିରେ ସିଧା ପ୍ରସାରିତ ହୋଇଥିଲା। ଏହି ସମୟରେ ଦିଲ୍ଲୀରେ […]

yogi-kejriwal

yogi-kejriwal

Subhransu Sekhar
  • Published: Saturday, 24 April 2021
  • Updated: 24 April 2021, 02:26 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ବର୍ଷିଛନ୍ତି। ଶସ୍ତା ଲୋକପ୍ରିୟତା ପାଇଁ କେଜ୍ରିଓ୍ୱାଲ ସମସ୍ତ ନିୟମ ଭାଙ୍ଗିବାକୁ ରାଜି ବୋଲି ଯୋଗୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କୋଭିଡ୍ ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରୁଥିଲେ। ନିୟମ ଅନୁଯାୟୀ ଏହି ବୈଠକ ସାର୍ବଜନୀନ କରାଯାଏନି। ହେଲ ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରି ଦେଇଥିଲେ। ଯାହାକି ବିଭିନ୍ନ ଟିଭିରେ ସିଧା ପ୍ରସାରିତ ହୋଇଥିଲା। ଏହି ସମୟରେ ଦିଲ୍ଲୀରେ ଅକ୍ସିଜେନ ଅଭାବ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ୟାଙ୍କର ଅଟକା ଯାଉଥିବା କଥା ମୋଦିଙ୍କ ଆଗରେ କହୁଥିଲେ କେଜ୍ରିଓ୍ୱାଲ। ଏହାକୁ ସାରା ଦେଶ ମଧ୍ୟ ଶୁଣିଥିଲା।  ଆଉ ପ୍ରଧାନମନ୍ତ୍ରୀ ଏହି ସମୟରେ ଜାଣିପାରିଥିଲେ ଯେ ଏହି ବୈଠକର ସିଧା ପ୍ରସାରଣ ହେଉଛି। ଆଉ ହଠାତ୍ କେଜ୍ରିଓ୍ୱାଲଙ୍କୁ ମଝିରେ ରୋକିଥିଲେ। ଆଉ କହିଥିଲେ ନିୟମ ବାହାରକୁ ଯାଇ ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ସିଧା ପ୍ରସାରଣ କରୁଛନ୍ତି। ଏହା ପ୍ରୋଟୋକଲ ବାହାରେ। ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ଆଚରଣ ଓ ବ୍ୟବହାର ପାଇଁ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ହାତ ଯୋଡ଼ି କ୍ଷମା ମାଗିଥିଲେ। ଆଗକୁ ଏଭଳି ଭୁଲ୍ ହେବନି ବୋଲି କେଜ୍ରିଓ୍ୱାଲ କହିଥିଲେ।

ଏହାକୁ ନେଇ ଯୋଗୀ ଟ୍ୱିଟ୍ କରି କହିଛନ୍ତି, କେଜ୍ରିଓ୍ୱାଲଙ୍କ ଆଉ ଏକ କାରନାମା ସାମ୍ନାକୁ ଆସିଛି। ଆମ୍ ଆଦାମୀ ପାର୍ଟି ସରକାର ନିଜର ବିଫଳତାକୁ ଲୁଚାଇବା ପାଇଁ ଅନ୍ୟ ଉପରେ ଦୋଷ ଲଦିବାରେ ବ୍ୟସ୍ତ। ଏଭଳି କରି ଲୋକଙ୍କ ଆଗରେ ସେ ଭଲ ବୋଲି ଦେଖାଇ ହେଉଛନ୍ତି। ଏହା ରାଜନୀତିର ‘ଅଶ୍ଳୀଳ ଏବଂ ନିମ୍ନ ଆଚରଣ’। ଏହାକୁ ସେ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି।

https://twitter.com/myogiadityanath/status/1385568597074874373?s=20

ବିଜେପି କହିଛି, କୋଭିଡ ମୁକାବିଲାରେ କେଜ୍ରିଓ୍ୱାଲ ସରକାର ବିଫଳ। ତେଣୁ ସେ ଏଭଳି ଭିଡିଓ ଅତି ଚତୁରତାର ସହ ସାର୍ବଜନୀନ କରି ଲୋକଙ୍କ ଆଗରେ ନିଜର ଭାବମୂର୍ତ୍ତି ଠିକ୍ କରିବାକୁ ଚେଷ୍ଟା କରିଥିଲେ। ଆଉ ଏହାକୁ ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଠଉରାଇପାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story