ମନ୍ତ୍ରୀଙ୍କ କାରରେ ପିଟିହେଲା ଟ୍ରକ୍‌

ଥିରୁଅନନ୍ତପୁରମ: ଦୁର୍ଘଟଣାରେ ସମ୍ମୁଖୀନ ହେଲେ ମନ୍ତ୍ରୀ। କେରଳର କୋଅପରେଶନ୍ ଏବଂ ପଞ୍ଜିକରଣ ମନ୍ତ୍ରୀ ଭିଏନ୍ ଭାସନଭନ୍‌ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ଏଥିରେ ମନ୍ତ୍ରୀଙ୍କ କିଛି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ତାଙ୍କ ଗନ୍‌ ମ୍ୟାନ୍ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି।  ମିଳିଥିବା ସୂଚନା ଅନୁଯାୟୀ ଏକ ମିନିଟ୍ରକ୍ ଭାରସାମ୍ୟ ହରାଇ ମନ୍ତ୍ରୀଙ୍କ ଗାଡ଼ି ସହ ପିଟି ହୋଇଥିଲା। ସୋମବାର ପାମ୍ପେଡ଼େରେ ଏହି ଦୁର୍ଘଟଣା ଘଟିଛି। ତେବେ ସୌଭାଗ୍ୟକ୍ରମେ ମନ୍ତ୍ରୀ ବର୍ତ୍ତି ଯାଇଥିବା ବେଳେ ଥିବା ବେଳେ […]

car-2

car-2

Tapas Behera
  • Published: Monday, 03 January 2022
  • Updated: 03 January 2022, 05:38 PM IST

Sports

Latest News

ଥିରୁଅନନ୍ତପୁରମ: ଦୁର୍ଘଟଣାରେ ସମ୍ମୁଖୀନ ହେଲେ ମନ୍ତ୍ରୀ। କେରଳର କୋଅପରେଶନ୍ ଏବଂ ପଞ୍ଜିକରଣ ମନ୍ତ୍ରୀ ଭିଏନ୍ ଭାସନଭନ୍‌ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ଏଥିରେ ମନ୍ତ୍ରୀଙ୍କ କିଛି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ତାଙ୍କ ଗନ୍‌ ମ୍ୟାନ୍ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି।  ମିଳିଥିବା ସୂଚନା ଅନୁଯାୟୀ ଏକ ମିନିଟ୍ରକ୍ ଭାରସାମ୍ୟ ହରାଇ ମନ୍ତ୍ରୀଙ୍କ ଗାଡ଼ି ସହ ପିଟି ହୋଇଥିଲା। ସୋମବାର ପାମ୍ପେଡ଼େରେ ଏହି ଦୁର୍ଘଟଣା ଘଟିଛି। ତେବେ ସୌଭାଗ୍ୟକ୍ରମେ ମନ୍ତ୍ରୀ ବର୍ତ୍ତି ଯାଇଥିବା ବେଳେ ଥିବା ବେଳେ ତାଙ୍କ ଗନ୍ ମ୍ୟାନ୍ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ କାରଟି କ୍ଷତିଗ୍ରସ୍ତ ହୋଇଥିବା ଚିତ୍ର ଆସିଛି। ଘଟଣାସ୍ଥଳରେ ସ୍ଥାନୀ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story