ଥିରୁଅନନ୍ତପୁରମ: ଦୁର୍ଘଟଣାରେ ସମ୍ମୁଖୀନ ହେଲେ ମନ୍ତ୍ରୀ। କେରଳର କୋଅପରେଶନ୍ ଏବଂ ପଞ୍ଜିକରଣ ମନ୍ତ୍ରୀ ଭିଏନ୍ ଭାସନଭନ୍ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ଏଥିରେ ମନ୍ତ୍ରୀଙ୍କ କିଛି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ତାଙ୍କ ଗନ୍ ମ୍ୟାନ୍ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏକ ମିନିଟ୍ରକ୍ ଭାରସାମ୍ୟ ହରାଇ ମନ୍ତ୍ରୀଙ୍କ ଗାଡ଼ି ସହ ପିଟି ହୋଇଥିଲା। ସୋମବାର ପାମ୍ପେଡ଼େରେ ଏହି ଦୁର୍ଘଟଣା ଘଟିଛି। ତେବେ ସୌଭାଗ୍ୟକ୍ରମେ ମନ୍ତ୍ରୀ ବର୍ତ୍ତି ଯାଇଥିବା ବେଳେ ଥିବା ବେଳେ ତାଙ୍କ ଗନ୍ ମ୍ୟାନ୍ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ କାରଟି କ୍ଷତିଗ୍ରସ୍ତ ହୋଇଥିବା ଚିତ୍ର ଆସିଛି। ଘଟଣାସ୍ଥଳରେ ସ୍ଥାନୀ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Offbeat
'ସ୍ତ୍ରୀ ମୁହଁକୁ କେତେ ସମୟ ଚାହିଁ ରହିବ?' ରବିବାର ବି କାମ କରିବାକୁ ସୁବ୍ରମଣ୍ୟନଙ୍କ ପରାମର୍ଶ
କହିଲେ ରବିବାର କର୍ମଚାରୀଙ୍କୁ କାମ କରାଇପାରୁନଥିବାରୁ ମୁଁ ଦୁଃଖିତ। ସପ୍ତାହରେ ୯୦ଘଣ୍ଟା କାମ କରିବାକୁ କର୍ମଚାରୀଙ୍କୁ ସୁବ୍ରମଣ୍ୟନଙ୍କ ପରାମର୍ଶ।
National
ସମସ୍ତେ ଭାବିଥିଲେ ମରିଯାଇଛନ୍ତି, କିନ୍ତୁ ୨୪ ବର୍ଷ ପରେ ପରିବାର ପାଖକୁ ଫେରିଲେ
ଅୟାଲ ଗାଁରେ ରହୁଥିବା ପ୍ରମୋଦ ୨୦୦୦ ମସିହା ଡିସେମ୍ବର ୪ରେ ହଠାତ୍ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ।
Politics
'ଇଣ୍ଡିଆ' ମେଣ୍ଟ ଭାଙ୍ଗି ଦେବା ଉଚିତ: ଓମାର ଅବଦୁଲ୍ଲା
ଦିଲ୍ଲୀ ନିର୍ବାଚନରେ ଆପ୍-କଂଗ୍ରେସ ମୁହାଁମୁହିଁ ହେବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଲେ ଓମାର ଅବଦୁଲ୍ଲା। ଯଦି କେବଳ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା, ଏହାକୁ ଭାଙ୍ଗିଦେବା ଉଚିତ ବୋଲି କହିଲେ।
National
ବିଷ ପିଇ ଦେଲେ ଆନ୍ଦୋଳନ କରୁଥିବା ଚାଷୀ, ହସ୍ପିଟାଲରେ ଚାଲିଗଲା ଜୀବନ
ସେ ଆନ୍ଦୋଳନସ୍ଥଳରେ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ପଟିଆଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
Guest Column
ଲୋକଙ୍କୁ ଭୂତେଇବେ କେମିତି? କୌଟିଲ୍ୟ କହିଲେ କ’ଣ?
ସାମନ୍ତବାଦୀ ଶାସନ କାଳରେ ଯେପରି ରାଜାମାନେ ରାଜ୍ୟ ଜୟ କରିବାର ମୋହରେ ଲୋକଙ୍କଠାରୁ ଅଧିକ କର ଆଦାୟ କରି ଯୁଦ୍ଧଯାତ୍ରାରେ ଖର୍ଚ୍ଚ କରୁଥିଲେ, ଆଜିର ଦିନରେ ମଧ୍ୟ ସେହି ବ୍ୟବସ୍ଥା ଦେଖିବାକୁ ମିଳୁଛି। କେନ୍ଦ୍ରୀୟ ବ୍ୟୟ ବଜେଟ୍ର ମୁଖ୍ୟ ଅଂଶ ଆମର ଯୁଦ୍ଧ ସରଞ୍ଜାମ ତିଆରି କରିବା ଓ କ୍ରୟ କରିବାରେ ବ୍ୟୟ ହେଉଛି।