କେରଳରେ ପହଞ୍ଚିଲା ଓମିକ୍ରନ୍‌

ବେଙ୍ଗାଲୁରୁ: କେରଳରେ ପହଞ୍ଚିଲା ଓମିକ୍ରନ୍‌। ଜଣେ ୟୁକେ ଫେରନ୍ତା ଓମିକ୍ରନ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଓମିକ୍ରନ୍‌ ନେଇ ଏହା ହେଉଛି କେରଳର ପ୍ରଥମ ମାମଲା।  ସମ୍ପୃକ୍ତ ବ୍ୟକ୍ତି ଜଣକ ଡିସେମ୍ବର ୬ରୁ ବ୍ରିଟେନ୍‌ରୁ ଭାୟା ଆବୁଧାବି ଦେଇ ଫେରିଥିଲେ। ଡିସେମ୍ବର ୮ରେ ତାଙ୍କ ସାମ୍ପୁଲ ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏର୍ଣ୍ଣାକୁଲମର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି।  ତେବେ ରୋଗୀର ଅବସ୍ଥା ସ୍ଥିର ଅଛି ଏବଂ ଚିନ୍ତା କରିବାର […]

covid19 new symptoms

covid19 new symptoms

Tapas Behera
  • Published: Sunday, 12 December 2021
  • Updated: 12 December 2021, 09:58 PM IST

Sports

Latest News

ବେଙ୍ଗାଲୁରୁ: କେରଳରେ ପହଞ୍ଚିଲା ଓମିକ୍ରନ୍‌। ଜଣେ ୟୁକେ ଫେରନ୍ତା ଓମିକ୍ରନ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ଓମିକ୍ରନ୍‌ ନେଇ ଏହା ହେଉଛି କେରଳର ପ୍ରଥମ ମାମଲା।  ସମ୍ପୃକ୍ତ ବ୍ୟକ୍ତି ଜଣକ ଡିସେମ୍ବର ୬ରୁ ବ୍ରିଟେନ୍‌ରୁ ଭାୟା ଆବୁଧାବି ଦେଇ ଫେରିଥିଲେ। ଡିସେମ୍ବର ୮ରେ ତାଙ୍କ ସାମ୍ପୁଲ ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି।

ଏର୍ଣ୍ଣାକୁଲମର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି।  ତେବେ ରୋଗୀର ଅବସ୍ଥା ସ୍ଥିର ଅଛି ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଡାକ୍ତରୀ ଟିମ୍ କହିଛନ୍ତି।  ତେବେ ତାଙ୍କ ସହ ଆସିଥିବା ୧୪୯ ଜଣ ବିମାନ ଯାତ୍ରୀଙ୍କୁ ଏହି ତଥ୍ୟ ବିଷୟରେ ଅବଗତ କରି ଦିଆଯାଇଛି। ଏହି ମାମଲାକୁ ମିଶାଇ ଭାରତରେ ଅଦ୍ୟାବଧି ଓମିକ୍ରମ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ହୋଇଛି।  ଦେଶରେ  ଲ୍ୟାବଗୁଡିକରେ ଶତାଧିକ  କୋଭିଡ୍ -19 ପଜିଟିଭ୍ ନମୁନା ଜିନୋମ ପରୀକ୍ଷା କରାଯାଉଛି।

ସେପଟେ ଆନ୍ଧ୍ରପ୍ରଦେଶରରେ ପ୍ରଥମ ଓମିକ୍ରନ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି।  ଜଣେ ୩୪ବର୍ଷୀୟ ଯୁବକଙ୍କ ଠାରେ ଏହା ଚିହ୍ନଟ ହୋଇଛି। ଯୁବକ ଜଣଙ୍କ ଆୟାରଲାଣ୍ଡରୁ ଫେରିଥିଲେ। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମକ ସଂଖ୍ୟା  ୩୬କୁ ପହଞ୍ଚିଛି। ଓମିକ୍ରନ୍‌ ପ୍ରଜାତି କରୋନା ମହାମାରୀକୁ କେତେଦୂର ପ୍ରଭାବିତ କରିବ ସେନେଇ କୌଣସି ସ୍ପଷ୍ଟ ବୈଜ୍ଞ‌ାନିକ ତଥ୍ୟ ଆସିନଥିବାବେଳେ ଏହି ପ୍ରଜାତିକୁ ନେଇ କିନ୍ତୁ ପ୍ରବଳ ଭୟ ବଢ଼ିବାରେ ଲାଗିଛି। ଓମିକ୍ରନ୍‌ ପ୍ରଜାତି ପାଇଁ ଅଧିକରୁ ଅଧିକ ଲୋକ ଟିକା ନେଇଛନ୍ତି। ଟିକାକରଣ ତଥ୍ୟରୁ ଏହା ଜଣାପଡ଼ିଛି ଯେ, ପୂର୍ବ ୧୩ ଦିନ ତୁଳନାରେ ଗତ ୧୩ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକାକରଣରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଏହି ସମୟ ମଧ୍ୟରେ ମୋଟ୍‌ ଟିକାକରଣରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story