ୟୁନେସ୍କୋ ଐତିହ୍ୟରେ ସାମିଲ ହେଲା କୋଲକାତା ଦୁର୍ଗାପୂଜା  

କୋଲକାତା: କୋକାତା ପ୍ରସିଦ୍ଧ ଦୁର୍ଗାପୂଜାକୁ ମିଳିଛି ଅନ୍ତର୍ଜାତିକ ସ୍ୱୀକୃତି। ଏହି ମହୋତ୍ସବକୁ ୟୁନେସ୍କୋ ଐତିହ୍ୟରେ ସାମିଲ କରାଯାଇଛି। ବିଷେଶ କରି ଏହାକୁ ‘ଇନଟାଞ୍ଜିବୁଲ୍ ହେରିଟେଜ୍‌’ରେ ସ୍ଥାନ ମିଳିଛି। ଅର୍ଥାତ ଏହାକୁ ‘ଭାବାବେଗ ଐତିହ୍ୟ’ରେ ଅନ୍ତର୍ଭୁକ୍ତ କରାଯାଇଛି। A matter of great pride and joy for every Indian! Durga Puja highlights the best of our traditions and ethos. And, Kolkata’s Durga Puja is an experience everyone must […]

durga

durga

Tapas Behera
  • Published: Wednesday, 15 December 2021
  • Updated: 15 December 2021, 10:06 PM IST

Sports

Latest News

କୋଲକାତା: କୋକାତା ପ୍ରସିଦ୍ଧ ଦୁର୍ଗାପୂଜାକୁ ମିଳିଛି ଅନ୍ତର୍ଜାତିକ ସ୍ୱୀକୃତି। ଏହି ମହୋତ୍ସବକୁ ୟୁନେସ୍କୋ ଐତିହ୍ୟରେ ସାମିଲ କରାଯାଇଛି। ବିଷେଶ କରି ଏହାକୁ ‘ଇନଟାଞ୍ଜିବୁଲ୍ ହେରିଟେଜ୍‌’ରେ ସ୍ଥାନ ମିଳିଛି। ଅର୍ଥାତ ଏହାକୁ ‘ଭାବାବେଗ ଐତିହ୍ୟ’ରେ ଅନ୍ତର୍ଭୁକ୍ତ କରାଯାଇଛି।
https://twitter.com/narendramodi/status/1471106164813283329?s=20

ଏନେଇ ବୁଧବାର ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି।  ଗତ ଡିସେମ୍ବର ୧୩ରୁ ୧୮ ମଧ୍ୟରେ ୟୁନେଷ୍କୋ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଟ୍ୱିଟ୍‌ କରି  କହିଛନ୍ତି।
https://twitter.com/MamataOfficial/status/1471122662873186313?s=20
କୋଲକାତା ଦୁର୍ଗା ପୂଜା ଅନନ୍ୟ ପରମ୍ପରାର ନିଦର୍ଶନ ବହନ କରେ ବୋଲି ମୋଦି କହିଛନ୍ତି। ଏଠିକାର ଦୁର୍ଗା ପୂଜାକୁ ପ୍ରଶଂସା କରି ୟୁନେସ୍କୋ କହିଛି ଯେ, ଏହି ମହୋତ୍ସବ ପରିବାରକୁ ଏକାଠି କରେ। ଯିଏ ଯେଉଁଠି ଥାଆନ୍ତି ସେମାନେ ଘର ମୁହାଁ ହୁଅନ୍ତି। ଏହି ପୂଜାରେ  ଧର୍ମ ଏବଂ କଳାର ଅପୂର୍ବ ମିଳନ ଦେଖିବାକୁ ମିଳେ। କଳାକାର ଏବଂ ଡିଜାଇନରମାନେ ସେମାନଙ୍କ କଳା ନିପୁଣତାକୁ ପ୍ରଦର୍ଶନ କରିଥାନ୍ତି।
https://twitter.com/AmitShah/status/1471119284457799683?s=20

ଦୁର୍ଗାପୂଜା ଦେଶବ୍ୟାପି ପାଳିତ ହେଉଥିଲେ ମଧ୍ୟ କୋଲକତାର ସ୍ୱତନ୍ତ୍ରତା ବେଶ ପ୍ରଶଂସନୀୟ।  ବିଶେଷକରି କୋଲକତା ଦୁର୍ଗାପୂଜାକୁ ଦେଖିବା ପାଇଁ ଦେଶ ଏବଂ ଦେଶ ବାହାରୁ ପର୍ଯ୍ୟଟକମାନେ ଆସିଥାନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ଟ୍ୱିଟ କରି କହିଛନ୍ତି ଯେ, ବେଙ୍ଗଲ ପାଇଁ ଗର୍ବିତ ମୁହୂର୍ତ୍ତ। ଏହା କେବଳ ଏକ ପର୍ବ ନୁହେଁ ବରଂ ଏହାଠାରୁ ଢେର ଅଧିକ। ଦୁର୍ଗାପୂଜା ଏକ ଭାବାବେଗ। ପ୍ରେମ, ଶ୍ରଦ୍ଧା ଭଲପାଇବାର ଏହି ପର୍ବ ସଭିଙ୍କୁ ଏକାଠି ଯୋଡ଼େ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି ଯେ, ଏହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଏକତାର ସୂତ୍ରରେ ବାନ୍ଧି ରଖୁଥିବା ଏହି  ଦୁର୍ଗାପୂଜା ସାସ୍କୃତିକ ଐତିହ୍ୟର ବାର୍ତ୍ତା ବହନ କରେ ବୋଲି ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story