ପୁନିତ ରାଜକୁମାରଙ୍କ ମୃତ୍ୟୁ, ଦୁଇ ରାତି ବନ୍ଦ ରହିବ ମଦ ଦୋକାନ

ବେଙ୍ଗାଲୁରୁ: ସାଉଥ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଅକାଳ ବିୟୋଗ ପରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇ ଯାଇଛି। ଆଜି ଜିମ୍‌ରେ ୪୬ ବର୍ଷୀୟ ପୁନିତ ୱାର୍କ ଆଉଟ କରୁଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ବେଙ୍ଗାଲୁରୁର ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ଦେହାନ୍ତ ହୋଇଛି। ଆସନ୍ତାକାଲି ପୂର୍ଣ୍ଣ ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। କାର୍ନ୍ତିବା ଷ୍ଟାଡିୟମରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ। ଅଚାନକ ଏପରି ଘଟିଥିବାରୁ […]

punith

punith

Hemant Lenka
  • Published: Friday, 29 October 2021
  • Updated: 29 October 2021, 08:56 PM IST

Sports

Latest News

ବେଙ୍ଗାଲୁରୁ: ସାଉଥ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଅକାଳ ବିୟୋଗ ପରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇ ଯାଇଛି। ଆଜି ଜିମ୍‌ରେ ୪୬ ବର୍ଷୀୟ ପୁନିତ ୱାର୍କ ଆଉଟ କରୁଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ବେଙ୍ଗାଲୁରୁର ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ଦେହାନ୍ତ ହୋଇଛି। ଆସନ୍ତାକାଲି ପୂର୍ଣ୍ଣ ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। କାର୍ନ୍ତିବା ଷ୍ଟାଡିୟମରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ।

ଅଚାନକ ଏପରି ଘଟିଥିବାରୁ ଏହାକୁ ତାଙ୍କ ଫ୍ୟାନମାନେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଚାରିଆଡ଼େ ଶୋକାକୁଳ ପରିବେଶ ଥିବା ବେଳେ ପୂରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୁଲିସ୍‌। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ବେଙ୍ଗାଲୁରୁରେ ଦୁଇ ରାତି ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଅର୍ଥ ଆଜି ଓ ଆସନ୍ତାକାଲି ବେଙ୍ଗାଲୁରୁରେ ମଦ ଦୋକାନ ବନ୍ଦ ରହିବ। ସେହିପରି ପୂରା ବେଙ୍ଗାଲୁରୁ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ପ୍ୟାଟ୍ରୋଲିଂ କରାଯାଉଛି। କୌଣସି ପ୍ରକାରର ଅଘଟଣ ଯେମିତି ନ ଘଟିବ, ସେଥିପାଇଁ ପୁଲିସ୍‌ ସବୁ ପ୍ରକାରର ବ୍ୟବସ୍ଥା କରିଛି। ବର୍ତ୍ତମାନ କାର୍ନ୍ତିବା ଷ୍ଟାଡିୟମରେ ପୁନିତଙ୍କ ମରଶରୀରରେ ରଖାଯାଇଛି।

ଏଠାରେ ଆସନ୍ତାକାଲି ଓ ଆଜି ଲୋକମାନେ ତାଙ୍କର ଶେଷ ଦର୍ଶନ କରିବେ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପୁନିତ ୬ ମାସରେ ହୋଇଥିବା ବେଳେ କନ୍ନଡ ଫିଲ୍ମରେ ଅଭିନୟ କରିଥିଲେ। ମାତ୍ର ୧୦ ବର୍ଷ ବୟସରେ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ।

ଅନେକ ସୁପର ହିଟ୍‌ ଫିଲ୍ମରେ ପୁନିତ ନିଜର ନିଖୁଣ ଅଭନୟ କରିଛନ୍ତି। ଆଜି ତାଙ୍କ ବିୟୋଗରେ ପୂରା କର୍ଣ୍ଣାଟକା ଦୁଃଖରେ ଭାଙ୍ଗି ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଓ କ୍ରୀଡ଼ାବିତ୍‌ ତାଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ସମସ୍ତେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story