ଆଉ ୧୦ ଦିନ ଲକଡାଉନ ଅବଧି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ପାଟନା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ଅବଧି ବୃଦ୍ଧି କରିବାରେ ଲାଗିଛନ୍ତି। ସକାଳେ ମହାରାଷ୍ଟ୍ର ସରକାର ରାଜ୍ୟରେ ଲକଡାଉନ ଅବଧିକୁ ଜୁନ୍‌ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଥିବା ବେଳେ ଏବେ ବିହାର ସରକାର ସମାନ ପଦକ୍ଷେପ ନେଇଛନ୍ତି। ବିହାରରେ ମେ’ ୨୫ ଯାଏ ଲକଡାଉନ ବଳବତ୍ତର ରହିବ। ଏବେ ବିହାରରେ ଲାଗିଥିବା ଲକଡାଉନ ଅବଧି ମେ’ ୧୬ ତାରିଖ ସକାଳେ ଶେଷ ହୋଇଥାଆନ୍ତା। ହେଲେ […]

LockDown

LockDown

Hemant Lenka
  • Published: Thursday, 13 May 2021
  • Updated: 13 May 2021, 04:22 PM IST

Sports

Latest News

ପାଟନା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ଅବଧି ବୃଦ୍ଧି କରିବାରେ ଲାଗିଛନ୍ତି। ସକାଳେ ମହାରାଷ୍ଟ୍ର ସରକାର ରାଜ୍ୟରେ ଲକଡାଉନ ଅବଧିକୁ ଜୁନ୍‌ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଥିବା ବେଳେ ଏବେ ବିହାର ସରକାର ସମାନ ପଦକ୍ଷେପ ନେଇଛନ୍ତି।

ବିହାରରେ ମେ’ ୨୫ ଯାଏ ଲକଡାଉନ ବଳବତ୍ତର ରହିବ। ଏବେ ବିହାରରେ ଲାଗିଥିବା ଲକଡାଉନ ଅବଧି ମେ’ ୧୬ ତାରିଖ ସକାଳେ ଶେଷ ହୋଇଥାଆନ୍ତା ହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ଆଉ ୧୦ ଦିନ ବୃଦ୍ଧି କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ଆଜି ସହଯୋଗୀ ମନ୍ତ୍ରୀଗଣ ଓ ପଦାଧିକାରୀଙ୍କ ସହ ବିହାରରେ ଲାଗିଥିବା ଲକଡାଉନ ସ୍ଥିତିର ସମୀକ୍ଷା କରାଯାଇଥିଲା। ଲକଡାଉନର ସକରାତ୍ମକ ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳୁଛି। ତେଣୁ ସର୍ବସମ୍ମତିକ୍ରମେ ବିହାରରେ ଆଉ ୧୦ ଦିନ ଅର୍ଥାତ ୧୬ରୁ ୨୫ ତାରିଖ ଯାଏ ଲକଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।”

ଲକଡାଉନ୍ ସମୟରେ ପୂର୍ବଭଳି ଅତ୍ୟାବଶ୍ୟକ ସାମଗ୍ରୀ ଓ ଫଳ, ପନିପରିବା, ମାଂସ, ମାଛ, କ୍ଷୀର, ପିଡିଏସ୍ ଦୋକାନ ସକାଳ ୭ ଟାରୁ ୧୧ଟା ଯାଏ ଖୋଲା ରହିବ। ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ। କିନ୍ତୁ ଅଯଥାରେ ଲୋକେ ବାହାରେ ବୁଲି ଧରାପଡ଼ିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story