ପାଇଖାନା ସଫା କଲେ ଶକ୍ତିମନ୍ତ୍ରୀ

ଗୁଆଲିୟର: ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଗୁଆଲିୟରରେ ଏକ ସରକାରୀ ବିଦ୍ୟାଳୟର  ଶୌଚାଳୟ ସଫା କରି ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି। ଏହାପୂର୍ବରୁ ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ସର୍ବସାଧାରଣ ଶୌଚାଳୟ ସଫା କରିବା ସହ ରାସ୍ତା ସଫା କରିଥିବା ଉଦାହରଣ ରହିଛି। ସୂଚନାଅନୁସାରେ, ପ୍ରଦ୍ୟୁମ୍ନ ସିଂ ତୋମାର ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟକୁ ଯାଞ୍ଚ କରିବାକୁ ଆସିଥିଲେ। ଏଠାରେ ସେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ପାଇଖାନା  ଅତ୍ୟନ୍ତ […]

890

890

Tapas Behera
  • Published: Saturday, 18 December 2021
  • Updated: 18 December 2021, 07:39 PM IST

Sports

Latest News

ଗୁଆଲିୟର: ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଗୁଆଲିୟରରେ ଏକ ସରକାରୀ ବିଦ୍ୟାଳୟର  ଶୌଚାଳୟ ସଫା କରି ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି। ଏହାପୂର୍ବରୁ ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ସର୍ବସାଧାରଣ ଶୌଚାଳୟ ସଫା କରିବା ସହ ରାସ୍ତା ସଫା କରିଥିବା ଉଦାହରଣ ରହିଛି। ସୂଚନାଅନୁସାରେ, ପ୍ରଦ୍ୟୁମ୍ନ ସିଂ ତୋମାର ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟକୁ ଯାଞ୍ଚ କରିବାକୁ ଆସିଥିଲେ।

ଏଠାରେ ସେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ପାଇଖାନା  ଅତ୍ୟନ୍ତ ମଇଳା ବୋଲି ଛାତ୍ରୀମାନେ  ମନ୍ତ୍ରୀଙ୍କୁ କହିଥିଲେ। ଏହି କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହା ଶୁଣି ଶକ୍ତି ମନ୍ତ୍ରୀ ସିଧା ଶୌଚାଳୟକୁ  ଯାଇ ନିଜ ହାତରେ ସଫା କରିଥିଲେ।

ସେ କହିଛନ୍ତି ଯେ, ଜଣେ ଛାତ୍ରୀ ବିଦ୍ୟାଳୟର ପାଇଖାନାର ଅପରିଷ୍କାର ବିଷୟରେ କହିଥିଲେ। ଯାହା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ସେ ଆହୁରି ମଧ୍ୟ କହିଛନ୍ତି, ମାସ ଯାକ ଯେମିତି ପାଇଖାନା ସଫା ରହିବ ସେନେଇ ମୁଁ ପ୍ରତିଶ୍ରୁତି ଦେଇଛି। ମୁଁ ପ୍ରତିଦିନ କିଛି ଅନୁଷ୍ଠାନକୁ ଯାଇ ସଫେଇ କାମ କରେ।   ପରିଷ୍କାର ପରିଚ୍ଛନ୍ନତାର ବାର୍ତ୍ତା ସମସ୍ତ ଲୋକଙ୍କ ନିକଟରେ ପହଞ୍ଚିବା ହେଉଛି ମୋର ଲକ୍ଷ୍ୟ। ଅନ୍ୟମାନେ ସ୍ୱଚ୍ଛତା ପ୍ରତି ସଚେତନ ହେବା ଉଚିତ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story