ଓମିକ୍ରନ୍‌କୁ ନେଇ ଆସିଲା ଖୁସି ଖବର: ଟିକା ନେଇ ନଥିଲେ, ସୁସ୍ଥ ହୋଇ ଫେରିଲେ

ମୁମ୍ବାଇ: ଓମିକ୍ରନ୍‌କୁ ନେଇ ଆସିଲା ଖୁସି ଖବର। କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ରର ଜଣେ ରୋଗୀ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସେ ପ୍ରଥମ ବ୍ୟକ୍ତିଭାବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ମୁମ୍ବାଇ ନିକଟ କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସପାଲଟି ଅଞ୍ଚଳର ୩୩ ବର୍ଷୀୟ ମେରାଇନ୍‌ ଇଞ୍ଜିନିୟର। ଏନେଇ ପିଟିଆଇ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ସମ୍ପୃକ୍ତ ଯୁବକ ଜଣକ ନଭେମ୍ବରର ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଭାୟା ଦୁବାଇ ଓ […]

covid test

covid test

Tapas Behera
  • Published: Thursday, 09 December 2021
  • Updated: 09 December 2021, 10:57 AM IST

Sports

Latest News

ମୁମ୍ବାଇ: ଓମିକ୍ରନ୍‌କୁ ନେଇ ଆସିଲା ଖୁସି ଖବର। କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ରର ଜଣେ ରୋଗୀ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସେ ପ୍ରଥମ ବ୍ୟକ୍ତିଭାବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ମୁମ୍ବାଇ ନିକଟ କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସପାଲଟି ଅଞ୍ଚଳର ୩୩ ବର୍ଷୀୟ ମେରାଇନ୍‌ ଇଞ୍ଜିନିୟର। ଏନେଇ ପିଟିଆଇ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ସମ୍ପୃକ୍ତ ଯୁବକ ଜଣକ ନଭେମ୍ବରର ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଭାୟା ଦୁବାଇ ଓ ପରେ ଦିଲ୍ଲୀ ହୋଇ ମୁମ୍ବାଇ ଫେରିଥିଲେ। ସେ କୋଭିଡ୍ ଟିକା ନେଇ ନଥିଲେ। ବୁଧବାର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ସେହିପରି ଆଗାମୀ ୭ ଦିନ ପର୍ଯ୍ୟନ୍ତ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଯୁବକ ଜଣକ ଟିକା ନେବାକୁ ଚେଷ୍ଟା କରି ମଧ୍ୟ ନେଇପାରି ନଥିଲେ।  ସେ ଏକ ପ୍ରାଇଭେଟ ନେଭି ଜାହାଜରେ ଇଞ୍ଜିନିୟର ଭାବେ କାମ କରନ୍ତି। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଗୁରୁତର ରୂପ ଧାରଣ କରିବା ପରେ ସେ ଘର ବାହୁଡ଼ା ହୋଇଥିଲେ। ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ସାମ୍ପୁଲ ସଂଗ୍ରହ କରି ଜିନୋମେ ସିକୁଏନ୍ସ ପାଇଁ ପଠାଇଥିଲେ। ଏହାର ରିପୋର୍ଟ ପଜିଟିଭ ଆସିଥିଲା।

ଅର୍ଥାତ ସେ ଓମିକ୍ରନ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।  ତାଙ୍କୁ ମୁମ୍ବାଇର କଲ୍ୟାଣ ସହରର ଏକ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ବୁଧବାର ତାଙ୍କୁ ସେଠାରୁ ଡିସ୍‌ଚାର୍ଜ କରାଯାଛି। ଆଜି ତାଙ୍କର ଜନ୍ମଦିନ କହି ଏହା ଏକ ଖୁସି ଖବର ବୋଲି କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସପାଲିଟି କର୍ପୋରେସନର କମିଶନର ଡ.ବିଜୟ ସୂର୍ଯ୍ୟବନ୍ସି ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ ପୁନର୍ବାର ଟେଷ୍ଟ ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରୁ ଡିସଚାର୍ଜ କରାଯାଇଛି। ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ଅନୁଯାୟୀ ତାଙ୍କର ଦୁଇଟି ଆରଟି-ପିସିଆର ଟେଷ୍ଟ କରାଯାଥିଲା।

ଉଭୟ ରିପୋର୍ଟ  ନେଗେଟିଭ ଆସିଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ତାଙ୍କର କୌଣସି ଲକ୍ଷଣ ନାହିଁ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୦ଟି ଓମିକ୍ରନ୍ ଭ୍ୟାରିଆଣ୍ଟ ମାମଲା ରେକର୍ଡ଼ ହୋଇଛି । ସେପଟେ ଅନ୍ତର୍ଜାତୀୟ ଯାତ୍ରା ନେଇ କଡ଼ା ଗାଇଡ୍‌ଲାଇଲନ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର। ବିଶେଷକରି ବିପଦପୂର୍ଣ୍ଣ ଦେଶମାନଙ୍କ ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story