କାହିଁକି ଗୃହମନ୍ତ୍ରୀ ଇସ୍ତଫା ଦେବେ ନାହିଁ : ପ୍ରଶ୍ନ କଲେ ମମତା

ପାଣାଜୀ: ବହୁଚର୍ଚ୍ଚିତ ଲଖିମପୁର ଖେରୀ ମାମଲାରେ ବିଜେପିକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲଖିମପୁର ଖେରୀ ମାମଲାରେ ଏସ୍‌ଆଇଟି ରିପୋର୍ଟକୁ ନେଇ ମମତା ବିଜେପି ଉପରେ ବର୍ଷିଛନ୍ତି। ଗୃହମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ ନୁହେଁ କି ସେ ପ୍ରଶ୍ନ କରିଛନ୍ତି। ଏବେ ଦୁଇଦିନିଆ ଗୋଆ ଗସ୍ତରେ ଅଛନ୍ତି ମମତା।  ଏସ୍‌ଆଇଟି ରିପୋର୍ଟକୁ ନେଇ ମମତା ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଏହି ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ସଂସଦରେ ଆଲୋଚନା କରିବା କଥା ନୁହେଁ କି […]

Mamata

Mamata

Tapas Behera
  • Published: Tuesday, 14 December 2021
  • Updated: 14 December 2021, 06:46 PM IST

ପାଣାଜୀ: ବହୁଚର୍ଚ୍ଚିତ ଲଖିମପୁର ଖେରୀ ମାମଲାରେ ବିଜେପିକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲଖିମପୁର ଖେରୀ ମାମଲାରେ ଏସ୍‌ଆଇଟି ରିପୋର୍ଟକୁ ନେଇ ମମତା ବିଜେପି ଉପରେ ବର୍ଷିଛନ୍ତି।

ଗୃହମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ ନୁହେଁ କି ସେ ପ୍ରଶ୍ନ କରିଛନ୍ତି। ଏବେ ଦୁଇଦିନିଆ ଗୋଆ ଗସ୍ତରେ ଅଛନ୍ତି ମମତା।  ଏସ୍‌ଆଇଟି ରିପୋର୍ଟକୁ ନେଇ ମମତା ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଏହି ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ସଂସଦରେ ଆଲୋଚନା କରିବା କଥା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ଚାଷୀ ଏବଂ ଶ୍ରମିକଙ୍କୁ ନେଇ ଆମେ ବିଜେପିଠାରୁ କିଛି ଶିଖିବା ଆବଶ୍ୟକ ନାହିଁ ବୋଲି ମମତା କହିଛନ୍ତି। ସୂଚନା ଅନୁଯାୟୀ  ଲଖିମପୁର-ଖେରୀ ମାମଲାରେ ଏସ୍‌ଆଇଟି ପକ୍ଷରୁ ତଦନ୍ତ ରିପୋର୍ଟ ଆସିଯାଇଛି। ଯେଉଁଥିରେ ଆନ୍ଦୋଳନକାରୀ ଚାଷୀଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏମିତିକି ଅନ୍ୟ ଅଭିଯୁକ୍ତଙ୍କ ସହ  କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଅଶିଷ ମିଶ୍ରଙ୍କ ବିରୋଧରେ ସଙ୍ଗୀନ ଦଫାରେ ବଦଳାଇବାକୁ ବିଚାରପତିଙ୍କୁ ଚିଠି ଲେଖିଛି ଏସଆଇଟି।

ମାମଲାରେ ଚାର୍ଜସିଟ୍ ଦାଖଲ ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫା ବଦଳେବାକୁ ଏସଆଇଟି ଅନୁରୋଧ କରିଛି। ବିଶେଷ କରି ଆଇପିସି ଧାରା  ୩୦୪ଏ, ଧାରା ୨୭୯ (ଡ୍ରାଇଭିଂରେ ଅବହେଳା) ଏବଂ ଧାରା ୩୩୮ (ଗୁରୁତର ଆଘାତ)କୁ  ହଟାଇବାକୁ ଆବେଦନ କରାଯାଇଛି। ସେହିପରି ଆଶିଷ ମିଶ୍ରାଙ୍କ ବିରୋଧରେ ଧାରା ୩୦୭(ହତ୍ୟା ଉଦ୍ୟମ), ଧାରା ୩୨୬ (ବିପଜ୍ଜନକ ଅସ୍ତ୍ରରେ ଆକ୍ରମଣ କରିବା ) ଏବଂ  ଧାରା ୩୪ ଭଳି କଠୋର ଦଫା ଲଗାଇବାକୁ ଆବେଦନ କରାଯାଇଛି।  ଅକ୍ଟୋବର ୩ରେ ଶତାଧିକ ଚାଷୀ ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ବିରୋଧରେ ବିକ୍ଷୋଭ କରୁଥିଲେ। ଏହି ସମୟରେ ହଠାତ୍‌ ଗୋଟିଏ ମହିନ୍ଦ୍ରା ଥର ଆନ୍ଦୋଳନରତ ଚାଷୀଙ୍କ ଉପରେ ପଛ ପଟୁ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ଜୀବନ ଯାଇଥିଲା। ଏହାପରେ ଦେଖାଯାଇଥିବା ହିଂସାରେ ଗାଡ଼ିରେ ଥିବା ୩ ଜଣ ପ୍ରାଣ ହରାଇଥିଲେ। ସେହିପରି ଜଣେ ସାମ୍ବାଦିକଙ୍କର ମଧ୍ୟ ଜୀବନ ଯାଇଥିଲା।

ଗାଡ଼ି ମାଡ଼ି ଯିବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ମହିନ୍ଦ୍ରା ଥରଟି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କର ଥିଲା। ଘଟଣା ବେଳେ ତାଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଗାଡ଼ିରେ ଥିଲେ। ଏନେଇ ଅଭିଯୋଗ ମିଳିବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଆଶିଷଙ୍କ ବ୍ୟତୀତ ଏହି ଲୋମହର୍ଷଣକାରୀ ଘଟଣାରେ ଲବକୁଶ, ଆଶିଷ ପାଣ୍ତେ, ଶେଖର ଭାରତୀ, ଅଙ୍କିତ ଦାସ, ଲତିଫ, ଶିଶୁପାଲ, ନନ୍ଦନ ସିଂହ, ସତ୍ୟମ ତ୍ରିପାଠୀ, ସୁମିତ ଜୈସୱାଲ, ଧର୍ମେନ୍ଦ୍ର, ରିଙ୍କୁ ରାଣା ଓ ଉଲ୍ଲାସ ତ୍ରିବେଦୀଙ୍କୁ ମଧ୍ୟ ଏସଆଇଟି ଗରିଫ କରିଛି। ସମସ୍ତେ ଏବେ ଲଖିମପୁର ଖେରିର ଜିଲ୍ଲା କାରାଗାରରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story