ପୁଣି ଏକ ନିର୍ବାଚନରେ ଯାଦୁଗର ଦିଦି

କୋଲକାତା: ପୁଣି ଯାଦୁ କଲେ ଦିଦି। ବିଧାନସଭା ଓ ଭବାନୀପୁର ଉପନିର୍ବାଚନରେ ବାଜି ମାରି ନେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ମଙ୍ଗଳବାର ଆଉ ଏକ ସଫଳତାର ସ୍ୱାଦ ଚାଖିବାକୁ ଯାଉଛି। କୋଲକତାରେ ହୋଇଥିବା ପୌର ନିର୍ବାଚନରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛି ଟିଏମସି। ପ୍ରତିପକ୍ଷକୁ ମାତ ଦେଇ ଦଳ ଏଠି ବିଜୟ ଆଡ଼କୁ ଅଗ୍ରସର ହେଉଛି। ରବିବାର କୋଲକାତା ମ୍ୟୁନିସିପାଲିଟି କର୍ପୋରେସନରେ୧୪୪ଟି ଆସନରେ ମତଦାନ ହୋଇଥିଲା। ସେଥିରୁ ଅଦ୍ୟାବଧି ଗଣତି ଅନୁଯାୟୀ, ଟିଏମସି  ୧୭ଟି […]

Mamata

Mamata

Tapas Behera
  • Published: Tuesday, 21 December 2021
  • Updated: 21 December 2021, 01:42 PM IST

Sports

Latest News

କୋଲକାତା: ପୁଣି ଯାଦୁ କଲେ ଦିଦି। ବିଧାନସଭା ଓ ଭବାନୀପୁର ଉପନିର୍ବାଚନରେ ବାଜି ମାରି ନେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ମଙ୍ଗଳବାର ଆଉ ଏକ ସଫଳତାର ସ୍ୱାଦ ଚାଖିବାକୁ ଯାଉଛି। କୋଲକତାରେ ହୋଇଥିବା ପୌର ନିର୍ବାଚନରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛି ଟିଏମସି। ପ୍ରତିପକ୍ଷକୁ ମାତ ଦେଇ ଦଳ ଏଠି ବିଜୟ ଆଡ଼କୁ ଅଗ୍ରସର ହେଉଛି।

ରବିବାର କୋଲକାତା ମ୍ୟୁନିସିପାଲିଟି କର୍ପୋରେସନରେ୧୪୪ଟି ଆସନରେ ମତଦାନ ହୋଇଥିଲା। ସେଥିରୁ ଅଦ୍ୟାବଧି ଗଣତି ଅନୁଯାୟୀ, ଟିଏମସି  ୧୭ଟି ଆସନରେ ଜିତି ଥିବା ବେଳେ ୧୧୬ଟି ଆସନରେ ଆଗୁଆ ରହିଛି। ଏନେଇ ଦଳର ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିସହ ଲୋକଙ୍କ ପ୍ରତି ସେବାମନୋବୃତ୍ତି ଭୁଲ ନଯିବାକୁ ସେ ଟ୍ୱିଟ୍ କରିଛନ୍ତି।
https://twitter.com/MamataOfficial/status/1473182387806867460?s=20

ଅନ୍ୟପଟେ ଟିଏମସିର ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପି ୫, ବାମପନ୍ଥୀ ୨ ଏବଂ କଂଗ୍ରେସ ଦୁଇଟି ଆସନରେ ଆଗୁଆ ରହିଛି। ନିକଟରେ ବିଧାନସଭା ନିର୍ବାଚନରେ ବିରୋଧୀଙ୍କୁ କଡ଼ା ଟକ୍କର ଦେଇ ପୁଣି ଥରେ କ୍ଷମତା ଫେରିଛି ଟିଏମସି। ୨୦୧୫ରେ କୋଲକାତାରେ ହୋଇଥିବା ପୌର ନିର୍ବାଚନରେ ଦଳ ୧୧୪ଟି ଆସନ ଜିତି ମେୟର ପଦବୀ ହାତେଇଥିଲା।

ତେବେ ପୂର୍ବ ଆସନ ତୁଳନାରେ ବାମପନ୍ଥୀ ଏଥର ୧୫ଟି ସିଟ୍‌ ହରେଇବା ସଙ୍କେତ ମିଳୁଛି।  ହେଲେ ଗତ ଥର ଅପେକ୍ଷା ଏଥର କଂଗ୍ରେସ ଟିକେ ଭଲ କରିପାରେ ବୋଲି ଆକଳନ କରାଯାଉଛି। ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବାମପନ୍ଥୀ ମଧ୍ୟରେ ମେଣ୍ଟ ହୋଇ ଉଭୟେ ଲଢ଼ିଥିଲେ। ହେଲେ ପୌର ନିର୍ବାଚନରେ ଉଭୟେ ପୃଥକଭାବେ ଲଢ଼ୁଛନ୍ତି। ଅନ୍ୟପଟେ  ଟିଏମସି ବିରୋଧରେ ହିଂସାକାଣ୍ଡ ଘଟାଇ ବୁଥ ରିଗିଂ ଅଭିଯୋଗ ଆଣିଛି ବିଜେପି । ତେଣୁ ପୁନର୍ବାର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛି ବିଜେପି। ସୂଚନା ଅନୁଯାୟୀ ରବିବାର ମତଦାନ ବେଳେ ଏକ ଭୋଟଗ୍ରହଣ କେନ୍ଦ୍ର ଉପରକୁ ବୋମା ମାଡ଼ ହୋଇଥିଲା। ହେଲେ ଦୁଇଟି ଯାକ ବୋମାକୁ ଅଫୁଟାଭାବେ ପୁଲିସ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story