ବେଙ୍ଗଲ ଛାଡ଼ିବେ ଦିଦି ! ଆରମ୍ଭ ହେଲାଣି କସରତ

ମୁମ୍ବାଇ: ଆଉ ରାଜ୍ୟରେ ରହିବାକୁ ଦିଦିଙ୍କର ମନ ନାହିଁ। ଏବେ ଲକ୍ଷ ରାଜଧାନୀ ଦିଲ୍ଲୀ । ଲଗାତାର ତୃତୀୟଥର ପାଇଁ ପଶ୍ଚି଼ମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ମଙ୍ଗ ଧରିବା ପରେ ମମତାଙ୍କ ଆତ୍ମ ବିଶ୍ୱାସ ସହ  ଅଶା ଆଂକାକ୍ଷା ମଧ୍ୟ ବଢିଯାଇଛି। ଜାତୀୟସ୍ତରେ ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀ କଂଗ୍ରେସ ସମର୍ଥ ହୋଇପାରୁ ନଥିବାରୁ ଦିଦି ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ବିରୋଧୀ ନେତାମାନଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଲାଗିପଡ଼ିଛନ୍ତି ମମତା। ଏହିପରିପ୍ରେକ୍ଷୀରେ […]

ppp

ppp

Tapas Behera
  • Published: Tuesday, 30 November 2021
  • Updated: 30 November 2021, 07:27 PM IST

Sports

Latest News

ମୁମ୍ବାଇ: ଆଉ ରାଜ୍ୟରେ ରହିବାକୁ ଦିଦିଙ୍କର ମନ ନାହିଁ। ଏବେ ଲକ୍ଷ ରାଜଧାନୀ ଦିଲ୍ଲୀ । ଲଗାତାର ତୃତୀୟଥର ପାଇଁ ପଶ୍ଚି଼ମବଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ମଙ୍ଗ ଧରିବା ପରେ ମମତାଙ୍କ ଆତ୍ମ ବିଶ୍ୱାସ ସହ  ଅଶା ଆଂକାକ୍ଷା ମଧ୍ୟ ବଢିଯାଇଛି। ଜାତୀୟସ୍ତରେ ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀ କଂଗ୍ରେସ ସମର୍ଥ ହୋଇପାରୁ ନଥିବାରୁ ଦିଦି ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ବିରୋଧୀ ନେତାମାନଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଲାଗିପଡ଼ିଛନ୍ତି ମମତା।

ଏହିପରିପ୍ରେକ୍ଷୀରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁମ୍ବାଇ ଗସ୍ତରେ ମମତା ଥିବା ବେଳେ ସେଠାରେ ସେ ଶରଦ ପାୱାରଙ୍କୁ ଭେଟିବା ନେଇ ସୂଚନା ମିଳିଛି। ଆସନ୍ତାକାଲି ଅପରାହ୍ନ ୩ଟାରେ  ମମତା ଶରଦ ପାୱାରଙ୍କୁ ସୌଜନ୍ୟମୂଳ ଭାବେ ଭେଟିବା ନେଇ ସ୍ଥିର ହୋଇଛି। ଏନସପି ମୁଖପାତ୍ର ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ମମତା ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ଏହି ଅବସରରେ ସେ ମୁମ୍ବାଇରେ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟି ପଶ୍ଚିମବଙ୍ଗରେ ପୁଞ୍ଜିନିବେଶ ପାଇଁ ଆଲୋଚନା ହେବାର ଯୋଜନା ରହିଛି।

ଏଥିସହ ବେଙ୍ଗଲରେ ୨୦୨୨ ଏପ୍ରିଲରେ ହେବାକୁ ଥିବା ଗ୍ଲୋବାଲ ବିଜନେସ ସମ୍ମିଟରେ ଯୋଗ ଦେବା ପାଇଁ ଶିଳ୍ପପତିଙ୍କୁ ଅନୁରୋଧ କରିବେ ମମତା। ତେବେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିବେକି ନାହିଁ ତାହା ସ୍ଥିର ହୋଇନାହିଁ। ଗତ ମେ ମାସରେ ପଶ୍ଚିମବଙ୍ଗ ବିଧାନ ସଭା ନିର୍ବାଚନରେ ତୃତୀୟ ଥର ପାଇଁ ବାଜି ମାରିଥିବା ମମତା ଏବେ ଜାତୀୟ ରାଜନୀତିରେ ପ୍ରମୁଖ ଚେହେରା  ପାଇଁ ପାଦ ବଢ଼ାଛନ୍ତି। ଗତ ଏପ୍ରିଲରେ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଏନସିପି ନେତା ଶରଦ ପାୱାର ମମତାଙ୍କ ପାଇଁ ପ୍ରଚାର ଯୋଜନା କରିଥିଲେ।  ହେଲେ କେତେକ କାରଣ ପାଇଁ ସେ ପ୍ରଚାରକୁ ଆସିପାରି ନଥିଲେ। ଉଭୟ ମମତା ଓ ଶରଦ ପାୱାର ଜାତୀୟସ୍ତରରେ ବିଜେପି ସହ ମୁକାବିଲା କରିବାକୁ କସରତ ଆରମ୍ଭ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ଉଭୟ ରଣନୀତି ଆରମ୍ଭ କଲେଣି। ଏଥିପାଇଁ ମମତା  ବିଭିନ୍ନ ପ୍ରଦେଶର ଅଣ ବିଜେପି ନେତାଙ୍କ ସହ ସମ୍ପର୍କ ଯୋଡ଼ିବାକୁ ପ୍ରୟାସ କରିଛନ୍ତି। 

ତେଣୁ  ଶରଦ ପାୱାରଙ୍କୁ ମମତା ଭେଟିବାର କାର୍ଯ୍ୟକ୍ରମ ଥିବା ବେଳେଙ୍କ ସହ ଭେଟ ହେଉ ନଥିଲେ ମଧ୍ୟ ତାଙ୍କ ସହ ଭଲ ସମ୍ପର୍କ ରହିଛି। କିଛି ଦିନ ତଳେ ବିଜେପି ବିରୋଧରେ  କଂଗ୍ରେସର ଦୁର୍ବଳ ନେତୃତ୍ୱ ନେଇ ଦଳ ଉପରେ ବର୍ଷିଥିଲେ ମମତା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story