ବକ୍ରି ଇଦ୍‌ ପାଇଁ ୪.୫ ଲକ୍ଷରେ କିଣିଲେ ଦୁଇଟି ଛେଳି

ଲକ୍ଷ୍ନୌ: ଆସନ୍ତାକାଲି ଦେଶରେ ବକ୍ରି ଇଦ୍‌ ବା ଇଦ-ଉଲ-ଅଧା ପାଳନ କରାଯିବ। ଏହାପୂର୍ବରୁ କୁରବାନ ପାଇଁ ଛେଳି କିଣା ଚାଲିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲୋକମାନେ ଛେଳି କିଣୁଛନ୍ତି। ଏହିକ୍ରମରେ ଆଜି ଜଣେ ବ୍ୟକ୍ତି ଦୁଇଟି ଛେଳିକୁ ୪.୫ ଲକ୍ଷ ଟଙ୍କାରେ କାଲି ପାଇଁ କିଣିଛନ୍ତି। ଉତ୍ତର ପ୍ରଦେଶର ଗୋମତି ନଦୀ ନିକଟରେ ଥିବା ମାର୍କେଟରୁ ଜଣେ ବ୍ୟକ୍ତି ଏତେ ଟଙ୍କାରେ ଦୁଇଟି ଛେଳି କିଣିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ […]

Goat

Goat

Hemant Lenka
  • Published: Tuesday, 20 July 2021
  • Updated: 20 July 2021, 08:59 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତାକାଲି ଦେଶରେ ବକ୍ରି ଇଦ୍‌ ବା ଇଦ-ଉଲ-ଅଧା ପାଳନ କରାଯିବ। ଏହାପୂର୍ବରୁ କୁରବାନ ପାଇଁ ଛେଳି କିଣା ଚାଲିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲୋକମାନେ ଛେଳି କିଣୁଛନ୍ତି। ଏହିକ୍ରମରେ ଆଜି ଜଣେ ବ୍ୟକ୍ତି ଦୁଇଟି ଛେଳିକୁ ୪.୫ ଲକ୍ଷ ଟଙ୍କାରେ କାଲି ପାଇଁ କିଣିଛନ୍ତି।

ଉତ୍ତର ପ୍ରଦେଶର ଗୋମତି ନଦୀ ନିକଟରେ ଥିବା ମାର୍କେଟରୁ ଜଣେ ବ୍ୟକ୍ତି ଏତେ ଟଙ୍କାରେ ଦୁଇଟି ଛେଳି କିଣିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ କିଣିଥିବା ଦୁଇ ଛେଳି ମଧ୍ୟରୁ ଗୋଟିଏର ଓଜନ ୧୭୦ କେଜି ଓ ଅନ୍ୟଟିର ଓଜନ ୧୫୦ କେଜି। ଉଭୟଙ୍କ ବୟସ ୨ ବର୍ଷ।

ଛେଳି ଦୁଇଟିର ଖାଇବା ଖର୍ଚ୍ଚ ବାବଦରେ ପ୍ରତିଦିନ ୬୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ସେମାନେ ବାଦାମ, ପିସ୍ତା, କାଜୁ, ମିଠା ଓ ଦାମୀ ଜୁସ୍‌ ପିଇଥାଆନ୍ତି। ସେମାନଙ୍କୁ ପ୍ରତିଦିନ ଗାଧୋଇ ଦିଆଯାଇ ପରିଷ୍କାର ପରିଚ୍ଛିନ୍ନ ରଖାଯାଏ।

ଆସନ୍ତାକାଲି ଇଦ ଥିବାରୁ ଏହାର ମାଲିକ ଛେଳି ଦୁଇଟିକୁ ବିକ୍ରି କରିବାକୁ ମାର୍କେଟ ଆଣିଥିଲେ। ଜଣେ ବ୍ୟକ୍ତି ୪.୫ ଲକ୍ଷ ଟଙ୍କା ଦେଇ ନିଜ ସହ ଦୁଇଟି ଯାକ ଛେଳିକୁ ନେଇ ଯାଇଛନ୍ତି।

ଅନ୍ୟପକ୍ଷରେ ଇଦ ପାଇଁ ଆଜି କୁଡିୟା ଘାଟ ଛେଳି ମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏଠାରେ ବ୍ୟବସାୟୀ କରୁଥିବା ଅଧିକାଂଶ ଦୋକାନୀ ଓ ଗ୍ରାହକ କୋଭିଡ୍‌ କଟକଣାକୁ ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି। ୨୩ ବର୍ଷୀୟ ଜଣେ ଦୋକାନୀ କହିଛନ୍ତି, ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି ଯାଇଥିବାରୁ ବହୁତ କମ ଲୋକ ମାସ୍କ ପିନ୍ଧୁଛନ୍ତି। ମାର୍କେଟରେ ସାମଗ୍ରୀ ବିକ୍ରି କରିବାକୁ ସେ ୨୫ କିମି ଦୂରରୁ ଆସିଛନ୍ତି। କିନ୍ତୁ କରୋନା ପାଇଁ ଚଳିତ ବର୍ଷ ବ୍ୟବସାୟ ମାନ୍ଦା ରହିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story