ଟଙ୍କା ପାଇଁ ଭଉଣୀ ମଥାରେ ସିନ୍ଦୂର ଦେଲା ଭାଇ

ଫିରୋଜାବାଦ: ଭାରତୀୟ ପରମ୍ପରାରେ ଭାଇ-ଭଉଣୀର ସମ୍ପର୍କ ପବିତ୍ର ବୋଲି ବିବେଚନା କରାଯାଏ। ଆଉ ରକ୍ଷାବନ୍ଧନ ଦିନ ସୁରକ୍ଷାର ପ୍ରତିଶ୍ରୁତି ଦେଇ ଭଉଣୀ ହାତରୁ ଭାଇ ରାକ୍ଷୀ ବାନ୍ଧି ଥାଏ। ଭାଇ-ଭଉଣୀ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ଏହି ପବିତ୍ର ବନ୍ଧନରେ ଲାଗିଛି କଳଙ୍କ। କେଇଟା ଟଙ୍କା ପାଇଁ ନିଜ ଭଉଣୀ ମଥାରେ ସିନ୍ଦୂର ଦେଇଛି ଭାଇ।  ଉତ୍ତରପ୍ରଦେଶର ଫିରୋଜାବାଦରେ ଏମିତି ଏକ ବିଚିତ୍ର ଘଟଣା ଘଟିଛି।  ସରକାରୀ ଯୋଜନାରେ ଲାଭବାନ ହେବା ପାଇଁ ଜଣେ […]

indian marriage

indian marriage

Tapas Behera
  • Published: Thursday, 16 December 2021
  • Updated: 16 December 2021, 06:15 PM IST

Sports

Latest News

ଫିରୋଜାବାଦ: ଭାରତୀୟ ପରମ୍ପରାରେ ଭାଇ-ଭଉଣୀର ସମ୍ପର୍କ ପବିତ୍ର ବୋଲି ବିବେଚନା କରାଯାଏ। ଆଉ ରକ୍ଷାବନ୍ଧନ ଦିନ ସୁରକ୍ଷାର ପ୍ରତିଶ୍ରୁତି ଦେଇ ଭଉଣୀ ହାତରୁ ଭାଇ ରାକ୍ଷୀ ବାନ୍ଧି ଥାଏ। ଭାଇ-ଭଉଣୀ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ଏହି ପବିତ୍ର ବନ୍ଧନରେ ଲାଗିଛି କଳଙ୍କ। କେଇଟା ଟଙ୍କା ପାଇଁ ନିଜ ଭଉଣୀ ମଥାରେ ସିନ୍ଦୂର ଦେଇଛି ଭାଇ।  ଉତ୍ତରପ୍ରଦେଶର ଫିରୋଜାବାଦରେ ଏମିତି ଏକ ବିଚିତ୍ର ଘଟଣା ଘଟିଛି।  ସରକାରୀ ଯୋଜନାରେ ଲାଭବାନ ହେବା ପାଇଁ ଜଣେ ଭାଇ ତାଙ୍କ ଭଉଣୀଙ୍କୁ ବାହା ହୋଇଯାଇଛନ୍ତି।

‘ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା’ ସ୍କିମରେ ଟଙ୍କା ପାଇବା ପାଇଁ ଯୁବକ ଜଣକ ଏଭଳି ଅଜବ କାମ କରିଛନ୍ତି। ଉତ୍ତରପ୍ରଦେଶର ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଏହି ବାବାହ ଉତ୍ସବର ଆୟୋଜନ ହୋଇଥାଏ। ଏହି ଗଣବିବାହ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଦମ୍ପତିଙ୍କୁ  ୩୫,୦୦୦ ଟଙ୍କା ଆର୍ଥିକ ସହାୟତା ଦେଇଥାନ୍ତି ସରକାର। ଏଥିସହ ସରକାର ଘର ମଧ୍ୟ ଦେଇଥାନ୍ତି। ଏହି ଯୋଜନା ଅନୁଯାୟୀ, କନିଆ ଆକାଉଣ୍ଟରେ ୨୦,୦୦୦ ଟଙ୍କା ଡିପୋଜିଟ୍ କରାଯାଇ ଥାଏ।

ଏଥିସହ ଉପହାର ସୂରୁପ ୧୦,୦୦୦ ଟଙ୍କା ଦିଆଯାଇ ଥାଏ। ଏହାବାଦେ ୫୦୦୦ ଟଙ୍କା ମଧ୍ୟ ଦିଆଯାଇଥାଏ। ଗତ ଡିସେମ୍ବର ୧୧ରେ ଫିରୋଜାବାଦରେ ତୁଣ୍ଡୁଲାରେ ବ୍ଲକ କାର୍ଯ୍ୟାଳୟରେ ଏହି ବାହାହ ଅନୁଷ୍ଠିତ ହୋଇଥିଲା।  ତେବେ ବିବାହ ବେଦୀରେ ବର-କନ୍ୟା ବେଶରେ ବସିଥିବା ସମ୍ପୃକ୍ତ ଦମ୍ପତିଙ୍କୁ ଚିହ୍ନି ନେଇଥିଲେ ଗ୍ରାମବାସୀ।  ସମ୍ପୃକ୍ତ ଭାଇ ଭଉଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ତୁଣ୍ଡଲା ବିଡିଓ ନରେଶ କୁମାର କହିଛନ୍ତି । ଏନେଇ ସ୍ଥାନୀୟ ପୁଲିସ ଥାନାରେ ଭାଇ ବିରୋଧରେ ଏତଲା ରୁଜୁ ହୋଇଛି। ଆଧାରକାର୍ଡ଼ରୁ ପରିଚୟ ମିଳିବା ପରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story