ଭାରତରୁ ପାକିସ୍ତାନକୁ ବିମାନ ଅପହରଣ କରିବାର ଧମକ ଦେଲେ ଏହି ବ୍ୟକ୍ତି

ଭୋପାଲ: ଭାରତର ମଧ୍ୟପ୍ରଦେଶ ଅନ୍ତର୍ଗତ ଭୋପାଲ ଓ ଇନ୍ଦୋରରୁ ଯାତ୍ରୀବାହୀ ବିମାନ ପାକିସ୍ତାନକୁ ଅପହରଣ କରି ନିଆଯିବ ବୋଲି ଜଣେ ୩୪ ବର୍ଷୀୟ ବ୍ୟକ୍ତି ଧମକ ଦେଇଛନ୍ତି। ଏହି ଧମକ ଅଭିଯୋଗରେ ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଭୋପାଲର ରାଜା ଭୋଜ ଏୟାରପୋର୍ଟର ଅଧିକାରୀମାନେ ଗୋଟିଏ ଧମକପୂର୍ଣ୍ଣ ଫୋନ ପାଇଥିଲେ। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏହି ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ବିମାନ ଅପହରଣ କରାଯିବ ବୋଲି […]

Flight

Flight

Hemant Lenka
  • Published: Wednesday, 09 June 2021
  • Updated: 09 June 2021, 05:32 PM IST

Sports

Latest News

ଭୋପାଲ: ଭାରତର ମଧ୍ୟପ୍ରଦେଶ ଅନ୍ତର୍ଗତ ଭୋପାଲ ଓ ଇନ୍ଦୋରରୁ ଯାତ୍ରୀବାହୀ ବିମାନ ପାକିସ୍ତାନକୁ ଅପହରଣ କରି ନିଆଯିବ ବୋଲି ଜଣେ ୩୪ ବର୍ଷୀୟ ବ୍ୟକ୍ତି ଧମକ ଦେଇଛନ୍ତି। ଏହି ଧମକ ଅଭିଯୋଗରେ ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଭୋପାଲର ରାଜା ଭୋଜ ଏୟାରପୋର୍ଟର ଅଧିକାରୀମାନେ ଗୋଟିଏ ଧମକପୂର୍ଣ୍ଣ ଫୋନ ପାଇଥିଲେ। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏହି ଫୋନ ଆସିଥିଲା।

ଫୋନ କରିଥିବା ବ୍ୟକ୍ତି ଜଣଙ୍କ ବିମାନ ଅପହରଣ କରାଯିବ ବୋଲି ଧମକ ଦେଇଥିଲେ। ଏହାର କିଛି ସମୟରେ ଇନ୍ଦୋର ଏୟାରପୋର୍ଟକୁ ସମାନ ଧମକ ମିଳିଥିଲା। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଅଧିକାରୀମାନେ ପୁଲିସ୍‌କୁ ସୂଚନା ଦେଇଥିଲେ।

କଲ କରି ବିମାନ ଅପହରଣର ଧମକ ଦେଇଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ହିଁ ପୁଲିସ୍‌ ଶୁଜାଲପୁର ସହରରୁ କାବୁ କରିଥିଲା। ଏହା ଭୋପାଲ ଠାରୁ ପ୍ରାୟ ୧୦୦ କିମି ଦୂର। ତାଙ୍କୁ ଗତକାଲି ଠାରୁ ପୁଲିସ ଅଟକ ରଖି ଘନଘନ ଜେରା କରିବାରେ ଲାଗିଛି।

ତଥାପି ଧମକ ମିଳିଥିବାରୁ ଏୟାରପୋର୍ଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଭୋପାଲରୁ ମୁମ୍ବାଇ ଉଡ଼ାଣ ଭରିଥିବା ବିମାନକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା। ଏହାପରେ ଏହାକୁ ଉଡ଼ାଣ ପାଇଁ ଅନୁମତି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story