କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଷ୍ଟାଲିନ, ୩୪ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କଲେ

ଚେନ୍ନାଇ: ଆସନ୍ତାକାଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ। ଚଳିତ ବିଧାନସଭାରେ ଡିଏମକେ ଓ କଂଗ୍ରେସ ମେଣ୍ଟ ସରକାର ଗଠନ ପାଇଁ ବହୁମତ ହାସଲ କରିଥିଲେ। କାଲିର ଶପଥ ପାଠ ଉତ୍ସବ ପୂର୍ବରୁ ଆଜି ଷ୍ଟାଲିନ ତାଙ୍କ ୩୪ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ୩୪ ଜଣିଆ ମନ୍ତ୍ରିମଣ୍ଡଳରେ ଥିବା ସମସ୍ତ ସଦସ୍ୟ ଓ ସେମାନଙ୍କ ବିଭାଗକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠା ଯାଇଛି। ବୁଧବାର ଷ୍ଟାଲିନ ସରକାର ଗଠନ ପାଇଁ […]

Mk-stalin

Mk-stalin

Hemant Lenka
  • Published: Thursday, 06 May 2021
  • Updated: 06 May 2021, 09:16 PM IST

Sports

Latest News

ଚେନ୍ନାଇ: ଆସନ୍ତାକାଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ। ଚଳିତ ବିଧାନସଭାରେ ଡିଏମକେ ଓ କଂଗ୍ରେସ ମେଣ୍ଟ ସରକାର ଗଠନ ପାଇଁ ବହୁମତ ହାସଲ କରିଥିଲେ। କାଲିର ଶପଥ ପାଠ ଉତ୍ସବ ପୂର୍ବରୁ ଆଜି ଷ୍ଟାଲିନ ତାଙ୍କ ୩୪ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି।

୩୪ ଜଣିଆ ମନ୍ତ୍ରିମଣ୍ଡଳରେ ଥିବା ସମସ୍ତ ସଦସ୍ୟ ଓ ସେମାନଙ୍କ ବିଭାଗକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠା ଯାଇଛି। ବୁଧବାର ଷ୍ଟାଲିନ ସରକାର ଗଠନ ପାଇଁ ଦାବି କରିଥିଲେ। ଏହାପରେ ରାଜ୍ୟପାଳ ବନୱରିଲାଲ ପୁରୋହିତ ଷ୍ଟାଲିନକୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବା ସହ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଥିଲେ।

ଆସନ୍ତାକାଲି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ତାଙ୍କ ସହ ମନ୍ତ୍ରିମଣ୍ଡଳର ୩୪ ଜଣ ସଦସ୍ୟ ମଧ୍ୟ ଶପଥ ନେବେ। ରାଜଭବନରେ ସକାଳ ୯ଟାରେ ଏହି ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଷ୍ଟାଲିନ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ଗୃହ ବିଭାଗ ନିଜ ପାଖରେ ରଖିଛନ୍ତି।

୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଡିଏମକେ ଏକାକୀ ୧୩୩ଟି ଆସନ ଜିତିଛି। ସେହିପରି ଡିଏମକେ ମେଣ୍ଟରେ ଥିବା କଂଗ୍ରେସ ଓ ଅନ୍ୟ ଦଳର ଆସନ ମିଶାଇଲେ ଏହା ୧୫୯ରେ ପହଞ୍ଚି ଯାଇଛି। ଏଆଇଏଡିଏମକେ, ବିଜେପି ଓ ପିଏମକେ ଯଥାକ୍ରମେ ୬୬, ୪ ଓ ୫ଟି ଆସନ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story