ସମଲିଙ୍ଗୀ ବିବାହକୁ ନେଇ କ’ଣ ରହିଛି ସରକାରଙ୍କ ଆଭିମୁଖ୍ୟ?

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ସମଲିଙ୍ଗୀ ବିବାହକୁ ନେଇ କେନ୍ଦ୍ର ସରକାର ମତ ରଖିଛନ୍ତି। ସରକାର ଗୁରୁବାର ହାଇକୋର୍ଟରେ କହିଛନ୍ତି ଯେ ସମଲିଙ୍ଗୀ ଦମ୍ପତି ପାର୍ଟନର ଭାବରେ ରହୁଛନ୍ତି ହେଲେ ଏଭଳି ଯୌନ ସମ୍ପର୍କକୁ ଭାରତୀୟ ପରିବାର ସହ ତୁଳନା କରାଯାଇପାରିବ ନାହିଁ। ନିୟମ କେବଳ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ବିବାହକୁ ସ୍ୱୀକୃତି ଦେଇଥାଏ। ଦୁଇ ସମଲିଙ୍ଗୀଙ୍କ ମଧ୍ୟରେ ବିବାହ ବ୍ୟକ୍ତିଗତ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। କେବଳ ବ୍ୟକ୍ତିଗତ ଗୋପନୀୟତାକୁ ଆଧାର କରି ନିୟମରେ […]

gay

gay

Subhransu Sekhar
  • Published: Thursday, 25 February 2021
  • Updated: 25 February 2021, 04:45 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ସମଲିଙ୍ଗୀ ବିବାହକୁ ନେଇ କେନ୍ଦ୍ର ସରକାର ମତ ରଖିଛନ୍ତି। ସରକାର ଗୁରୁବାର ହାଇକୋର୍ଟରେ କହିଛନ୍ତି ଯେ ସମଲିଙ୍ଗୀ ଦମ୍ପତି ପାର୍ଟନର ଭାବରେ ରହୁଛନ୍ତି ହେଲେ ଏଭଳି ଯୌନ ସମ୍ପର୍କକୁ ଭାରତୀୟ ପରିବାର ସହ ତୁଳନା କରାଯାଇପାରିବ ନାହିଁ। ନିୟମ କେବଳ ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ବିବାହକୁ ସ୍ୱୀକୃତି ଦେଇଥାଏ। ଦୁଇ ସମଲିଙ୍ଗୀଙ୍କ ମଧ୍ୟରେ ବିବାହ ବ୍ୟକ୍ତିଗତ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। କେବଳ ବ୍ୟକ୍ତିଗତ ଗୋପନୀୟତାକୁ ଆଧାର କରି ନିୟମରେ ପରିବର୍ତ୍ତନ କରାଯାଇପାରିବ ନାହିଁ।

ସମଲିଙ୍ଗୀ ଦମ୍ପତି ଭାରତୀୟ ପରିବାର ସହିତ ତୁଳନୀୟ ନୁହେଁ ବୋଲି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି। ହିନ୍ଦୁ ବିବାହ ଆଇନ ଏବଂ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିବା ପାଇଁ ହୋଇଥିବା ଏକ ଆବେଦନର ଉତ୍ତରରେ କେନ୍ଦ୍ର ସରକାର ହାଇକୋର୍ଟରେ ଏଭଳି ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି।

ସମଲିଙ୍ଗୀ ବିବାହକୁ ଅନୁମୋଦନ ଦେବା ପାଇଁ ହାଇକୋର୍ଟରେ ଅନେକ ଆବେଦନ ହୋଇଛି। ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି ଯେଉଁମାନେ ଗତ କିଛି ବର୍ଷ ଧରି ଏକାଠି ରହୁଛନ୍ତି ଏବଂ ସେମାନେ ସମଲିଙ୍ଗୀ ବିବାହକୁ ଅନୁମୋଦନ ଦେବାକୁ ଦାବି କରିଛନ୍ତି।

ଲିଙ୍ଗ ପରିଚୟ ନିର୍ବିଶେଷରେ ସମସ୍ତ ଦମ୍ପତିଙ୍କୁ ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪ ଅନୁଯାୟୀ ଆବେଦନ କରିବାକୁ ଅନୁମତି ଦିଆଯିବା ଉଚିତ ବୋଲି ନିର୍ଦ୍ଦେଶ ଦେବାକୁ କୋର୍ଟ କହିଛନ୍ତି। ଅନ୍ୟ ଏକ ଦମ୍ପତି ମଧ୍ୟ ଏକ ପିଟିସନ ଦାଖଲ କରିଛନ୍ତି ଯେଉଁଥିରେ ଜଣେ ଭାରତୀୟ ନାଗରିକ ଏବଂ ଅନ୍ୟଜଣେ ପ୍ରବାସୀ ନାଗରିକ। ଉଭୟେ ଆମେରିକାର ୱାଶିଂଟନ୍ ଡିସିରେ ୨୦୧୭ ରେ ବୈଦେଶିକ ବିବାହ ଅଧିନିୟମ, ୧୯୬୯ ଅନୁଯାୟୀ ବିବାହ କରିଥିଲେ, କିନ୍ତୁ ସମଲିଙ୍ଗୀ ସମ୍ପର୍କକୁ ଭେଦ କରୁଥିବା ଭାରତର ସମ୍ବିଧାନରେ ଏହା ଆଇନଗତ ସ୍ୱୀକୃତି ପ୍ରଦାନ କରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story