ବିଜେପି କର୍ମୀଙ୍କ ବୃଦ୍ଧା ମା’ଙ୍କୁ ପିଟି ଲହୁ ଲୁହାଣ କଲେ ଟିଏମସି କର୍ମୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ରାଜନୀତିକ ହିଂସା ବଢ଼ିବାରେ ଲାଗିଛି। ମୁଖ୍ୟତଃ ବିଜେପି-ଟିଏମସି ମଧ୍ୟରେ ଏହି ହିଂସା ବଢ଼ି ଚାଲିଛି। ଏହାରି ଭିତରେ ଜଣେ ବୃଦ୍ଧାଙ୍କୁ ମାରି ଲହୁ ଲୁହାଣ କରିଛନ୍ତି ଟିଏମସି କର୍ମୀ। ବୃଦ୍ଧାଙ୍କ ପୁଅ ବିଜେପି କର୍ମୀ ବୋଲି ଜଣାପଡ଼ିଛି। ଉତ୍ତର ୨୪ ପରଗନା ଜିଲ୍ଲାରେ ଏହି ରାଜନୀତିକ ହିଂସା ଦେଖିବାକୁ ମିଳିଛି। ଉତ୍ତର ୨୪ ପରଗନା ଜିଲ୍ଲାର ନିମତା ବାସିନ୍ଦା ଗୋପାଳ ମଜୁମଦାର ଅଭିଯୋଗ କରିଛନ୍ତି ଯେ ତିନି ଟିଏମସି କର୍ମୀ […]

tmc-worker beat bjp worker mother

tmc-worker beat bjp worker mother

Subhransu Sekhar
  • Published: Sunday, 28 February 2021
  • Updated: 28 February 2021, 05:34 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ରାଜନୀତିକ ହିଂସା ବଢ଼ିବାରେ ଲାଗିଛି। ମୁଖ୍ୟତଃ ବିଜେପି-ଟିଏମସି ମଧ୍ୟରେ ଏହି ହିଂସା ବଢ଼ି ଚାଲିଛି। ଏହାରି ଭିତରେ ଜଣେ ବୃଦ୍ଧାଙ୍କୁ ମାରି ଲହୁ ଲୁହାଣ କରିଛନ୍ତି ଟିଏମସି କର୍ମୀ। ବୃଦ୍ଧାଙ୍କ ପୁଅ ବିଜେପି କର୍ମୀ ବୋଲି ଜଣାପଡ଼ିଛି। ଉତ୍ତର ୨୪ ପରଗନା ଜିଲ୍ଲାରେ ଏହି ରାଜନୀତିକ ହିଂସା ଦେଖିବାକୁ ମିଳିଛି।

ଉତ୍ତର ୨୪ ପରଗନା ଜିଲ୍ଲାର ନିମତା ବାସିନ୍ଦା ଗୋପାଳ ମଜୁମଦାର ଅଭିଯୋଗ କରିଛନ୍ତି ଯେ ତିନି ଟିଏମସି କର୍ମୀ ତାଙ୍କ ଘର ଭିତରକୁ ଜୋର ଜବରଦସ୍ତି ପଶି ଆସିଥିଲେ। ଆଉ ତାଙ୍କ ମାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ସେ ଥାନାରେ ଏତଲା ଦେଇଛନ୍ତି।

ରାଜ୍ୟରେ ହିଂସାକୁ ବଢ଼ାଇବା ପାଇଁ ଏବଂ ବିରୋଧୀଙ୍କ ସ୍ୱର ଚାପିବା ପାଇଁ ଟିଏମସି ଗୁଣ୍ଡାଙ୍କୁ ଅସ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି। ନିକଟରେ ବିଜେପିର ରାଲିରେ ବ୍ୟବହାର ହେଉଥିବା ଗାଡ଼ି, ଏଲଇଡ଼ି ଟିଭି ମଧ୍ୟ ଟିଏମସି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ନିର୍ବାଚନ କମିଶନଙ୍କ ପାଖରେ ମଧ୍ୟ ବିଜେପି ଫେରାଦ ହୋଇଥିଲା। ପରେ ନିର୍ବାଚନ କମିଶନ ରିପୋର୍ଟ ତଲବ କରିଥିଲେ। ଏବେ ଏହି ମାମଲାରେ ୫ ଜଣ ଗିରଫ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ହିଂସା ବଢ଼ୁଥିବା ଦେଖି ନିର୍ବାଚନ କମିଶନ ସଶସ୍ତ୍ର ପୋଲିସ ଫୋର୍ସ ମୁତ୍ତୟନ କରିଛନ୍ତି। ୮ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନକୁ ସୁରୁ ଖୁରରେ ସାରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଆୟୋଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story