ବିକାଶ ବାଟବଣା! ୫୦ ଫୁଟ ଉପରେ ବସି ଘଣ୍ଟା ଘଣ୍ଟା କଥା ହେଉଛନ୍ତି ମନ୍ତ୍ରୀ

ଭୋପାଲ: ସାରା ଦେଶ ମୋବାଇଲ୍ ନେଟଓ୍ୱର୍କରେ ସଂଯୋଗ ହୋଇସାରିଛି। କେନ୍ଦ୍ର ସରକାର ବିକାଶର ନାରା ଦେବା ବେଳେ ଏହି କଥା ଅନେକ ଥର କହିଛନ୍ତି। ହେଲେ ସରକାରଙ୍କ କଥା ଶତ ପ୍ରତିଶତ ସତ ନୁହେଁ ବୋଲି ଜଣାପଡ଼େ ଯେତେବେଳେ ଜଣେ ମନ୍ତ୍ରୀ ମୋବାଇଲରେ କଥା ହେବା ପାଇଁ ଝୁଲା ଦୋଳିର ସାହାରା ନିଅନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ସୁରେଲ ଗାଁରେ। ଯେଉଁଠି ମୋବାଇଲ୍ ନେଟଓ୍ୱର୍କ ଆସୁନାହିଁ। ଆଉ ଫୋନରେ କଥା ହେବା […]

mp-minister

mp-minister

Subhransu Sekhar
  • Published: Monday, 22 February 2021
  • Updated: 22 February 2021, 07:51 PM IST

Sports

Latest News

ଭୋପାଲ: ସାରା ଦେଶ ମୋବାଇଲ୍ ନେଟଓ୍ୱର୍କରେ ସଂଯୋଗ ହୋଇସାରିଛି। କେନ୍ଦ୍ର ସରକାର ବିକାଶର ନାରା ଦେବା ବେଳେ ଏହି କଥା ଅନେକ ଥର କହିଛନ୍ତି। ହେଲେ ସରକାରଙ୍କ କଥା ଶତ ପ୍ରତିଶତ ସତ ନୁହେଁ ବୋଲି ଜଣାପଡ଼େ ଯେତେବେଳେ ଜଣେ ମନ୍ତ୍ରୀ ମୋବାଇଲରେ କଥା ହେବା ପାଇଁ ଝୁଲା ଦୋଳିର ସାହାରା ନିଅନ୍ତି।

ଏଭଳି ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ସୁରେଲ ଗାଁରେ। ଯେଉଁଠି ମୋବାଇଲ୍ ନେଟଓ୍ୱର୍କ ଆସୁନାହିଁ। ଆଉ ଫୋନରେ କଥା ହେବା ପାଇଁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବ ଏକ ଝୁଲା ଦୋଳିରେ ୫୦ ଫୁଟ ଉପରେ ବସି କଥା ହୁଅନ୍ତି। ସୋଶାଲ ମିଡିଆରେ ମନ୍ତ୍ରୀ ୫୦ ଫୁଟ ଉଚ୍ଚରେ ବସି କଥା ହେବାର ଚିତ୍ର ଭାଇରାଲ ହୋଇଛି। ବିଗତ ୯ ଦିନ ହେବ ପ୍ରତିଦିନ ୫୦ ଫୁଟ ଉପରେ ବସି ମନ୍ତ୍ରୀ ଜଣଙ୍କ ତିନି ଘଣ୍ଟା ଲେଖାଏଁ ମୋବାଇଲରେ କଥା ହୁଅନ୍ତି।

https://twitter.com/AHindinews/status/1363414948970291200?s=20

ସୁରେଲ ଗାଁରେ ଏବେ ମେଳା ପଡ଼ିଛି। ଏଠିକାର ଲୋକଙ୍କ ସହ ମିଶି ମନ୍ତ୍ରୀ ମେଳା ପରିଦର୍ଶନ କରୁଛନ୍ତି। ହେଲେ ଅଫିସରଙ୍କ ସହ କଥା ହେବା ପାଇଁ ବିଜେନ୍ଦ୍ର ପ୍ରତିଦିନ ୫୦ ଫୁଟ ଉଚ୍ଚରେ ଝୁଲା ଦୋଳିରେ ବସି କଥା ହେଉଛନ୍ତି ମନ୍ତ୍ରୀ। ଲୋକମାନେ ମଧ୍ୟ ତାଙ୍କ ସମସ୍ୟା ମନ୍ତ୍ରୀଙ୍କୁ ଜଣାଉଛନ୍ତି ସେସବୁର ସମାଧାନ ପାଇଁ ମନ୍ତ୍ରୀ ଅଫିସରଙ୍କ ସହ ଆଲୋଚନା କରୁଥିବା ସୂଚନା ରହିଛି।

ମନ୍ତ୍ରୀ ଜଣଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଠାରେ ମୋବାଇଲ୍ ନେଟଓ୍ୱର୍କ ଠିକ୍ ଭାବରେ ଆସୁନାହିଁ। ଲୋକମାନେ ମଧ୍ୟ ନିଜ ନିଜର ସମସ୍ୟା ଜଣାଉଛନ୍ତି। ସମସ୍ୟାର ସମାଧାନ ପାଇଁ ଅଫିସରଙ୍କ ସହ କଥା ହେବାକୁ ପଡ଼ୁଛି। ହେଲେ ଖରାପ ନେଟଓ୍ୱର୍କ ପାଇଁ 50 ଫୁଟ୍ ଉପରକୁ ଯାଇ ମୋବାଇଲରେ କଥା ହେବାକୁ ପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story