ପରୀକ୍ଷା ପେ ଚର୍ଚ୍ଚା: ଶିକ୍ଷାର୍ଥୀଙ୍କୁ ଏମିତି ଗୁରୁମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ଶିକ୍ଷାର୍ଥୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ଷିକ ପରୀକ୍ଷା ପେ ଚର୍ଚ୍ଚା କରିଛନ୍ତି। ପରୀକ୍ଷା ପୂର୍ବରୁ ଶିକ୍ଷାର୍ଥୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ମୋଦି ଏହି କାର୍ଯ୍ୟକ୍ରମ ସବୁ ବର୍ଷ କରୁଛନ୍ତି। ପ୍ରତିବର୍ଷ ଭଳି ଆଜି ମଧ୍ୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ମୋଦି ଶିକ୍ଷାର୍ଥୀ ଅନେକ ଗୁରୁମନ୍ତ୍ର ଦେଇଛନ୍ତି। ପରୀକ୍ଷା କେବଳ ଭବିଷ୍ୟତ ପାଇଁ ଗୋଟିଏ ସୁଯୋଗ। ଏହା କେବେ ହେଲେ ସ୍ୱପ୍ନର ଶେଷ ନୁହେଁ। ପରୀକ୍ଷା ଆପଣମାନଙ୍କର […]

Modi

Modi

Hemant Lenka
  • Published: Wednesday, 07 April 2021
  • Updated: 07 April 2021, 08:43 PM IST

Sports

Latest News

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷା ପୂର୍ବରୁ ଦେଶର ଶିକ୍ଷାର୍ଥୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ଷିକ ପରୀକ୍ଷା ପେ ଚର୍ଚ୍ଚା କରିଛନ୍ତି। ପରୀକ୍ଷା ପୂର୍ବରୁ ଶିକ୍ଷାର୍ଥୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ମୋଦି ଏହି କାର୍ଯ୍ୟକ୍ରମ ସବୁ ବର୍ଷ କରୁଛନ୍ତି। ପ୍ରତିବର୍ଷ ଭଳି ଆଜି ମଧ୍ୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ମୋଦି ଶିକ୍ଷାର୍ଥୀ ଅନେକ ଗୁରୁମନ୍ତ୍ର ଦେଇଛନ୍ତି।

ପରୀକ୍ଷା କେବଳ ଭବିଷ୍ୟତ ପାଇଁ ଗୋଟିଏ ସୁଯୋଗ। ଏହା କେବେ ହେଲେ ସ୍ୱପ୍ନର ଶେଷ ନୁହେଁ। ପରୀକ୍ଷା ଆପଣମାନଙ୍କର ଜୀବନର ଶେଷ ମାଇଲଷ୍ଟୋନ ନୁହେଁ। ଅଭିଭାବକ ଓ ଶିକ୍ଷକମାନେ ପିଲାମାନଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ନାହିଁ ବୋଲି ମୋଦି ଆଜି କହିଛନ୍ତି। ମୋଦି ଆହୁରି କହିଛନ୍ତି, ପରୀକ୍ଷାକୁ ଡର କାହିଁକି? କ’ଣ ଆପଣମାନେ ପ୍ରଥମଥର ପରୀକ୍ଷା ଦେଉଛନ୍ତି କି? ଆପଣମାନେ ସବୁ କିଛି ଜାଣିଛନ୍ତି। ପରୀକ୍ଷାକୁ ନେଇ ଆମେ ଅଧିକ ଚିନ୍ତା ଓ ଆଶା କରୁଥିବାରୁ ଭୟ ସୃଷ୍ଟି ହେଉଛି।

ପରୀକ୍ଷାକୁ ବିରାଟ ପାହାଡ଼ ବୋଲି ଆମେ ଭାବୁଛେ। ଆପଣମାନଙ୍କ ଚାରିପାଖରେ ଏମିତି ଏକ ପରିବେଶ ସୃଷ୍ଟି କରାଯାଉଛି ଯେ ଲାଗୁଛି ପରୀକ୍ଷା ହିଁ ସବୁ କିଛି। ସ୍କୁଲରେ ଶିକ୍ଷକମାନଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଓ ସମ୍ପର୍କୀୟମାନେ ଏମିତି ପରିବେଶ ତିଆରି କରୁଛନ୍ତି ଯେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି।

କିନ୍ତୁ ପରୀକ୍ଷାକୁ ଆଦୌ ଡରିବା ଉଚିତ ନୁହେଁ। ପରୀକ୍ଷା ତ ଅଚାନକ ଆସିନି। ତେଣୁ ତା’କୁ ଡରିବା କାହିଁକି? ଶିକ୍ଷାର୍ଥୀମାନେ ପରୀକ୍ଷାକୁ ନେଇ ଡରୁ ନାହାନ୍ତି ବରଂ ଆଉ କିଛିକୁ ନେଇ ଭୟ କରୁଛନ୍ତି। ଅଭିଭାବକମାନେ ସୃଷ୍ଟି କରୁଥିବା ବାତବରଣ ଯୋଗୁ ଭୟ ସୃଷ୍ଟି ହେଉଛି। ଏମିତି ବାତାବରଣ ସୃଷ୍ଟି ନକରିବାକୁ ଅଭିଭାବକଙ୍କୁ ନିବେଦନ।

ପିଲାଙ୍କୁ ସହଜ ଓ ଚାପମୁକ୍ତ ଭାବେ ଜୀଇଁବାର ଅଛି। ସବୁ ବିଷୟ ପ୍ରତି ସମାନ ଭାବେ ଧ୍ୟାନ ଦେବାକୁ ହେବ। ନିଜ ସମୟକୁ ସମାନ ଭାବେ ବାଣ୍ଟିବା ଦରକାର। କଠିନ ପ୍ରଶ୍ନର ଉତ୍ତର ପ୍ରଥମେ ହିଁ ଦେବାକୁ ପଡ଼ିବ। କାରଣ ପ୍ରଥମେ କଠିନ ପ୍ରଶ୍ନର ଉତ୍ତର ଦେଲେ, ପରେ ସରଳ ପ୍ରଶ୍ନ ଆହୁରି ସରଳ ହୋଇଯିବ। କଷ୍ଟ ଲାଗୁଥିବା ବିଷୟକୁ ଡରନି। ଯେଉଁଟି ଡର ଲାଗୁଛି ତାକୁ ବାରମ୍ବାର ଅଭ୍ୟାସ କରିବା ଉଚିତ। ଶିକ୍ଷକମାନେ ଅଧିକ ଧ୍ୟାନ ଦେଇ ପିଲାଙ୍କୁ ଗାଇଡ କରନ୍ତୁ ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରାୟ ୧୦ ଲକ୍ଷ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। କରୋନା ସଂକ୍ରମଣ ଯୋଗୁ ଏହା ଚଳିତ ବର୍ଷ ଭିଡିଓ କନଫରେନ୍ସିଂ ଜରିଆରେ କରାଯାଇଛି। ମୋଦି ନିଜେ ହାତରେ ଆଇ-ପ୍ୟାଡ୍‌ ଧରି କିଛି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story