ବିଜେପିରେ ମିଶିବେନି ହରଭଜନ୍‌, ସିଦ୍ଧୁ ଖୁସ୍‌  

ଚଣ୍ଡିଗଡ଼: ବିଜେପିରେ ମିଶିବା ନେଇ ହେଉଥିବା ଚର୍ଚ୍ଚାର ଅବସାନ ଘଟାଇବା ପରେ କ୍ରିକେଟର ହରଭଜନ୍‌ ସିଂହ ଆଜି ଏକ ଭିନ୍ନ ଅନ୍ଦାଜରେ ଆସିଛନ୍ତି। ପଞ୍ଜାବ କଂଗ୍ରେସ୍‌ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁଙ୍କ ସହ ସେ ଦୋସ୍ତି ମୁଡ୍‌ରେ ଫଟୋ ଉଠାଇଛନ୍ତି । ଉଭୟ ଚାର୍ମିଂ ମୁଡ୍‌ରେ ଫଟୋ ଶୁଟ୍‌ କରିଥିବା ବେଳେ ଏହାକୁ ସିଦ୍ଧୁ ନିଜ ସୋଶାଲ ମିଡିଆରେ ସେୟାର କରିଛନ୍ତି। କ୍ୟାପ୍ସନ ଲେଖିଛନ୍ତି Picture loaded with possibilities …. With Bhajji the shining […]

iop1

iop1

Tapas Behera
  • Published: Wednesday, 15 December 2021
  • Updated: 15 December 2021, 06:38 PM IST

Sports

Latest News

ଚଣ୍ଡିଗଡ଼: ବିଜେପିରେ ମିଶିବା ନେଇ ହେଉଥିବା ଚର୍ଚ୍ଚାର ଅବସାନ ଘଟାଇବା ପରେ କ୍ରିକେଟର ହରଭଜନ୍‌ ସିଂହ ଆଜି ଏକ ଭିନ୍ନ ଅନ୍ଦାଜରେ ଆସିଛନ୍ତି। ପଞ୍ଜାବ କଂଗ୍ରେସ୍‌ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁଙ୍କ ସହ ସେ ଦୋସ୍ତି ମୁଡ୍‌ରେ ଫଟୋ ଉଠାଇଛନ୍ତି । ଉଭୟ ଚାର୍ମିଂ ମୁଡ୍‌ରେ ଫଟୋ ଶୁଟ୍‌ କରିଥିବା ବେଳେ ଏହାକୁ ସିଦ୍ଧୁ ନିଜ ସୋଶାଲ ମିଡିଆରେ ସେୟାର କରିଛନ୍ତି। କ୍ୟାପ୍ସନ ଲେଖିଛନ୍ତି Picture loaded with possibilities …. With Bhajji the shining star। ଅର୍ଥାତ ‘ଭରପୂର ସମ୍ଭାବନା ସହ ସାଇନିଂ ଷ୍ଟାର ଭଜି ସହ  ଫଟୋ ଲୋଡ଼ କଲି’। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବାରୁ ରାଜନୀତି ପାଣିପାଗ ସରଗରମ ହୋଇଛି। କ୍ରିକେଟର ହରଭଜନ ସିଂହ ଏବଂ ଯୁବରାଜ ସିଂହ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା। ଏନେଇ ଗଣମାଧ୍ୟମରେ ମଧ୍ୟ ଜୋରଦାର ଆଲୋଚନା ହୋଇଥିଲା।
https://twitter.com/sherryontopp/status/1471065589288374273?s=20
କ୍ରିକେଟ ଷ୍ଟାର ଆକର୍ଷକ ଭାବେ ଦୁହେଁ ବିଜେପି ରାଡାରରେ ଥିବା ମଧ୍ୟ ଦଳ ପକ୍ଷରୁ ଇଶାରା ଦିଆଯାଇଥିଲା। ହେଲେ ଗତକାଲି ଏନେଇ ହରଭଜନ ସିଂହ ସ୍ପଷ୍ଟୀକରଣ ଦେଇଛନ୍ତି। କହିଛନ୍ତି ବିଜେପିରେ ମିଶିବା ଏକ ମିଥ୍ୟା ଖବର। ଏହା ଏକ ଗୁଜବ ମାତ୍ର।  ଦିଲ୍ଲୀର ଏକ ମିଡିଆ ପକ୍ଷରୁ ଉକ୍ତ ଖବର ବିଷୟରେ ଟ୍ୱିଟ୍ କରାଯାଇଥିଲା । ତାକୁ ଟ୍ୟାଗ କରି ଏହା କହିଛନ୍ତି ହରଭଜନ ସିଂହ।  ହରଭଜନଙ୍କ ପ୍ରତିକ୍ରିୟା ଆସିବା ପରେ ସିଦ୍ଧୁ ବେଶ ଖୁସିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story