କାଲିଠାରୁ ରାତି ୧୧ଟା ପରେ ରାଜଧାନୀ ଲାଗିବ ଶୂନଶାନ୍‌

ନୂଆଦିଲ୍ଲୀ: ପୁଣି ଶକ୍ତି ଠୁଳ କରି ଫେରିଛି କରୋନା। ସାଥିରେ ଆସିଥିବା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ମଧ୍ୟ ପ୍ରଭାବ ବିସ୍ତାର କଲାଣି।  ଶୀତ ସମୟ ଭାଇରସ ପାଇଁ ପାଗ ଅନୁକୂଳ ହେଉଥିବାରୁ ସଂକ୍ରମଣର ଗତି ବୃଦ୍ଧି ପାଉଛି। ବଢ଼ୁଥିବା ଓମିକ୍ରନ୍‌ ମାମଲା ସମସ୍ତଙ୍କୁ ଛାନିଆ କରିଛି। ଭାଇରସର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସୋମବାରଠାରୁ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। । ଦିଲ୍ଲୀରେ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ  ଲାଗୁ କରାଯିବ।  […]

night-corfew

night-corfew

Tapas Behera
  • Published: Sunday, 26 December 2021
  • Updated: 26 December 2021, 09:20 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଶକ୍ତି ଠୁଳ କରି ଫେରିଛି କରୋନା। ସାଥିରେ ଆସିଥିବା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ମଧ୍ୟ ପ୍ରଭାବ ବିସ୍ତାର କଲାଣି।  ଶୀତ ସମୟ ଭାଇରସ ପାଇଁ ପାଗ ଅନୁକୂଳ ହେଉଥିବାରୁ ସଂକ୍ରମଣର ଗତି ବୃଦ୍ଧି ପାଉଛି। ବଢ଼ୁଥିବା ଓମିକ୍ରନ୍‌ ମାମଲା ସମସ୍ତଙ୍କୁ ଛାନିଆ କରିଛି। ଭାଇରସର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସୋମବାରଠାରୁ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। । ଦିଲ୍ଲୀରେ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ  ଲାଗୁ କରାଯିବ।  ଆସନ୍ତା କାଲିଠାରୁ ଏହାକୁ କଡ଼ାକଡ଼ି କରାଯିବ।

ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଅନୁଯାୟୀ ରବିବାର ଦିଲ୍ଲୀରେ ୨୯୦ଟି ଫ୍ରେସ୍‌ କେସ୍‌ ଚିହ୍ନଟ ହୋଇଛି। ଜଣକର ମୃତ୍ୟୁ ଘଟିବା ସହ ପଜିଟିଭି ହାର ୦.୫୫କୁ ବୃଦ୍ଧି ପାଇଛି। ଏଥିସହ ଦିଲ୍ଲୀରେ ମୋଟ କୋଭିଡ୍‌ କେସ୍‌ ୧୪,୪୩,୩୫୨କୁ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟ ୨୫,୧୦୫କୁ ବୃଦ୍ଧି ପାଇଥିବା ରେକର୍ଡ଼ କରାଯାଇଛି। ୧୧୦୩ଟି ଆକ୍ଟିଭ କେସ୍ ରହିଛି। ୫୮୩ ଜଣ ଆଇସୋଲେସନରେ ଅଛନ୍ତି।

ଗତ ବର୍ଷ କରୋନାର ଦ୍ୱିତୀୟ ଲହରୀ ଦିଲ୍ଲୀରେ ହାହାକାର ପରିସ୍ଥିତି ସୃଷ୍ଟି କରିଥିଲା। କେଉଁଠି ରୋଗୀ  ହସପିଟାଲରେ ବେଡ ନପାଇ ଡହଳ ବିକଳ ହୋଇଥିଲେ ତ କେଉଁଠି ଅମ୍ଲଜାନ ଓ ଭେଣ୍ଟଲିଟର ନପାଇ ଦୟନୀୟ ଭାବେ ପ୍ରାଣ ହରାଇଥିଲେ। ତେଣୁ ଗତ ବଲି ଭଳି ଯେମିତି ଏଥର ଯେଭଳି ସ୍ଥିତିର ପୁନରାବୃତ୍ତି ନହୁଏ ସେଥିପାଇଁ ସରକାର ସତର୍କ ଅଛନ୍ତି । ଏଥିପାଇଁ କୋଭିଡ୍ ଟିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story