₹୨୫୦ରେ କରୋନା ଟିକା

ନୂଆଦିଲ୍ଲୀ: ସୋମବାର ପାଖରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଟିକା ନେବେ। ଏଥିସହ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଟିକା ନେବେ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ। ହେଲେ ବହୁବିଧ ରୋଗର ତାଲିକା ପ୍ରକାଶ କରି ନାହାନ୍ତି ସରକାର। The cost of the COVID19 vaccine at private hospitals has been capped at Rs 250 per […]

covid

covid

Subhransu Sekhar
  • Published: Saturday, 27 February 2021
  • Updated: 27 February 2021, 09:25 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ପାଖରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଟିକା ନେବେ। ଏଥିସହ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଟିକା ନେବେ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ। ହେଲେ ବହୁବିଧ ରୋଗର ତାଲିକା ପ୍ରକାଶ କରି ନାହାନ୍ତି ସରକାର।

https://twitter.com/ANI/status/1365645537773453315?s=20

ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟିକାକରଣରେ ସରକାର ଘରୋଇ ହସ୍ପିଟାଲକୁ ଟିକାକରଣ ପାଇଁ ଅନୁମତି ଦେଇଛନ୍ତି। ୧୦ ହଜାରଟି ସରକାରୀ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସ୍ଥିର ହୋଇଥିବା ବେଳେ ୨୦ ହଜାରଟି ଘରୋଇ ଟିକା କେନ୍ଦ୍ର ଠିକ୍ ହୋଇଥିବା ଜଣାପଡ଼ିଛି।

ଯଦିଓ ସରକାର ବହୁବିଧ ରୋଗର ତାଲିକା ପ୍ରକାଶ କରିନାହାନ୍ତି, କିନ୍ତୁ ଏହି ରୋଗର ତାଲିକାରେ ଉଚ୍ଚ ରକ୍ତଚାପ, ମଧୁମେହ, କର୍କଟ ବ୍ୟତୀତ ହୃଦ ରୋଗ, କିଡନୀ ଭଳି ରୋଗ ସାମିଲ୍ ହୋଇପାରେ।

ଏଏନଆଇର ରିପୋର୍ଟ ଅନୁଯାୟୀ ଘରୋଇ ଟିକା କେନ୍ଦ୍ରରେ ଟିକା ନେଲେ ଗୋଟିଏ ଡୋଜର ଦାମ ୨୫୦ ଟଙ୍କା ହେବ। ଯେଉଁଥିରେ ଅତିରିକ୍ତ ୧୦୦ ଟଙ୍କା ଦେୟ ମିଶିଛି। ସୂଚନାଯୋଗ୍ୟ ଶୁକ୍ରବାର ପର୍ଯ୍ୟନ୍ତ ଦେଶର ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମିଶାଇଲେ ମୋଟ୍ ୧.୩୭ କୋଟିରୁ ଅଧିକ ଡୋଜ୍ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story