ଭାରତକୁ ଆସିନି ଓମିକ୍ରନ୍

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ଆତଙ୍କିତ କରିଥିବା ବେଳେ ଏଯାଏଁ ଭାରତରେ କୌଣସି କେସ୍‌ ଚିହ୍ନଟ ହୋଇନାହିଁ। ସରକାରୀ ସୂତ୍ରରୁ ଏହି ସୂଚନା ମିଲିଛି।  ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତରେ କରୋନା ଭାଇରସର ନୂତନ ଓମିକ୍ରନ୍‌  ଭାରିଆଣ୍ଟର କୌଣସି ମାମଲା ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ଭାରତୀୟ ସାର୍ସ-କୋଭ-୨ ଜିନୋମିକ୍‌ କନସୋର୍ଟିଆ ଆଇଏନଏସଏସିଓଜି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଏଥିସହ  ଆନ୍ତର୍ଜାତୀୟ ଯାତ୍ରୀଙ୍କ ପଜିଟିଭ୍‌ ନମୁନାର ଜିନୋମିକ୍‌ […]

kerala-covid-cases

kerala-covid-cases

Tapas Behera
  • Published: Monday, 29 November 2021
  • Updated: 29 November 2021, 09:33 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ଆତଙ୍କିତ କରିଥିବା ବେଳେ ଏଯାଏଁ ଭାରତରେ କୌଣସି କେସ୍‌ ଚିହ୍ନଟ ହୋଇନାହିଁ। ସରକାରୀ ସୂତ୍ରରୁ ଏହି ସୂଚନା ମିଲିଛି।  ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତରେ କରୋନା ଭାଇରସର ନୂତନ ଓମିକ୍ରନ୍‌  ଭାରିଆଣ୍ଟର କୌଣସି ମାମଲା ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ଭାରତୀୟ ସାର୍ସ-କୋଭ-୨ ଜିନୋମିକ୍‌ କନସୋର୍ଟିଆ ଆଇଏନଏସଏସିଓଜି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ଏଥିସହ  ଆନ୍ତର୍ଜାତୀୟ ଯାତ୍ରୀଙ୍କ ପଜିଟିଭ୍‌ ନମୁନାର ଜିନୋମିକ୍‌ ବିଶ୍ଳେଷଣର ଫଳାଫଳକୁ ତଦାରଖ  କରାଯାଉଛି ବୋଲି କୁହାଯାଛି।  ଅନ୍ୟପକ୍ଷରେ   ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି।

ନୂତନ ଗାଇଡଲାଇନ ଅନୁଯାୟୀ, ସଂକ୍ରମଣହାର ଅଧିକ ଥିବା ଦେଶମାନଙ୍କରୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କୁ  ବିମାନବନ୍ଦରରେ ହିଁ କରୋନା ପରୀକ୍ଷା କରାଇବାକୁ ପଡିବ। କରୋନା ଟିକାର ୨ଟି ଯାକ ପାନ ନେଇଥିବା ବ୍ୟକ୍ତି ମଧ୍ୟ କରୋନା ପରୀକ୍ଷା କରାଇବା ବାଧ୍ୟତାମୂଳକ । ସଂକ୍ରମଣହାର ଅଧିକ ଥିବା ଦେଶମାନଙ୍କରୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କୁ ବିମାନବନ୍ଦରରେ  କରୋନା ପରୀକ୍ଷା କରିବାକୁ ପଡିବ।

ବିଦେଶ ଯାଉଥିବା ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆରଟିପିସିଆର ପରୀକ୍ଷଣର ରିପୋର୍ଟ ଦେଖାଇବାକୁ ଆବଶ୍ୟକ । ସଂକ୍ରମିତ ହୋଇଥିବା ଯାତ୍ରୀମାନେ ସଙ୍ଗରୋଧରେ ରହିବେ। କରୋନାର ନେଗେଟିଭ ରିପୋର୍ଟ ଆସିବା ପରେ ହିଁ ଯାତ୍ରୀମାନେ ଘରକୁ ଯାଇପାରିବେ। ମାତ୍ର ଏକ ସପ୍ତାହ ସଙ୍ଗରୋଧରେ ରହିବା ଆବଶ୍ୟକ।
ସଙ୍ଗରୋଧ ରହିବାର ୭ ଦିନ ପରେ ୮ମ ଦିନରେ ପୁଣି କରୋନା ପରୀକ୍ଷା କରାଯିବ। ଏହାସହ ସାମାଜିକ ଦୂରତା ପାଳନ ସହ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story