ଓମିକ୍ରନ ଓ ଏହାର ୯ଟି ସବ ଭ୍ୟାରିଏଣ୍ଟ ପାଇଁ ରାଜଧାନୀରେ ବଢ଼ୁଛି ସଂକ୍ରମଣ!

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ବଢ଼ୁଥିବାରୁ ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି। ତେବେ ମାରାତ୍ମକ ଓମିକ୍ରନ ଓ ଏହାର ଏକାଧିକ ସବ ଭ୍ୟାରିଏଣ୍ଟ ଯୋଗୁ ହିଁ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। କରୋନା ଆକ୍ରାନ୍ତଙ୍କ ନମୁନାରୁ ବିଏ.୨.୨୧ ଓ ୮ଟି ଅନ୍ୟ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଜେନମ ସିକ୍ୱେନ୍ସିଂ କରିବା ପରେ ରି ହିଁ ଏପି ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱ […]

Omicron

Omicron

Hemant Lenka
  • Published: Thursday, 21 April 2022
  • Updated: 21 April 2022, 08:32 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ବଢ଼ୁଥିବାରୁ ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି। ତେବେ ମାରାତ୍ମକ ଓମିକ୍ରନ ଓ ଏହାର ଏକାଧିକ ସବ ଭ୍ୟାରିଏଣ୍ଟ ଯୋଗୁ ହିଁ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

କରୋନା ଆକ୍ରାନ୍ତଙ୍କ ନମୁନାରୁ ବିଏ.୨.୨୧ ଓ ୮ଟି ଅନ୍ୟ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଜେନମ ସିକ୍ୱେନ୍ସିଂ କରିବା ପରେ ରି ହିଁ ଏପି ତଥ୍ୟ ସାମ୍ନାକୁ ଆସିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) କହିଥିଲା ଯେ ଓମିକ୍ରନର ବିଏ.୨ ସବ ଭ୍ୟାରିଏଣ୍ଟ ବିଏ.୧ ଷ୍ଟ୍ରେନ ଠାରୁ ଅଧିକ ସଂକ୍ରାମକ ବୋଲି କହିଥିଲା। ତେବେ ଏହା ମୂଳ ଭାରିଏଣ୍ଟ ଠାରୁ ଅଧିକ ଘାତକ ନୁହେଁ ବୋଲି ହୁ’ ସ୍ପଷ୍ଟ କରିଥିଲା। ଏବେ ଦିଲ୍ଲୀରୁ ଓମିକ୍ରନର ବିଭିନ୍ନ ପ୍ରକାରର ସବ ଭ୍ୟାରିଏଣ୍ଟ ଠାବ ହୋଇଛି। ଏହି ଭ୍ୟାରିଏଣ୍ଟଗୁଡ଼ିକ ଯୋଗୁ ହିଁ ସଂକ୍ରମଣ ବଢ଼ୁଥିବା ଆଶଙ୍କା କରାଯାଉଛି।

ବର୍ତ୍ତମାନ ହୁ’ ପକ୍ଷରୁ ଓମିକ୍ରନର ୫ଟି ସବ ଭ୍ୟାରିଏଣ୍ଟ BA.1, BA.1.1, BA.2, BA.4, BA.5କୁ ନିଜର ସମୀକ୍ଷା ତାଲିକାରେ ରଖିଛି। ଏଗୁଡ଼ିକର ପ୍ରଭାବ କ’ଣ ରହୁଛି, ତା’ର ଯାଞ୍ଚ କରାଯାଉଛି। ବିଶେଷଜ୍ଞଙ୍କ ମତରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଚିନ୍ତା ପ୍ରକଟ କରିବା ଭଳି ସ୍ଥିତି ସୃଷ୍ଟି ହୋଇନାହିଁ।

ଦେଶର ଅଧିକାଂଶ ଲୋକ କରୋନା ଟିକା ନେଇ ସାରିଛନ୍ତି। ସେହିପରି ଏବେ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁନି। ତଥାପି ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ସରକାର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story